ମାଛ ବ୍ୟବସାୟୀଙ୍କଠାରୁ ୧.୪ କୋଟି ଟଙ୍କା ଜବତ

କୋଲକାତା: ସିଆଇଡି ଜାଲରେ ବଡ଼ ମାଛ। ଜଣେ ମାଛ ଦୋକାନୀ ନିକଟରୁ ୧.୪ କୋଟି ଟଙ୍କା ଜବତ କରିଛନ୍ତି ତଦନ୍ତକାରୀ ଅଧିକାରୀ। ପଶ୍ଚିମବଙ୍ଗ ଅପରାଧୀ ତଦନ୍ତକାରୀ ବିଭାଗ(ସିଆଇଡି) ଏହି ମୋଟା ଅଙ୍କର ଟଙ୍କା ଜବତ କରିଛନ୍ତି ।  ଅଭିଯୁକ୍ତ ହେଉଛି  ମାଲଦା ଜିଲ୍ଲାର ଜୟ ପ୍ରକାଶ ଶାହ। ପୁଲିସ  ତାଙ୍କୁ ଗିରଫ ମଧ୍ୟ କରିଛି।  ପଶ୍ଚିମବଙ୍ଗର ସିଆଇଡି ଟିମ୍‌  ଜୟ ପ୍ରକାଶଙ୍କ ଘରେ ଆଜି ରେଡ୍‌ କରିଥିଲା।  ତାଙ୍କ ଘରୁ ୧ କୋଟି ୩୯ ଲକ୍ଷ ୩୦ […]

Money

Money

Tapas Behera
  • Published: Sunday, 04 September 2022
  • Updated: 04 September 2022, 08:28 PM IST

କୋଲକାତା: ସିଆଇଡି ଜାଲରେ ବଡ଼ ମାଛ। ଜଣେ ମାଛ ଦୋକାନୀ ନିକଟରୁ ୧.୪ କୋଟି ଟଙ୍କା ଜବତ କରିଛନ୍ତି ତଦନ୍ତକାରୀ ଅଧିକାରୀ। ପଶ୍ଚିମବଙ୍ଗ ଅପରାଧୀ ତଦନ୍ତକାରୀ ବିଭାଗ(ସିଆଇଡି) ଏହି ମୋଟା ଅଙ୍କର ଟଙ୍କା ଜବତ କରିଛନ୍ତି ।  ଅଭିଯୁକ୍ତ ହେଉଛି  ମାଲଦା ଜିଲ୍ଲାର ଜୟ ପ୍ରକାଶ ଶାହ। ପୁଲିସ  ତାଙ୍କୁ ଗିରଫ ମଧ୍ୟ କରିଛି।  ପଶ୍ଚିମବଙ୍ଗର ସିଆଇଡି ଟିମ୍‌  ଜୟ ପ୍ରକାଶଙ୍କ ଘରେ ଆଜି ରେଡ୍‌ କରିଥିଲା।  ତାଙ୍କ ଘରୁ ୧ କୋଟି ୩୯ ଲକ୍ଷ ୩୦ ହଜାର ଟଙ୍କା ଜବତ କରାଯାଇଛି। ତାଙ୍କ ଘରେ ବେଆଇନ ଭାବେ ବ୍ୟାପକ ପରିବାଣରା ଟଙ୍କା ଥିବା ସୂଚନା ପାଇ ସିଆଇଡି ରେଡ କରିଥିଲା।  ବୃତ୍ତିରେ ଜୟ ପ୍ରକାଶ ଜଣେ ମାଛ ବ୍ୟବସାୟୀ।  ଗିରଫ ପରେ ତାଙ୍କୁ ଅଧିକ ଜେରା  ପାଇଁ ପୁଲିସ ନିଜ ହେପାଜତକୁ ନେଇଛି। ଆସନ୍ତକାଲି ଜୟ ପ୍ରକାଶଙ୍କୁ କୋର୍ଟରେ ହାଜର କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story