ମୋଦିଙ୍କ ରାଲିକୁ ଭଣ୍ଡୁର ପାଇଁ ହୋଇଥିଲା ପ୍ଲାନ, ଆକାଉଣ୍ଟକୁ ଆସିଛି ୧୨୦ କୋଟି ଟଙ୍କା

ନୂଆଦିଲ୍ଲୀ: ମୌଳବାଦୀ ସଙ୍ଗଠନ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ(ପିଏଫଆଇ) ଉପରେ ମାରାଥନ୍‌ ରେଡ୍ ପରେ ଏବେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଗିରଫ ହୋଇଥିବା କେରଳର ଜଣେ ପିଏଫଆଇ ସଦସ୍ୟ ଜେରା ବେଳେ ସଂଘାତିକ ସତ ଉଗାଳିଛନ୍ତି। ପ୍ରବର୍ତ୍ତନା ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଜେରା ବେଳେ ଗିରଫ ସଦସ୍ୟ ଜଣକ କହିଛନ୍ତି ଯେ, ବିହାରରେ ଗତ ଜୁଲାଇ ୧୨ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ରାଲିରେ ପିଏଫଆଇ ପକ୍ଷରୁ ଅସ୍ଥିରତା ସୃଷ୍ଟି ପାଇଁ ଉଦ୍ୟମ କରାଯାଇଥିଲା।  ଗିରଫ ପିଏଫଆଇ ସଦସ୍ୟ […]

Modi On Aug 15

Modi On Aug 15

Tapas Behera
  • Published: Saturday, 24 September 2022
  • Updated: 24 September 2022, 12:50 PM IST

Sports

Latest News

ନୂଆଦିଲ୍ଲୀ: ମୌଳବାଦୀ ସଙ୍ଗଠନ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ(ପିଏଫଆଇ) ଉପରେ ମାରାଥନ୍‌ ରେଡ୍ ପରେ ଏବେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଗିରଫ ହୋଇଥିବା କେରଳର ଜଣେ ପିଏଫଆଇ ସଦସ୍ୟ ଜେରା ବେଳେ ସଂଘାତିକ ସତ ଉଗାଳିଛନ୍ତି। ପ୍ରବର୍ତ୍ତନା ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଜେରା ବେଳେ ଗିରଫ ସଦସ୍ୟ ଜଣକ କହିଛନ୍ତି ଯେ, ବିହାରରେ ଗତ ଜୁଲାଇ ୧୨ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ରାଲିରେ ପିଏଫଆଇ ପକ୍ଷରୁ ଅସ୍ଥିରତା ସୃଷ୍ଟି ପାଇଁ ଉଦ୍ୟମ କରାଯାଇଥିଲା।  ଗିରଫ ପିଏଫଆଇ ସଦସ୍ୟ ସଫିକ୍‌ ପାଇଥ୍‌ ଏହା ମାନିଛନ୍ତି।  ପ୍ରଧାନମନ୍ତ୍ରୀଙ୍କ ରାଲିକୁ ଭଣ୍ଡୁର କରିବା ପାଇଁ ପିଏଫଆଇ ପକ୍ଷରୁ ଏକ ତାଲିମ କ୍ୟାମ୍ପ କରାଯାଇଥିଲା। ସେଠାରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିକୁ ବିଫଳ କରିବା ତାଲିମ ଦିଆଯାଇଥିଲା।

ସେଠାରେ ବ୍ୟାନର ଓ ପୋଷ୍ଟର ଧରି ମୋଦିଙ୍କ ବିରୋଧରେ ନାରାବାଜି ପକାଇବାକୁ ତାଲିମ ଦିଆଇଥିଲା। ଗୋଟିଏ ବର୍ଷରେ ପିଏଫଆଇ ଫଣ୍ଡକୁ ୧୨୦ କୋଟି ଟଙ୍କା କାରବାର ହୋଇଥିବା ଇଡି କହିଛି। ଏସବୁ ଅର୍ଥ ଆତଙ୍କବାଦ କାର୍ଯ୍ୟକଳାପ ବିନିଯୋଗ ପାଇଁ ଆସୁଥିଲା। ରାଜ୍ୟର ବିଭିନ୍ନ ସ୍ଥାନ ଏବଂ ଦେଶ ବାହାରୁ ଏହି ଅର୍ଥ ଆସିଥିବା ଇଡି କହିଛି। ପିଏଫଆଇ ସଙ୍ଗଠନ ଉପରେ ମାରାଥନ ରେଡ୍‌ ହୋଇଥିଲା। ଯାଞ୍ଚ ବେଳେ ଉକ୍ତ ସଙ୍ଗଠନ ଯାବତୀୟ ବେଆଇନ୍ କାର୍ଯ୍ୟକାଳପରେ ଲିପ୍ତ ଥିବା ପ୍ରମାଣ ମିଳିବା ପରେ ଏହାକୁ ନିଷିଦ୍ଧ ପାଇଁ ବିଚାର କରାଯାଉଛି।

ଆତଙ୍କବାଦୀ କାର୍ଯ୍ୟକଳାପରେ ପିଏଫଆଇର ସମ୍ପୃକ୍ତିକୁ ନେଇ ଜାତୀୟ ତଦନ୍ତକାରୀ ଏଜେନ୍ସି ପିଏଫଆଇର ବିଭିନ୍ନ କାର୍ଯ୍ୟାଳୟ ଉପରେ ଚଢଉ କରିଥିଲା। ୧୫ଟି ରାଜ୍ୟର ୯୩ଟି ସ୍ଥାନରେ ଚଢଉ ବେଳେ ଏନଆଇଏ ପିଏଫଆଇର ଶତାଧିକ ନେତାଙ୍କୁ ଗିରଫ କରିଥିଲା। ଆତଙ୍କବାଦୀ କାର୍ଯ୍ୟକଳାପ ସହିତ ପିଏଫଆଇର ସମ୍ପୃକ୍ତିକୁ ନେଇ ଏହାକୁ ନିଷିଦ୍ଧ କରିବା ଲାଗି ବିଭିନ୍ନ ଆସାମ ଓ କର୍ଣ୍ଣାଟକ ସରକାର ଦାବି କରିଛନ୍ତି। ଏନଆଇଏର କହିବା ଅନୁଯାୟୀ ପିଏଫ୍ଆଇ ବିଭିନ୍ନ ସ୍ଥାନରେ ଶିବିର ପକାଇ ଯୁବକଙ୍କୁ ନିଯୁକ୍ତି ଦେଉଛି। ପିଏଫଆଇରେ ନିଯୁକ୍ତ ଯୁବକଙ୍କୁ ଦେଶରେ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବା ଲାଗି ପ୍ରୋତ୍ସାହନ ଦିଆଯାଉ ଥିବା ଅଭିଯୋଗ ଉଠିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story