ଦଳ ଛାଡିବେ କି ୫ ବିଜେପି ବିଧାୟକ! ଏମିତି ଦେଲେ ଇସାରା

କୋଲକାତା: ଚଳିତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ବିଜେପିରେ ସବୁ କିଛି ଠିକ୍‌ ଚାଲିଛି କହିବା ଭୁଲ୍‌ ହେବ। ପରାଜୟ ପରେ ବିଜେପିର ସମୟ ଠିକ୍‌ ଚାଲିନଥିବା ଭଳି ମନେ ହେଉଛି। ବିଜେପିକୁ ଗୋଟିଏ ପରେ ଗୋଟିଏ ଝଟ୍‌କା ଦେଉଛନ୍ତି ନିଜ ଦଳର ହିଁ ସଦସ୍ୟ। ହାତ ଛାଡି ଅନ୍ୟ ଦଳ ମୁହାଁ ହେଉଛନ୍ତି। ଅନେକ ବରିଷ୍ଠ ନେତା ବିଜେପିର କଟ୍ଟର ବିରୋଧୀ ଟିଏମ୍‌ସି ସୁପ୍ରିମୋ ତଥା ଦିଦିଙ୍କ ଦଳକୁ ଡିଆଁ ମାରୁଛନ୍ତି। ହେଲେ ଏବେ ଆଉ […]

BJP

BJP

Madhupriya Mistry
  • Published: Tuesday, 28 December 2021
  • Updated: 28 December 2021, 01:17 PM IST

Sports

Latest News

କୋଲକାତା: ଚଳିତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ବିଜେପିରେ ସବୁ କିଛି ଠିକ୍‌ ଚାଲିଛି କହିବା ଭୁଲ୍‌ ହେବ। ପରାଜୟ ପରେ ବିଜେପିର ସମୟ ଠିକ୍‌ ଚାଲିନଥିବା ଭଳି ମନେ ହେଉଛି। ବିଜେପିକୁ ଗୋଟିଏ ପରେ ଗୋଟିଏ ଝଟ୍‌କା ଦେଉଛନ୍ତି ନିଜ ଦଳର ହିଁ ସଦସ୍ୟ। ହାତ ଛାଡି ଅନ୍ୟ ଦଳ ମୁହାଁ ହେଉଛନ୍ତି। ଅନେକ ବରିଷ୍ଠ ନେତା ବିଜେପିର କଟ୍ଟର ବିରୋଧୀ ଟିଏମ୍‌ସି ସୁପ୍ରିମୋ ତଥା ଦିଦିଙ୍କ ଦଳକୁ ଡିଆଁ ମାରୁଛନ୍ତି।

ହେଲେ ଏବେ ଆଉ ୫ ଜଣ ବିଜେପି ବିଧାୟକ ଏଭଳି ହିଁ କିଛି ଇସାରା ଦେଇଛନ୍ତି। ବିଜେପି ହ୍ୱାଟ୍‌ସ ଆପ୍‌ ଗ୍ରୁପ୍‌ରୁ ବାହାରି ଯାଇଛନ୍ତି ୫ ଅସନ୍ତୋଷ ବିଧାୟକ, ଯାହା ବିଜେପି ଶକ୍ତ ଝଟ୍‌କା ଦେଇଛି। କୁହାଯାଉଛି କି ଶନିବାର ଦିନ ପାର୍ଟି ଜିଲ୍ଲାସ୍ତରୀୟ ନେତୃତ୍ୱରେ ଅଦଳ ବଦଳ କରିବା ପରେ ଏହାକୁ ନେଇ ଖୁସି ନାହାଁନ୍ତି ସେହି ୫ ଜଣ ବିଧାୟକ।

ପାର୍ଟିର ଅଧିକାରୀକ ହ୍ୱାଟସଆପ୍‌ ଗ୍ରୁପ ଛାଡିଥିବା ବିଧାୟକମାନେ ହେଲେ ନଦିଆ ହରିଘଣ୍ଟାର ବିଧାୟକ ଅସୀମ ସରକାର, କଲ୍ୟାଣି ବିଧାୟକ ଅମ୍ବିକା ରୟ, ଗାଏଘାଟ ବିଧାୟକ ସୁବ୍ରତ ଠାକୁର, ରାଣାଘାଟ ଦକ୍ଷିଣ ନଦିଆ ବିଧାୟକ ମୁକୁଟ ମଣି ଅଧିକାରୀ, ବନଗାଓଁ ବିଧାୟକ ଅଶୋକ କିର୍ତ୍ତନୀଆ।

କୁହାଯାଉଛି ଯେ, ବିଜେପିର ହ୍ୱାଟସ୍‌ ଆପ୍‌ ଗ୍ରୁପ ଛାଡିଥିବା ଅଧିକାଂଶ ବିଧାୟକ ମଟୁଆ ସଂପ୍ରଦାୟର। ଦଳ ତରଫରୁ ଜିଲ୍ଲା ସ୍ତରୀୟ ଅଧିକାରୀ ଅଦଳ ବଦଳ ବେଳେ ମଟୁଆ ସଂପ୍ରଦାୟର ନେତାଙ୍କୁ ସ୍ଥାନ ମିଳି ନଥିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଗଣମାଧ୍ୟମ ସହ ଆଲୋଚନା ବେଳେ ବିଜେପି ଅଧ୍ୟକ୍ଷ ସୁକାନ୍ତ ମଜମୁଦାର କହିଛନ୍ତି, ଏନେଇ ତାଙ୍କ ପାଖରେ କୌଣସି ସୂଚନା ନାହିଁ। ହେଲେ ଯଦି କେହି ଅସନ୍ତୋଷ ଥିବେ ତେବେ ପାର୍ଟି ଫୋରମରେ ଆଲୋଚନା କରାଯାଇ ସମାଧାନ କରାଯିବ ବୋଲି ସେ କହିଛନ୍ତି।

ସେପଟେ ଏହି ଘଟଣା ପରେ ପଶ୍ଚିମବଙ୍ଗ ବିଜେପି ଭିତରେ ଥିବା ଦଳୀୟ କନ୍ଦଳ ଏବେ ପଦାରେ ପଡିଛି। ଚଳିତ ବର୍ଷ ମେ’ ୧୧ ତାରିଖରେ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ବିଜେପି ନେତା ମୁକୁଲ ରାୟ ପୁଣି ଟିଏମସିରେ ଯୋଗ ଦେଇଥିଲେ। ଏହାପରେ ରାଜ୍ୟରେ ରାଜନୈତିକ ଛବି ବଦଳିବାରେ ଲାଗିଛି। କିଛି ଟିଏମସି ନେତା ଯେଉଁମାନେ ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ଛାଡି ବିଜେପିରେ ଯୋଗ ଦେଇଥିଲେ ସେମାନେ ଏବେ ଘର ବାହୁଡା ଆରମ୍ଭ କରିଦେଇଛନ୍ତି। ସେମାନେ ଲଗାତର ଟିଏମ୍‌ସି ସହ ସମ୍ପର୍କରେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story