୪ ବର୍ଷର ଛୁଆକୁ ଟାଣି ନେଲେ ୫ କୁକୁର

ଭୋପାଲ: ବୁଲା କୁକୁର କବଳରେ କୁନି ଛୁଆ। ୪ ବର୍ଷର ଛୁଆକୁ ଟାଣି ନେଲେ ୫ କୁକୁର। ରାସ୍ତା ଉପରେ ଏକୁଟିଆ ପାଇ ଛୁଆଟିକୁ ଘେରିଗଲେ ଆଉ ତାକୁ ତଳେ ପାକାଇ ଝୁଣିଗଲେ କୁକୁର। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଭୋପାଲରେ। ଯାହାର ପୂରା ଚିତ୍ର ସିସିଟିଭିରେ କଏଦ୍ ହୋଇଛି। ବୁଲା କୁକୁରଙ୍କ କବଳରୁ ଏକ ନିଶ୍ଚିତ ମୃତ୍ୟୁରୁ ବଞ୍ଚିଗଲା କୁନି ଝିଅ। ମଧ୍ୟପ୍ରଦେଶ ଭୋପାଳରେ ଗୋଟିଏ ୪ ବର୍ଷର ଝିଅ […]

Girl dragged-by dogs

Girl dragged-by dogs

Madhupriya Mistry
  • Published: Sunday, 02 January 2022
  • Updated: 02 January 2022, 02:11 PM IST

Sports

Latest News

ଭୋପାଲ: ବୁଲା କୁକୁର କବଳରେ କୁନି ଛୁଆ। ୪ ବର୍ଷର ଛୁଆକୁ ଟାଣି ନେଲେ ୫ କୁକୁର। ରାସ୍ତା ଉପରେ ଏକୁଟିଆ ପାଇ ଛୁଆଟିକୁ ଘେରିଗଲେ ଆଉ ତାକୁ ତଳେ ପାକାଇ ଝୁଣିଗଲେ କୁକୁର। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଭୋପାଲରେ। ଯାହାର ପୂରା ଚିତ୍ର ସିସିଟିଭିରେ କଏଦ୍ ହୋଇଛି।

ବୁଲା କୁକୁରଙ୍କ କବଳରୁ ଏକ ନିଶ୍ଚିତ ମୃତ୍ୟୁରୁ ବଞ୍ଚିଗଲା କୁନି ଝିଅ। ମଧ୍ୟପ୍ରଦେଶ ଭୋପାଳରେ ଗୋଟିଏ ୪ ବର୍ଷର ଝିଅ ଦୌଡ଼ି ଦୌଡି ଘରକୁ ଯାଉଥିବା ବେଳେ ହଠାତ୍‌ ୫ଟି ବୁଲା କୁକୁର କୁନି ଝିଅଟିକୁ ଚାରିପଟୁ ଘେରିଯାଇଥିଲେ। ପିଲାଟି ଜୀବନ ବିକଳରେ ପଳାଇବାକୁ ଚେଷ୍ଟା କରୁଥିବା ବେଳେ କୁକୁର ଗୁଡିକ ତାର ଡ୍ରେସ୍‌କୁ କାମୁଡିବାରୁ ଝିଅଟି ତଳେ ପଡିଯାଇଥିଲା। ଏହାପରେ କୁକୁର ଗୁଡିକ ତା'ର ମୁହଁ, ମୁଣ୍ଡ, ଗୋଡ, ହାତକୁ କାମୁଡ଼ି ଚାଲିଥିଲେ। ଯେତେ ଚିତ୍କାର କଲେ ମଧ୍ୟ ଛାଡିନଥିଲେ।

କିଛି ସମୟ କାମୁଡ଼ା କାମୁଡ଼ି କରିବା ପରେ ରାସ୍ତାରେ ଯାଉଥିବା ଜଣେ ବ୍ୟକ୍ତି ଏହା ଦେଖି ବୁଲା କୁକୁରଙ୍କୁ ଟେକା ପଥର ମାଡ଼ କରିଥିଲେ। ଶେଷରେ କୁକୁର ଗୁଡିକ ସେଠାରୁ ଦୌଡି ଚାଲିଯାଇଥିଲେ। କିନ୍ତୁ ୪ ବର୍ଷର ନିଷ୍ପାପ କୁନି ଝିଅଟି ସେତେବେଳକୁ ଗୁରୁତର ହୋଇସାରିଥିଲା। ତା'ର ବିଭିନ୍ନ ଜାଗାରେ କ୍ଷତ ଚିହ୍ନ ଥିବାରୁ ମେଡିକାଲରେ ଭର୍ତ୍ତି କରାଯାଇଛି।

ଭୋପାଳର ଅଞ୍ଜଳି ବିହାର କଲୋନୀରେ ଘଟିଛି ଏହି ଘଟଣା। କୁକୁର ଗୁଡିକ ଝିଅଟିକୁ କାମୁଡ଼ିବା ବେଳର ପୂରା ଚିତ୍ର ସିସିଟିଭି କ୍ୟାମେରାରେ କଏଦ୍ ହୋଇଛି। କୁକୁର ଗୁଡିକ ଏମିତି ଚାରିପଟୁ ଘେରି କାମୁଡ଼ିଥିଲେ ଯେ, ଯଦି ସେହି ସମୟରେ ବାଟୋଇ ଜଣକ ଆସିନଥାନ୍ତେ, ତେବେ କୁନି ଝିଅଟିର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥାନ୍ତା

https://twitter.com/Anurag_Dwary/status/1477515009181696001?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story