ମୋଦିଙ୍କୁ ପ୍ରଶଂସା କରି ଅଡୁଆରେ ଗୁଲାମ ନବୀ

ନୂଆଦିଲ୍ଲୀ: କଂଗ୍ରେସରେ ଆରମ୍ଭ ହୋଇଛି କମ୍ପନ। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରି ଅଡୁଆରେ ପଡିଛନ୍ତି ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ। ଜମ୍ମୁ-କାଶ୍ମୀରରେ ଜି-୨୩ ନେତାଙ୍କୁ ଭେଟିବା ଓ ଗୁଲାମ ନବୀ ଆଜାଦଙ୍କ ତରଫରୁ କରାଯାଇଥିବା ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା ପରେ କଂଗ୍ରେସରେ ହଇଚଇ ସୃଷ୍ଟି ହୋଇଛି। ଏହି ମାମଲାରେ ଜମ୍ମୁ-କାଶ୍ମୀର ପିସିସି ସଭାପତି ଗୁଲାମ ଅହମ୍ମଦ ମୀର ଦିଲ୍ଲୀ ଯାଇ କଂଗ୍ରେସର ବରିଷ୍ଠ ନେତା କେସି ବେଣୁଗୋପାଳଙ୍କୁ ଭେଟିଛନ୍ତି। ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି […]

Ghulam-nabi-Azad

Ghulam-nabi-Azad

Madhupriya Mistry
  • Published: Tuesday, 02 March 2021
  • Updated: 02 March 2021, 12:55 PM IST

Sports

Latest News

ନୂଆଦିଲ୍ଲୀ: କଂଗ୍ରେସରେ ଆରମ୍ଭ ହୋଇଛି କମ୍ପନ। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରି ଅଡୁଆରେ ପଡିଛନ୍ତି ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ। ଜମ୍ମୁ-କାଶ୍ମୀରରେ ଜି-୨୩ ନେତାଙ୍କୁ ଭେଟିବା ଓ ଗୁଲାମ ନବୀ ଆଜାଦଙ୍କ ତରଫରୁ କରାଯାଇଥିବା ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା ପରେ କଂଗ୍ରେସରେ ହଇଚଇ ସୃଷ୍ଟି ହୋଇଛି।

ଏହି ମାମଲାରେ ଜମ୍ମୁ-କାଶ୍ମୀର ପିସିସି ସଭାପତି ଗୁଲାମ ଅହମ୍ମଦ ମୀର ଦିଲ୍ଲୀ ଯାଇ କଂଗ୍ରେସର ବରିଷ୍ଠ ନେତା କେସି ବେଣୁଗୋପାଳଙ୍କୁ ଭେଟିଛନ୍ତି। ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି । ସେ ରାଜ୍ୟ ପ୍ରଭାରୀ ରଜନୀ ପାଟିଲଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି। ଗୁଲାମ ଅହମ୍ମଦ ମୀର ବର୍ତ୍ତମାନ ଦିଲ୍ଲୀରେ ଅଛନ୍ତି। ସେ ସାମ୍ପ୍ରତିକ ପରିସ୍ଥିତିକୁ ନେଇ ବୈଠକ କରିପାରନ୍ତି।

ସୂଚନା ଅନୁସାରେ, ମୀର୍ ଦଳରେ ଦେଖାଦେଇଥିବା ଅସନ୍ତୋଷକୁ ଦେଖି ଜାତୀୟ ନେତାଙ୍କୁ ଅବଗତ କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ, ଗୁଲାମନବୀ, ମୋଦୀଙ୍କୁ କରିଥିବା ପ୍ରଶଂସା କାରଣରୁ ଦଳର ରାଜ୍ୟସ୍ତରୀୟ ନେତାମାନେ ଅସନ୍ତୁଷ୍ଟ ଅଛନ୍ତି।

ଗତ କିଛିଦିନ ତଳେ ଜମ୍ମୁରେ ଗାନ୍ଧୀ ଗ୍ଲୋବାଲ ଫ୍ୟାମିଲି ପକ୍ଷରୁ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହାର ମୁଖ୍ୟ ଥିଲେ ଗୁଲାମ ନବୀ ଆଜାଦ। ଏହି କାର୍ଯ୍ୟକ୍ରମରେ ଜି-୨୩ ନେତାଙ୍କୁ ନିମନ୍ତ୍ରଣ କରାଯାଇଥିଲା। କିନ୍ତୁ ଦଳର ରାଜ୍ୟ ସଭାପତିଙ୍କୁ ଡକା ଯାଇନଥିଲା। ଆଜାଦ ଭିନ୍ନ ଭିନ୍ନ ଜିଲ୍ଲାରୁ ଆସିଥିବା ନେତାଙ୍କ ସହ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ସେ ଧାରା ୩୭୦ ଉଚ୍ଛେଦକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିଥିଲେ।

ଗୁଲାମ ନବୀଙ୍କ ଏଭଳି ମୋଦିଙ୍କୁ ପ୍ରଶଂସାବାଜୀ, ଜି-୨୩ର ଅନେକ ନେତାଙ୍କୁ ପସନ୍ଦ ଆସିନଥିଲା। ଆଜାଦ ଏପରି କହିବା ଠିକ୍ ନୁହେଁ। ଏହା ଜି-୨୩କୁ ମଜବୁତ କରିବା ଲକ୍ଷ୍ୟଠୁ ଦୂରରେ ବୋଲି କଂଗ୍ରେସ ନେତାମାନେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story