ଆସାମରେ ଏନ୍‌ଡିଏର କ୍ଲିନ୍‌ ସୁଇପ୍‌ : ଟ୍ୱିଟ୍‌ କଲେ ବୈଜୟନ୍ତ

ଭୁବନେଶ୍ୱର: ଉପନିର୍ବାଚନରେ ଆସାମରେ କମାଲ କଲା ବିଜେପି। ଏଠାରେ ୫ଟିଯାକ ଆସନରେ ହୋଇଥିବା ଉପ ନିର୍ବାଚନରେ ବିଜେପି ଗୋଟିଏ ସିଟ୍‌ରେ କ୍ଲିନ୍‌ ସୁଇପ୍‌ କରିଥିବା ବେଳେ ବାକି ସିଟ୍‌ରେ ମଧ୍ୟ ଦଳ ଆଗୁଆ ରହିଛି।  ଆସାମର ଗୋସାଇ ଗାଁ, ଭବାନୀପୁର , ତମୁଲପୁର, ମାରିଅନି ଏବଂ ଥୁୱାରା ଆସନରେ ବିଧାନ ସଭା ନିର୍ବାଚନ ହୋଇଥିଲା।  ତେବେ ମୋଟ ଭୋଟହାର ୭୪.୦୪ ପ୍ରତିଶତ ହୋଇଥିବା ବେଳେ ଭବାନୀପୁରରେ ସର୍ବାଧିକ ୭୮ ପ୍ରତିଶତ ରେକର୍ଡ଼ କରାଯାଥିଲା।  ଏହି ୫ଟି ଆସନରୁ […]

Baijayant Panda

Baijayant Panda

Tapas Behera
  • Published: Tuesday, 02 November 2021
  • Updated: 02 November 2021, 03:21 PM IST

Sports

Latest News

ଭୁବନେଶ୍ୱର: ଉପନିର୍ବାଚନରେ ଆସାମରେ କମାଲ କଲା ବିଜେପି। ଏଠାରେ ୫ଟିଯାକ ଆସନରେ ହୋଇଥିବା ଉପ ନିର୍ବାଚନରେ ବିଜେପି ଗୋଟିଏ ସିଟ୍‌ରେ କ୍ଲିନ୍‌ ସୁଇପ୍‌ କରିଥିବା ବେଳେ ବାକି ସିଟ୍‌ରେ ମଧ୍ୟ ଦଳ ଆଗୁଆ ରହିଛି।  ଆସାମର ଗୋସାଇ ଗାଁ, ଭବାନୀପୁର , ତମୁଲପୁର, ମାରିଅନି ଏବଂ ଥୁୱାରା ଆସନରେ ବିଧାନ ସଭା ନିର୍ବାଚନ ହୋଇଥିଲା।  ତେବେ ମୋଟ ଭୋଟହାର ୭୪.୦୪ ପ୍ରତିଶତ ହୋଇଥିବା ବେଳେ ଭବାନୀପୁରରେ ସର୍ବାଧିକ ୭୮ ପ୍ରତିଶତ ରେକର୍ଡ଼ କରାଯାଥିଲା।  ଏହି ୫ଟି ଆସନରୁ ବିଜେପି ୩ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ବାକି ଦୁଇଟି ଆସନ ସହଯୋଗୀ ୟୁନାଇଟେଡ ପିପୁଲ ପାର୍ଟି ଲିବେରାଲ(UPPL)କୁ ଛାଡ଼ିଥିଲା।
https://twitter.com/PandaJay/status/1455439829794111492?s=20
ତେବେ କଂଗ୍ରେସ ୫ଟି ଜାକ ଆସନରେ ନିଜେ ଲଢ଼ିଥିଲା।

ତେବେ କଂଗ୍ରେସର ପରୁଣା ସହଯୋଗୀ ଅଲଇଣ୍ଡିଆ ୟୁନାଇଟେଡ୍‌ ଡେମୋକ୍ରେଟିକ୍‌ ଫ୍ରଣ୍ଟ (AIUDF)  ଏବଂ ବୋଡ଼ୁ ଲ୍ୟାଣ୍ଡ ପିପୁଲ ଫ୍ରଣ୍ଟ  ଯଥାକ୍ରମେ ୨ଟି ଏବଂ ଗୋଟିଏ ଆସନରେ ଲଢ଼ୁଥିଲେ। ମୋଟ ମତଦାତାଙ୍କ ସଂଖ୍ୟା ୭.୯୬ ଲକ୍ଷ ଥିବା ବେଳେ ୩୧ ଜଣ ପ୍ରାର୍ଥୀ ଏହି ନିର୍ବାଚନରେ ଭାଗ୍ୟ ପରୀକ୍ଷା କରୁଛନ୍ତି। ତେବେ ୫ଟି ଯାକ ଆସନରେ ଏନ୍‌ଡିଏ ନେତୃତ୍ୱାଧୀନ ବିଜେପି ଏବଂ ସହଯୋଗୀ UPPLକ୍ଲିନ୍‌ ସୁଇପ କରିଛି।

ଏନେଇ ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା ଆସାମ ବିଜେପି ପ୍ରଭାରୀ ବୈଜୟନ୍ତ ପଣ୍ଡା ଦାବି କରି ଟ୍ୱିଟ୍‌ କରିଛନ୍ତି। ଆସାମବାସୀ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ଟିମ, ବିଜେପି ସଭାପତି ଜେପି ନଡ୍ଡା ଓ ରାଜ୍ୟ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ଉପରେ ଭରସା ଦେଖାଇଛନ୍ତି ବୋଲି ସେ ଟ୍ୱିଟ୍‌ କରି ଲେଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story