ଦକ୍ଷିଣ ଭାରତ ଗସ୍ତରେ ମୋଦି, ପଡ଼ିଲାକି ରାହୁଲଙ୍କ ଭାରତ ଯୋଡ଼ୋ ଯାତ୍ରାର ପ୍ରଭାବ

ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟରେ କ୍ଷମତାସୀନ ଆଞ୍ଚଳିକ ଦଳ ଓ କେନ୍ଦ୍ର ସରକାରଙ୍କର ନେତୃତ୍ୱ ନେଉଥିବା ବିଜେପି ମଧ୍ୟରେ ତିକ୍ତତା ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦକ୍ଷିଣ ଭାରତର ୪ଟି ରାଜ୍ୟ ଗସ୍ତ କରିଛନ୍ତି। ଦୁଇ ଦିନ ପାଇଁ ଆସିଥିବା ପ୍ରଧାନମନ୍ତ୍ରୀ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଏହାସହ ୪ଟି ରାଜ୍ୟରେ ୨୫ ହଜାର କୋଟି ଟଙ୍କାର ପ୍ରକଳ୍ପର ଶିଳନ୍ୟାସ କରିବେ। କର୍ଣ୍ଣାଟକ,ତାମିଲନାଡୁ, ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ। ତେବେ କର୍ଣ୍ଣାଟକରେ […]

Modi

Modi

Tapas Behera
  • Published: Friday, 11 November 2022
  • Updated: 11 November 2022, 04:05 PM IST

Sports

Latest News

ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟରେ କ୍ଷମତାସୀନ ଆଞ୍ଚଳିକ ଦଳ ଓ କେନ୍ଦ୍ର ସରକାରଙ୍କର ନେତୃତ୍ୱ ନେଉଥିବା ବିଜେପି ମଧ୍ୟରେ ତିକ୍ତତା ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦକ୍ଷିଣ ଭାରତର ୪ଟି ରାଜ୍ୟ ଗସ୍ତ କରିଛନ୍ତି। ଦୁଇ ଦିନ ପାଇଁ ଆସିଥିବା ପ୍ରଧାନମନ୍ତ୍ରୀ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଏହାସହ ୪ଟି ରାଜ୍ୟରେ ୨୫ ହଜାର କୋଟି ଟଙ୍କାର ପ୍ରକଳ୍ପର ଶିଳନ୍ୟାସ କରିବେ। କର୍ଣ୍ଣାଟକ,ତାମିଲନାଡୁ, ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ। ତେବେ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ଆଉ ୬ ମାସ ରହିବା ଓ ଦାକ୍ଷିଣାତ୍ୟ ରାଜ୍ୟରେ ରାଜ୍ୟପାଳ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବିବାଦ ଚାଲିଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଅନେକ ମହତ୍ୱ ରଖୁଛି।

ଭାରତର ପ୍ରଗତିକୁ ଗତିଶୀଳ କରିବା ଲକ୍ଷ୍ୟରେ ସେ ଏହି ଗସ୍ତ କରୁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ଅନ୍ୟପକ୍ଷରେ ଦକ୍ଷିଣ ଭାରତରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଭାରତ ଯୋଡ଼ୋ ଯାତ୍ରା କରୁଥିବାବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଗମନ ଅନେକ କିଛି ସୂଚନା ଦେଉଛି। ଦୁଇ ମାସ ଧରି ରାହୁଲ ଦକ୍ଷିଣ ଭାରତରେ ଯାତ୍ରା ପରେ ମହାରାଷ୍ଟ୍ରରେ ପହଞ୍ଚିଛନ୍ତି। ତେବେ ରାହୁଲଙ୍କ ଏହି ଯାତ୍ରାକୁ ଭଲ ରେସପନ୍ସ ମିଳୁଥିବାରୁ ମୋଦିଙ୍କ ଆଗମନ ଏକ ଭିନ୍ନ ସୂଚନା ଦେଉଛି।

ଶୁକ୍ରବାର ସକାଳେ ପ୍ରଧାନମନ୍ତ୍ରୀ ମୋଦି ବେଙ୍ଗାଲୁରୁରେ ପହଞ୍ଚି ଚେନ୍ନାଇ-ମହୀଶୂର ମଧ୍ୟରେ ଚଳାଚଳ କରିବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରିଛନ୍ତି। ଏହାସହ ବିଧାନସୌଧ ପରିଷରରେ ଥିବା କନକଦାସ ଓ ମହର୍ଷି ବାଲ୍ମିକୀଙ୍କ ପ୍ରତିମୂର୍ତ୍ତିରେ ଫୁଲମାଳ ଦେଇଛନ୍ତି। ଏହାପରେ ବେଙ୍ଗଳୁରୁର କାମ୍ପେଗୌଡ଼ା ବିମାନବନ୍ଦରର ଟର୍ମିନାଲ୍-୨ର ଲୋକାର୍ପଣ କରିଛନ୍ତି। ପରେପରେ ବିମାନବନ୍ଦର ପରିସରରେ ୧୦୮ ଫୁଟର ନାଦାପ୍ରଭୁ କାମ୍ପେଗୌଡ଼ାଙ୍କ ପ୍ରତିମୂର୍ତ୍ତିର ଉନ୍ମୋଚନ କରିଛନ୍ତି। ପରେ ତାମିଲନାଡୁ ଗସ୍ତ କରିଛନ୍ତି। ବାରମ୍ବାର ପ୍ରଚେଷ୍ଟା ସତ୍ତ୍ୱେ ତାମିଲନାଡୁ ନିର୍ବାଚନରେ ଖାତା ଖୋଲି ପାରୁନଥିବାରୁ ମୋଦିଙ୍କ ଗସ୍ତ କିଛି ଗୁରୁତ୍ୱ ରଖୁଛି।

ଆସନ୍ତାକାଲି ଆନ୍ଧ୍ରପ୍ରଦେଶର ବିଶାଖାପଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୦, ୫୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ। ସେହିପରି ଅପରାହ୍ନରେ ତେଲେଙ୍ଗାନାର ରାମଗୁଣ୍ଡମଠାରେ ୯୫୦୦ କୋଟି ଟଙ୍କାର ଏକାଧିକ ପ୍ରକଳ୍ପଶିଳାନ୍ୟାସ କରିବେ। ସେପଟେ ମୋଦିଙ୍କ ଆଗମନ ଦେଖି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଦିଲ୍ଲୀରେ ବିଜେପିର ବିକଳ୍ପ ଖୋଜିବା ଲକ୍ଷ୍ୟରେ ରାଜ୍ୟ ରାଜ୍ୟ ବୁଲୁଛନ୍ତି। ସମଭାବାପନ୍ନ ଦଳଗୁଡ଼ିକୁ ନେଇ ମେଣ୍ଟ କରିବା ସପକ୍ଷରେ କେସିଆର ମତ ରଖି ଆସିଛନ୍ତି। ନିଟ୍ ପରୀକ୍ଷା ବିଲକୁ ନେଇ ତାମିଲନାଡୁ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ତିକ୍ତତା ଲାଗି ରହିଛି। ସେପଟେ ରାଜ୍ୟପାଳଙ୍କ ସହ କେରଳ, ତାମିଲନାଡୁ ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀମାନଙ୍କର ପଡୁ ନାହିଁ। ତିନିଟି ରାଜ୍ୟରେ ରାଜ୍ୟପାଳ କେନ୍ଦ୍ର ସରକାରଙ୍କ ହାତରେ କଣ୍ଢେଇ ଭଳି ନାଚୁଛନ୍ତି ବୋଲି ଅଭିଯୋଗ ହୋଇ ଆସୁଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story