କୋଇଲା ଦୁର୍ନୀତି: ଆଇନ ମନ୍ତ୍ରୀଙ୍କ ଘରେ ସିବିଆଇ ରେଡ୍‌

କୋଲକାତା: ସିବିଆଇ ଜାଲରେ ଆଇନ ମନ୍ତ୍ରୀ। କୋଇଲା ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗ ମମତା ସରକାରର ଆଇନ ମନ୍ତ୍ରୀ ମଳୟ ଘଟକଙ୍କ ଛଅଟି ଠକଣାରେ ସିବିଆଇ ରେଡ୍‌ କରିଛି। ଆଜି ସକାଳୁ ତାଙ୍କ ଘରେ ସିବିଇ ଚଢ଼ାଉ ଜାରି ରଖିଛି। କେନ୍ଦ୍ରୀୟ ସୁରକ୍ଷା ବାହିନୀର କର୍ମଚାରୀମାନେ ମଳୟ ଘଟକଙ୍କ ଘରକୁ ଚାରିପଟୁ ଘେରି ରହିଛନ୍ତି। ସିବିଆଇ କୋଲକାତା ଏବଂ ଆସାନସୋଲ ସମେତ ପ୍ରାୟ ୬ଟି ସ୍ଥାନରେ ରେଡ୍‌ କରିଛି। ଏଥିରେ ମଳୟ ଘଟକଙ୍କ ଭାଇ  ଅଭିଜିତ ଘଟକଙ୍କ ଠିକଣା […]

mamta-s-law-minister

mamta-s-law-minister

Madhupriya Mistry
  • Published: Wednesday, 07 September 2022
  • Updated: 07 September 2022, 11:28 AM IST

Sports

Latest News

କୋଲକାତା: ସିବିଆଇ ଜାଲରେ ଆଇନ ମନ୍ତ୍ରୀ। କୋଇଲା ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗ ମମତା ସରକାରର ଆଇନ ମନ୍ତ୍ରୀ ମଳୟ ଘଟକଙ୍କ ଛଅଟି ଠକଣାରେ ସିବିଆଇ ରେଡ୍‌ କରିଛି। ଆଜି ସକାଳୁ ତାଙ୍କ ଘରେ ସିବିଇ ଚଢ଼ାଉ ଜାରି ରଖିଛି।

କେନ୍ଦ୍ରୀୟ ସୁରକ୍ଷା ବାହିନୀର କର୍ମଚାରୀମାନେ ମଳୟ ଘଟକଙ୍କ ଘରକୁ ଚାରିପଟୁ ଘେରି ରହିଛନ୍ତି। ସିବିଆଇ କୋଲକାତା ଏବଂ ଆସାନସୋଲ ସମେତ ପ୍ରାୟ ୬ଟି ସ୍ଥାନରେ ରେଡ୍‌ କରିଛି। ଏଥିରେ ମଳୟ ଘଟକଙ୍କ ଭାଇ  ଅଭିଜିତ ଘଟକଙ୍କ ଠିକଣା ମଧ୍ୟ ସାମିଲ ଅଛି। ପୂର୍ବରୁ କୋଇଲା ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ମଳୟ ଘଟକଙ୍କୁ ପଚରାଉଚରା କରିସାରିଛି।  ମଳୟ ଘଟକ ଆସାନସୋଲ ଉତ୍ତର ଆସନରୁ ବିଧାୟକ ଅଛନ୍ତି।

ଏହି ଦୁଇ ତଦନ୍ତ ସଂସ୍ଥା କୋଇଲା ଦୁର୍ନୀତି ମାମଲାରେ ମଳୟଙ୍କ ସମ୍ପୃକ୍ତି ଅଛି ନା ନାହିଁ ସେ ନେଇ ଯାଞ୍ଚ ଚଲାଇଛନ୍ତି। ଇଡି ଏହି ମାମଲାରେ ମନି ଲଣ୍ଡରିଂ ଓ ସିବିଆଇ ଅପରାଧିକ ଆଧାରରେ ଯାଞ୍ଚ କରୁଛି। ଏହି ଦୁର୍ନୀତିରେ ମଳୟଙ୍କ ସାମିଲ ନେଇ ପ୍ରମାଣ ଥିବା ସିବିଆଇ କହିଛି।

ଆସୋନସୋଲ ନିକଟ କୁନୁସ୍ତୋରିଆ ଓ କଜୋରା ଅଞ୍ଚଳର ଇଷ୍ଟର୍ଣ୍ଣ କୋଲ୍ଡଫିଲ୍ଡ ଲିଜ୍‌ ଖଣିରୁ ବେଆଇନ ଭାବେ କୋଇଲା ଖନନ କରାଯାଇଥିବା ଅଭିଯୋଗ ରହିଛି। ଏକ ରାକେଟ୍‌ ବହୁ ବର୍ଷ ଧରି ବେଆଇନ ଭାବେ ଖନନ କରାଯାଇଥିବା କୋଇଲାକୁ କଳା ବଜାରରେ ବିକ୍ରି କରାଯାଇଥିବା ଅଭିଯୋଗ ରହିଛି। ଏହି ମାମଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଅଭିଷେକ ବାନାର୍ଜୀ ଏବଂ ତାଙ୍କ ପତ୍ନୀ ରୁଜିରା ବାନାର୍ଜୀଙ୍କୁ ମଧ୍ୟ ପଚରାଉଚରା କରିସାରିଛି। ଟିଏମସି ସାଂସଦ ଅଭିଷେକ ବାନାର୍ଜୀ ଏହି ବେଆଇନ ବ୍ୟବସାୟରୁ ମିଳିଥିବା ଲାଭର ହିତାଧିକାରୀ ବୋଲି ଇଡି ଦାବି କରିଛି। ତେବେ ବାନାର୍ଜୀ ଏହି ସବୁ ଅଭିଯୋଗକୁ ଖଣ୍ଡନ କରିସାରିଛନ୍ତି।

https://twitter.com/ANI/status/1567359990377369601?s=20&t=WQvWM6EH0iQ-I7wTiOgEcw

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story