ମହଙ୍ଗା ହେବ ବିମାନ ଯାତ୍ରା ! କଟକଣା ହଟାଇଦେଲେ ସରକାର

ନୂଆଦିଲ୍ଲୀ: ମହଙ୍ଗା ହେବ ବିମାନ ଯାତ୍ରା। ବଢ଼ିପାରେ ବିମାନ ଭଡ଼ା। କାରଣ ବିମାନ କମ୍ପାନୀ ଗୁଡ଼ିକୁ ସ୍ୱାଧୀନ ଭାବେ ଭଡ଼ା ଧାର୍ଯ୍ୟ ପାଇଁ କେନ୍ଦ୍ର ସରକାର ଗ୍ରୀନ ସିଗନାଲ ଦେଇଛନ୍ତି। ଆସନ୍ତା ଅଗଷ୍ଟ ୩୧ରୁ ବିମାନ କମ୍ପାନୀ ଗୁଡ଼ିକ ମୁକ୍ତ ଭାବେ ଭଡ଼ା ଧାର୍ଯ୍ୟ ପାଇଁ ସରକାର ଜଣାଇଦେଇଛନ୍ତି। ପୂର୍ବରୁ କରୋନା ମହାମାରୀ ଯୋଗୁ ଦେଶ ଭିତରେ ଚଳାଚଳ କରୁଥିବା ବିମାନଗୁଡ଼ିକର ଟିକଟର ସର୍ବନିମ୍ନ ଓ ସର୍ବାଧିକ ମୂଲ୍ୟ ଧାର୍ଯ୍ୟ କରାଯାଇଥିଳା। ଏବେ ଏହି କଟଣାକୁ ହଟାଇ […]

Indigo flight

Indigo flight

Tapas Behera
  • Published: Wednesday, 10 August 2022
  • Updated: 10 August 2022, 05:42 PM IST

ନୂଆଦିଲ୍ଲୀ: ମହଙ୍ଗା ହେବ ବିମାନ ଯାତ୍ରା। ବଢ଼ିପାରେ ବିମାନ ଭଡ଼ା। କାରଣ ବିମାନ କମ୍ପାନୀ ଗୁଡ଼ିକୁ ସ୍ୱାଧୀନ ଭାବେ ଭଡ଼ା ଧାର୍ଯ୍ୟ ପାଇଁ କେନ୍ଦ୍ର ସରକାର ଗ୍ରୀନ ସିଗନାଲ ଦେଇଛନ୍ତି। ଆସନ୍ତା ଅଗଷ୍ଟ ୩୧ରୁ ବିମାନ କମ୍ପାନୀ ଗୁଡ଼ିକ ମୁକ୍ତ ଭାବେ ଭଡ଼ା ଧାର୍ଯ୍ୟ ପାଇଁ ସରକାର ଜଣାଇଦେଇଛନ୍ତି। ପୂର୍ବରୁ କରୋନା ମହାମାରୀ ଯୋଗୁ ଦେଶ ଭିତରେ ଚଳାଚଳ କରୁଥିବା ବିମାନଗୁଡ଼ିକର ଟିକଟର ସର୍ବନିମ୍ନ ଓ ସର୍ବାଧିକ ମୂଲ୍ୟ ଧାର୍ଯ୍ୟ କରାଯାଇଥିଳା। ଏବେ ଏହି କଟଣାକୁ ହଟାଇ ଦେଇଛନ୍ତି କେନ୍ଦ୍ର ସରକାର।  ଏନେଇ ବେସାମରିକ ବିମାନଚଳାଚଳ ମନ୍ତ୍ରୀ  ଜ୍ୟୋତିରାଦିତ୍ୟ ସିନ୍ଧ୍ୟା ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି।

ସେ ଲେଖିଛନ୍ତି ଯେ, ଏୟାର ଟର୍ବାଇନ୍‌ ଫ୍ୟୁଏଲ ପ୍ରାଇସ ବୃଦ୍ଧି ଯୋଗୁ ବିମାନ କମ୍ପାନୀ ଗୁଡ଼ିକ ବହୁ ପରିମାଣରେ କ୍ଷତି ସହୁଛନ୍ତି। ସେମାନଙ୍କ ଦାବିକୁ ଅତି ସାବଧାନତାର ସହ ଅନୁଧ୍ୟାନ କରିବା ପରେ ଟିକଟ ମୂଲ୍ୟ କଟକଣା ସରକାର ହଟାଇ ଦେବାକୁ ନିଷ୍ପତ୍ତି ହୋଇଛି। ସୂଚନା ଅନୁଯାୟୀ, କରୋନା ମହାମାରୀ ବ୍ୟାପିବା ପରେ ଗତବର୍ଷ ମେ’ ୨୫ ଠାରୁ ଦେଶ ଭିତରେ ଚଳାଚଳ କରୁଥିବା ବିମାନଗୁଡ଼ିକର ଟିକଟର ସର୍ବନିମ୍ନ ଓ ସର୍ବାଧିକ ମୂଲ୍ୟ ଧାର୍ଯ୍ୟ କରାଯାଇ ଥିଲା। କିନ୍ତୁ, ଆନ୍ତର୍ଜାତିକ ବିମାନ ଲାଗି ସେଭଳି କିଛି ନିର୍ଦେଶ ଜାରି କରାଯାଇ ନଥିଲା ।

ଅନ୍ୟପକ୍ଷରେ ଆଭିଏସନ ଟର୍ବାଇନ ଫ୍ୟୁଏଲ (ଏଟିଏଫ) ର ମୂଲ୍ୟ ବୃଦ୍ଧି ଓ ଟଙ୍କାର ମୂଲ୍ୟ ହ୍ରାସ ଯୋଗୁ ଏହାର ପ୍ରଭାବ ବିମାନ କମ୍ପାନୀ ଗୁଡ଼ିକ ଉପରେ ପଡ଼ିଛି।  ଆଭିଏସନ ଟର୍ବାଇନ ଫ୍ୟୁଏଲ (ଏଟିଏଫ) ର ମୂଲ୍ୟ ବୃଦ୍ଧି ଓ ଟଙ୍କାର ମୂଲ୍ୟ ହ୍ରାସ ଯୋଗୁ ଦେଶରେ ବିମାନ ଭଡ଼ା ମହଙ୍ଗା ହେବ । ଜୁନ ୨୦୨୧ ପରେ ଏପର୍ଯ୍ୟନ୍ତ ଇନ୍ଧନ ମୂଲ୍ୟରେ ଯଥେଷ୍ଟ ଅଧିକ ଅଧିକ ବୃଦ୍ଧି ହେଲାଣି।  ଏଭିଏସନ ଟର୍ବାଇନ ଫ୍ୟୁଏଲ ମୂଲ୍ୟ ପ୍ରତିମାସର ପହିଲା ଓ ୧୬ ତାରିଖରେ ସଂଶୋଧିତ ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story