ବ୍ରାହ୍ମଣଙ୍କୁ ଅପଶବ୍ଦ କହିଲେ ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ

ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହିନ୍ଦୁସ୍ତାନର ଆୱାମ ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜିତନ ରାମ ମାଞ୍ଝି ପୁଣି ଥରେ ବିବାଦରେ ଛନ୍ଦି ହୋଇଛନ୍ତି। ମାଞ୍ଝି କ୍ରମାଗତ ଭାବରେ ନିଜ ବିବାଦୀୟ ବାୟନ ଦେବା ପାଇଁ ଜଣାଶୁଣା ଏବଂ ବର୍ତ୍ତମାନ ସେ ଏକ ନୂଆ ବିବାଦ ସୃଷ୍ଟି କରିଛନ୍ତି। ଏକ କାର୍ଯ୍ୟକ୍ରମରେ ପଣ୍ଡିତମାନଙ୍କ ପାଇଁ ଜିତନ୍ ରାମ ମାଞ୍ଝି ଅପମାନଜନକ ଶବ୍ଦ ବ୍ୟବହାର କରିଛନ୍ତି ଚର୍ଚ୍ଚାକୁ ଆସିଛନ୍ତି। ପ୍ରକୃତରେ ଶନିବାର ଦିନ ପାଟନାରେ ଭୁୟାଁ ମୁସହର ସମ୍ମିଳନୀ […]

jitan-ram-manjhi

jitan-ram-manjhi

Madhupriya Mistry
  • Published: Sunday, 19 December 2021
  • Updated: 19 December 2021, 01:03 PM IST

Sports

Latest News

ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହିନ୍ଦୁସ୍ତାନର ଆୱାମ ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜିତନ ରାମ ମାଞ୍ଝି ପୁଣି ଥରେ ବିବାଦରେ ଛନ୍ଦି ହୋଇଛନ୍ତି। ମାଞ୍ଝି କ୍ରମାଗତ ଭାବରେ ନିଜ ବିବାଦୀୟ ବାୟନ ଦେବା ପାଇଁ ଜଣାଶୁଣା ଏବଂ ବର୍ତ୍ତମାନ ସେ ଏକ ନୂଆ ବିବାଦ ସୃଷ୍ଟି କରିଛନ୍ତି। ଏକ କାର୍ଯ୍ୟକ୍ରମରେ ପଣ୍ଡିତମାନଙ୍କ ପାଇଁ ଜିତନ୍ ରାମ ମାଞ୍ଝି ଅପମାନଜନକ ଶବ୍ଦ ବ୍ୟବହାର କରିଛନ୍ତି ଚର୍ଚ୍ଚାକୁ ଆସିଛନ୍ତି।

ପ୍ରକୃତରେ ଶନିବାର ଦିନ ପାଟନାରେ ଭୁୟାଁ ମୁସହର ସମ୍ମିଳନୀ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜିତନ ରାମ ମାଞ୍ଝି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏଠାରେ ମାଞ୍ଝି  ଭାଷଣ ଦେବା ସମୟରେ ଅପମାନଜନକ ଶବ୍ଦ ବ୍ୟବହାର କରିଥିଲେ। ଧର୍ମ ନାଁରେ କରାଯାଉଥିବା ରାଜନୀତି ପ୍ରସଙ୍ଗ ଉଠାଇଥିଲେ ମାଞ୍ଝି। ଏହି ସମୟସେ ପଣ୍ଡିତମାନଙ୍କ ପାଇଁ ଅପଶବ୍ଦ ବ୍ୟବହାର କରିଥିଲେ।

ଏହି କାର୍ଯ୍ୟକ୍ରମରେ ହାମ୍‌'ର ରାଷ୍ଟ୍ରୀୟ ଅଧ୍ୟକ୍ଷ କହିଥିଲେ, 'ଆଜିକାଲି ଗରିବ ଶ୍ରେଣୀର ଲୋକଙ୍କ ମଧ୍ୟରେ ଧର୍ମ ପ୍ରତି ଭକ୍ତି ଅଧିକ ଆସୁଛି। ପ୍ରଭୁ ସତ୍ୟନାରାୟଣଙ୍କ ପୂଜା ବିଷୟରେ ଆମେ ଜାଣି ନ ଥିଲୁ। ବର୍ତ୍ତମାନ ପ୍ରତ୍ୟେକ ଘରେ ସତ୍ୟନାରାୟଣ ଭଗବାନଙ୍କ ପୂଜା କରନ୍ତି। ପାଣ୍ଡିତମାନେ ଲାଜ ନକରି ଆସନ୍ତି ଏବଂ କୁହନ୍ତୁ ଯେ ଆପଣଙ୍କ ଘରେ କିଛି ଖାଇବେ ନାହିଁ ... କେବଳ କିଛି ନଗଦ ଟଙ୍କା ଦିଅନ୍ତୁ।'

ମାଞ୍ଝିଙ୍କ ଏଭଳି ବୟାନକୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି। ତାଙ୍କ ସପକ୍ଷରେ ଏବେ ତାଙ୍କରି ହିଁ ଦଳର ପ୍ରବକ୍ତା ଦିନେଶ ରିଜୱାନ ମଇଦାନକୁ ଓହ୍ଲାଇଛନ୍ତି। ସେ କହିଛନ୍ତି, ମାଞ୍ଝିଙ୍କ ବୟାନକୁ ଅଯଥାରେ ଭୁଲ୍‌ ରୂପେ ଦର୍ଶାଯାଉଛି। ସବୁ ସମ୍ପ୍ରଦାୟର ଲୋକଙ୍କୁ ସେ ସମ୍ମାନ କରନ୍ତି।

ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ 'କିଛି ଲୋକ ବ୍ରାହ୍ମଣ ଭାଇମାନଙ୍କୁ ନିଜ ଘରକୁ ନିମନ୍ତ୍ରଣ କରନ୍ତି କିନ୍ତୁ ସେହି ବ୍ରାହ୍ମଣମାନେ ଗିରବ ଘରେ ଖାଦ୍ୟ ଖାଆନ୍ତି ନାହିଁ। କିନ୍ତୁ ତଥାପି ସେମାନଙ୍କୁ ଟଙ୍କା ଦିଆଯାଏ | ମାଞ୍ଝି ଏପରି ଟଙ୍କା ହଡପ କରୁଥିବା ଲୋକମାନଙ୍କୁ ବିରୋଧ କରିଛନ୍ତି।'

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story