ଆଜମ ଖାନଙ୍କ ଆବେଦନ ଖାରଜ, ରାମପୁରରେ ହେବ ଉପନିର୍ବାଚନ

ରାମପୁର: ହେଟ ସ୍ପିଚ୍‌ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ସମାଜବାଦୀ ପାର୍ଟି (ସପା)ର ନେତା ଆଜମ ଖାନଙ୍କ ପକ୍ଷରୁ କରାଯାଇଥିବା ଏକ ଆବେଦନକୁ ଗୁରୁବାର ରାମପୁର ସେସନ୍ସ ଅଦାଲତ ଖାରଜ ଦେଇଛନ୍ତି। ତଳ କୋର୍ଟର ରାୟ ବିରୋଧରେ ସେସନ୍ସ କୋର୍ଟ ଯାଇଥିଲେ ଆଜମ ଖାନ। ପୂର୍ବରୁ ଆଜମ  ଖାନ୍‌  ସୁପ୍ରିମକୋର୍ଟ ଯାଇଥିଲେ। କିନ୍ତୁ ସୁପ୍ରିମକୋର୍ଟ ଏହି ମାମାଲାକୁ ତଳ କୋର୍ଟ ଉପରେ ଛାଡ଼ି ତୁରନ୍ତ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଥିଲେ।  ପୂର୍ବରୁ କୋର୍ଟ ଦେଇଥିବା ରାୟ ଉପରେ […]

Azam Khan

Azam Khan

Tapas Behera
  • Published: Thursday, 10 November 2022
  • Updated: 10 November 2022, 07:29 PM IST

Sports

Latest News

ରାମପୁର: ହେଟ ସ୍ପିଚ୍‌ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ସମାଜବାଦୀ ପାର୍ଟି (ସପା)ର ନେତା ଆଜମ ଖାନଙ୍କ ପକ୍ଷରୁ କରାଯାଇଥିବା ଏକ ଆବେଦନକୁ ଗୁରୁବାର ରାମପୁର ସେସନ୍ସ ଅଦାଲତ ଖାରଜ ଦେଇଛନ୍ତି। ତଳ କୋର୍ଟର ରାୟ ବିରୋଧରେ ସେସନ୍ସ କୋର୍ଟ ଯାଇଥିଲେ ଆଜମ ଖାନ। ପୂର୍ବରୁ ଆଜମ  ଖାନ୍‌  ସୁପ୍ରିମକୋର୍ଟ ଯାଇଥିଲେ। କିନ୍ତୁ ସୁପ୍ରିମକୋର୍ଟ ଏହି ମାମାଲାକୁ ତଳ କୋର୍ଟ ଉପରେ ଛାଡ଼ି ତୁରନ୍ତ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଥିଲେ।  ପୂର୍ବରୁ କୋର୍ଟ ଦେଇଥିବା ରାୟ ଉପରେ ରହିତାଦେଶ ଜାରି କରିବାକୁ ଆଜମ ଖାନ୍‌ ଅପିଲ କରିଥିଲେ।  ରାମପୁର ସେସନ୍ସ ଅଦାଲତର ବିଚାରପତି ଆଜି ଉଭୟ ପକ୍ଷଙ୍କ ଶୁଣାଣି କରିବା ପରେ ଆଜମ ଖାନଙ୍କ ଆବେଦନକୁ ଖାରଜ କରି ଦେଇଥିଲେ।

ଇତିମଧ୍ୟରେ ରାମପୁର ସଦର ସମେତ ମୈନପୁରୀ ଲୋକସଭା ଆସନ ପାଇଁ ନିର୍ବାଚନ କମିଶନ ଡିସେମ୍ବର ୫ ତାରିଖରେ ଉପନିର୍ବାଚନ ଘୋଷଣା କରିଛନ୍ତି। କିନ୍ତୁ ସୁପ୍ରିମକୋର୍ଟ ପୂର୍ବରୁ ଆଜମ ଖାନଙ୍କ ଆବେଦନର ଶୁଣାଣି କରି ରାୟ ଶୁଣାଇଥିଲେ ଯେ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ରାମପୁର ସଦର ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ କରାଇବାକୁ ନିର୍ବାଚନ କମିଶନ ବିଜ୍ଞପ୍ତି ଜାରି କରିପାରିବେ ନାହିଁ। ଆଜମ ଖାନଙ୍କ ଆବେଦନ ଉପରେ ସେସନ୍ସ ଅଦାଲତ ନିଷ୍ପତ୍ତି ନେବା ପରେ ଯାଇ ନଭେମ୍ବର ୧୧ରେ କିମ୍ବା ତା’ପରେ ଉପନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇପାରିବ ବୋଲି ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଥିଲେ।

ହେଲେ  ଆଜିର ରାୟ ପରେ ରାମପୁର ସଦର ଆସନରେ ଉପନିର୍ବାଚନ ଅନୁଷ୍ଠିତ ପାଇଁ ପଥ ପରିଷ୍କାର ହୋଇଯାଇଛି।  ଗତ ଅକ୍ଟୋବର ୨୭ରେ ରାମପୁରର ସାଂସଦ-ବିଧାୟକ ଅଦାଲତ ଆଜମ ଖାନଙ୍କୁ ହେଟ୍‌ ସ୍ପିଚ ମାମଲାରେ ଦୋଷୀ ସାବ୍ୟସ୍ତ କରି ତିନି ବର୍ଷ ଜେଲ ଦଣ୍ଡ ଶୁଣାଇଥିଲେ। ଏହା ପରେ ବିଧାୟକ ଥିବା ଆଜମ ଖାନଙ୍କ ସଭ୍ୟ ପଦ ରଦ୍ଦ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story