ମାରାଡୋନାଙ୍କ ଘଣ୍ଟା ଦୁଇବାରେ ହଜିଥିଲା, ଭାରତରେ ମିଳିଲା

ନୂଆଦିଲ୍ଲୀ: ଦୁବାଇରୁ ହଜିଥିଲା, ଏବେ ଭାତରେ ମିଳିଲା ପୂର୍ବତନ ପ୍ରସିଦ୍ଧ ଫୁଟବଲ ଖେଳାଳି ଡିଏଗୋ ମାରାଡୋନାଙ୍କ ଲଗ୍‌ଜୁରୀ ଘଣ୍ଟା। ଦୁବାଇ ପୁଲିସ ସହାୟତାରେ ଆସାମ ପୁଲିସ ଚୋରି ହୋଇଯାଇଥିବା ସ୍ୱର୍ଗତ ଡିଏଗୋ ମା‌ରାଡୋନାଙ୍କର ହେରିଟେଜ୍‌ ହବଲେଟ୍‌ ହାତ ଘଣ୍ଟାକୁ ଉଦ୍ଧାର କରିଛି। ଏନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ସେପଟେ ଚୋରି ଅଭିଯୋଗରେ ପୁଲିସ ୱାଜିଦ ହୁସେନ ନାମକ ଜଣେ ବ୍ୟକ୍ତିକୁ ଆସାମରୁ ଗିରଫ କିରଛି। ତା’ ନିକଟରୁ ପୁଲିସ ଉକ୍ତ […]

heritage watch maradona

heritage watch maradona

Madhupriya Mistry
  • Published: Saturday, 11 December 2021
  • Updated: 11 December 2021, 06:46 PM IST

Sports

Latest News

ନୂଆଦିଲ୍ଲୀ: ଦୁବାଇରୁ ହଜିଥିଲା, ଏବେ ଭାତରେ ମିଳିଲା ପୂର୍ବତନ ପ୍ରସିଦ୍ଧ ଫୁଟବଲ ଖେଳାଳି ଡିଏଗୋ ମାରାଡୋନାଙ୍କ ଲଗ୍‌ଜୁରୀ ଘଣ୍ଟା। ଦୁବାଇ ପୁଲିସ ସହାୟତାରେ ଆସାମ ପୁଲିସ ଚୋରି ହୋଇଯାଇଥିବା ସ୍ୱର୍ଗତ ଡିଏଗୋ ମା‌ରାଡୋନାଙ୍କର ହେରିଟେଜ୍‌ ହବଲେଟ୍‌ ହାତ ଘଣ୍ଟାକୁ ଉଦ୍ଧାର କରିଛି। ଏନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି।

ସେପଟେ ଚୋରି ଅଭିଯୋଗରେ ପୁଲିସ ୱାଜିଦ ହୁସେନ ନାମକ ଜଣେ ବ୍ୟକ୍ତିକୁ ଆସାମରୁ ଗିରଫ କିରଛି। ତା' ନିକଟରୁ ପୁଲିସ ଉକ୍ତ ଘଣ୍ଟାକୁ ଜବତ କରିଛି। ଏହି ଘଣ୍ଟାର ଦାମ୍‌ ୨୦ ଲକ୍ଷ ଟଙ୍କା ହେବ। ଧରାପଡିଥିବା ଅଭିଯୁକ୍ତ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ଆସାମ ପୁଲିସ କହିଛି।

କେନ୍ଦ୍ରୀୟ ଏଜେନ୍‌ସି ମାଧ୍ୟମରେ ଦୁବାଇ ପୁଲିସ ଠାରୁ ସୂଚନା ପାଇ ଆସାମ ପୁଲିସ ଆଜି ଭୋର ୪ଟା ବେଳେ ଅଭିଯୁକ୍ତ ୱାଜିଦ୍‌ଙ୍କୁ ତାଙ୍କ ଶିବନଗର ବାସଭବନରୁ ଗିରଫ କରିଛି ବୋଲି ପୁଲିସ ମହାନିର୍ଦେଶକ ସୂଚନା ଦେଇଛନ୍ତି।

The Assam Police, in coordination with the Dubai Police, has recovered a heritage luxury watch that belonged to late Diego Maradona,

ପୂର୍ବରୁ ଅଭିଯୁକ୍ତ ୱାଜିଦ ଦୁବାଇରେ କାମ କରୁଥିଲା। ଚଳିତ ବର୍ଷ ଅଗଷ୍ଟ ମାସରେ ସେ ଆସାମ ଚାଲି ଆସିଥିଲେ। ତେବେ ସେ ମାରାଡୋନାଙ୍କ ସାମଗ୍ରୀଗୁଡ଼ିକ ଗଚ୍ଛିତ ରଖିଥିବା ଦୁବାଇର ଏକ କମ୍ପାନିରେ ‘ସିକ୍ୟୁରିଟି ଗାର୍ଡ’ ଭାବେ କାମ କରୁଥିବା ବେଳେ ମାରାଡୋନାଙ୍କ ଉକ୍ତ ‘ହବଲେଟ୍‌’ ହାତ ଘଣ୍ଟାକୁ ଚୋରାଇ ଆଣିଥିଲେ ବୋଲି ଅଭିଯୋଗ ହୋଇଛି।

ଗଣମାଧ୍ୟମକୁ ଶିବସାଗର ଜିଲ୍ଲା ପୁଲିସ ସୁପରିଟେଣ୍ଡେଣ୍ଟ୍‌ ରାକେଶ ରୌଶନ୍‌ କହିଛନ୍ତି, ଗୁପ୍ତ ସୂଚନା ପାଇ ଗତରାତିରେ ଆମେ ଅଭିଯାନ ଆରମ୍ଭ କରି ଅଭିଯୁକ୍ତଙ୍କୁ ତାଙ୍କ ଶଶୁର ଘରୁ ଗିରଫ କରିଥିଲୁ। ତାଙ୍କ ପାଖରୁ ଆମେ ଲଗ୍‌ଜୁରୀ ‘ହବ୍‌ଲଟ୍‌’ ହାତଘଣ୍ଟାଟି ଜବତ କରିଛୁ। ଏ ବିଷୟରେ ଅଧିକ ତଦନ୍ତ ଚାଲିଛି।

ସୂଚୁନାମୁତାବକ ଫୁଟବଲ ଜଗତର ଭଗବାନ ଭାବରେ ଜଣାଶୁଣା ଡିଏଗୋ ମାରାଡୋନା ଆର୍ଜେଣ୍ଟିନାର ଦୀର୍ଘ ଦିନର ବୃତ୍ତିଗତ ଫୁଟବଲର୍ ଭାବେ କାର୍ଯ୍ୟ କରିଥିଲେ। ସେ ବର୍ତ୍ତମାନ ପର୍ଯ୍ୟନ୍ତ ଫୁଟବଲ ଇତିହାସରେ ଶ୍ରେଷ୍ଠ ଖେଳାଳି ଭାବେ ଜଣାଶୁଣା। ନଭେମ୍ବର ୨୦୨୦ରେ ହୃଦ୍‌ଘାତ ଯୋଗୁଁ ମାରାଡୋନାଙ୍କ ଦେହାନ୍ତ ହୋଇଥିଲା। ୨୦୧୦ ଫିଫା ୱାର୍ଲ୍ଡକପ୍‌ ସମୟରେ ମାରାଡୋନା ଏହି ବିଗ୍‌ ବେଙ୍ଗ ହବଲେଟ୍‌ ହାତ ଘଣ୍ଟାକୁ ପିନ୍ଧିଥିଲେ।

https://twitter.com/himantabiswa/status/1469519162938519552?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story