ଉଦ୍ଧବ ଠାକରେଙ୍କୁ ଜବାବ ଦେଲେ ଦେବେନ୍ଦ୍ର ଫଡ଼ନାଭିସ: କହିଲେ- ତୁମର ଜନ୍ମ ହୋଇ ନଥିଲା  

ମୁମ୍ବାଇ: ଭାରତୀୟ ଜନତା ପାର୍ଟିର ପୂର୍ବତନ ସହଯୋଗୀ ଉଦ୍ଧବ ଠାକରେ ରାଜନୀତି ପାଇଁ ହିନ୍ଦୁତ୍ୱକୁ ବ୍ୟବହାର କରାଯାଉଥିବା ଦେଇଥିବା ବୟାନକୁ ନେଇ ବିଜେପି କାଉଣ୍ଟର ଆଟାକ କରିଛି। ଏହି ପ୍ରସଙ୍ଗରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡ଼ନାଭିସ୍‌  ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ କଡ଼ା ଜବାବ ଦେଇଛନ୍ତି। ଫଡ଼ନାଭିସ୍‌ କହିଛନ୍ତି ଯେ, ମୁମ୍ବାଇ ନଗର ସଙ୍ଗଠନରେ(ସିଭିକ ବଡି)ବିଜେପି ସଦସ୍ୟ ଥିବା ସମୟରେ ଶିବସେନାର ଜନ୍ମ ହୋଇ ନଥିଲା। କେବଳ […]

devendra-fadnavis-1

devendra-fadnavis-1

Tapas Behera
  • Published: Monday, 24 January 2022
  • Updated: 24 January 2022, 04:24 PM IST

ମୁମ୍ବାଇ: ଭାରତୀୟ ଜନତା ପାର୍ଟିର ପୂର୍ବତନ ସହଯୋଗୀ ଉଦ୍ଧବ ଠାକରେ ରାଜନୀତି ପାଇଁ ହିନ୍ଦୁତ୍ୱକୁ ବ୍ୟବହାର କରାଯାଉଥିବା ଦେଇଥିବା ବୟାନକୁ ନେଇ ବିଜେପି କାଉଣ୍ଟର ଆଟାକ କରିଛି। ଏହି ପ୍ରସଙ୍ଗରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡ଼ନାଭିସ୍‌  ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ କଡ଼ା ଜବାବ ଦେଇଛନ୍ତି। ଫଡ଼ନାଭିସ୍‌ କହିଛନ୍ତି ଯେ, ମୁମ୍ବାଇ ନଗର ସଙ୍ଗଠନରେ(ସିଭିକ ବଡି)ବିଜେପି ସଦସ୍ୟ ଥିବା ସମୟରେ ଶିବସେନାର ଜନ୍ମ ହୋଇ ନଥିଲା। କେବଳ ସେତିକି ନୁହଁ ୧୯୮୪ ଲୋକସଭା ନିର୍ବାଚନରେ ବିଜେପି ଦଳୀୟ ଚିହ୍ନରେ ଶିବସେନାର ଆଶାୟୀମାନେ ନିର୍ବାଚନ ଲଢ଼ିଥିଲେ। ରବିବାର ଶିବସେନାର ଏକ କାର୍ଯ୍ୟକ୍ରମରେ ସମ୍ବୋଧିତ କରି  ଉଦ୍ଧବ କହିଥିଲେ ଯେ, ବିଜେପି ସହ ସହଯୋଗୀ ହୋଇ ୨୫ ବର୍ଷ ବରବାଦ ହୋଇଗଗଲା ।  ସେ କହିଥିଲେ ଯେ, ଶିବସେନା ବିଜେପି ସହ ମେଣ୍ଟ କରିଥିଲା।

ହେଲେ ସେମାନେ ହିନ୍ଦୁତ୍ୱ ପାଇଁ ସତ୍ତା ଚାହୁଁଥିଲେ। କ୍ଷମତା ପାଇଁ  ଶିବସେନା କେବେ ହିନ୍ଦୁତ୍ୱକୁ ବ୍ୟବହାର କରିନାହିଁ ବୋଲି ଉଦ୍ଧବ କହିଥିଲେ। । ଶିବସେନା ବିଜେପି ହାତ ଛାଡ଼ିଛି।କାହିଁକିନା ଦଳରେ ହିନ୍ଦୁତ୍ୱ ନାହିଁ। ମୋ ମତରେ ବିଜେପି ପାଇଁ ହିନ୍ଦୁତ୍ୱ କେବଳ କ୍ଷମତା ପାଇଁ ଉଦ୍ଦିଷ୍ଟ। ତେବେ ଦେବେନ୍ଦ୍ର ଫଡ଼ନାଭିସ୍ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଯେଉଁପ୍ରକାର ଭାଷଣ ଦେଉଛନ୍ତି  ମତେ ଲାଗୁଛି ନିକଟରେ ହୋଇଥିବା  ନଗର ପଞ୍ଚାୟତ ଏବଂ ଲୋକାଲ ବଡି ନିର୍ବାଚନରେ ଦଳ ଚତୁର୍ଥ ନମ୍ବରକୁ ଆସିବା ପରେ ଏହା ତାଙ୍କର ହିତାଶାର ପ୍ରତିଫଳନ। ଦେବେନ୍ଦ୍ର ପ୍ରଶ୍ନ କରିଛନ୍ତି ଯେ, ରାମଜନ୍ମଭୂମି ଆନ୍ଦୋଳନରେ ଆପଣ କେଉଁଠିଥିଲେ।

ସେଠାରେ ଗୁଳି ଏବଂ ଲାଠି ଖାଇବା ବେଳେ ଆମେ ଥିଲୁ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ରାମ ମନ୍ଦିର ନିର୍ମାଣ ହେଉଛି।  ସେ ଆହୁରି କହିଛନ୍ତି ଯେ, ଶିବସେନାର ହିନ୍ଦୁତ୍ୱ କେବଳ ଘୋଷଣାରେ ସୀମିତ। କାଗଜ କଲମରେ ସେମାନେ ହିନ୍ଦୁତ୍ୱ। ଆଜି ପର୍ଯ୍ୟନ୍ତ ଔରଙ୍ଗାରବାଦର ନାମ ପରିବର୍ତ୍ତନ କରିପାରିଲେନି। ବିଜେପି ଆହ୍ଲାବାଦର ନାମ ପ୍ରୟାଗରାଜ କରି ଦେଖାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story