ପାଣି ମାତ୍ର ଆଣ୍ଠୁଏ, କିନ୍ତୁ ନାଉ ହୋଇ ଡଙ୍ଗାକୁ ଗଲେ ବିଜେପି ବିଧାୟକ, ଦେଖନ୍ତୁ ଭିଡିଓ

ଗୌହାଟୀ: ବନ୍ୟା ସ୍ଥିତିର ସମୀକ୍ଷା କରିବାକୁ ଯାଇଥିବା ଆସାମ ବିଜେପି ବିଧାୟକଙ୍କ ଗୋଟିଏ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ବିଧାୟକ ସିବୁ ମିସ୍ରା ଉଦ୍ଧାରକାରୀ ଟିମ୍‌ର ଜଣେ ଯବାନଙ୍କ କାନ୍ଧରେ ନାଉ ହୋଇ ଡଙ୍ଗାକୁ ଯାଉଥିବା ବେଳର ଦୃଶ୍ୟ ରହିଛି। ଡଙ୍ଗା ରହିଥିବା ସ୍ଥାନରେ ଆଣ୍ଠୁଏରୁ ମଧ୍ୟ କମ ପାଣି ରହି ରହିଥିଲା। ତଥାପି ଏହି ପାଣିରେ ବିଧାୟକ ଚାଲିକି ଯିବା ପରିବର୍ତ୍ତେ ଜଣେ ଯବାନଙ୍କ କାନ୍ଧରେ ନାଉ ହୋଇ […]

MLA

MLA

Hemant Lenka
  • Published: Thursday, 19 May 2022
  • Updated: 19 May 2022, 06:55 PM IST

Sports

Latest News

ଗୌହାଟୀ: ବନ୍ୟା ସ୍ଥିତିର ସମୀକ୍ଷା କରିବାକୁ ଯାଇଥିବା ଆସାମ ବିଜେପି ବିଧାୟକଙ୍କ ଗୋଟିଏ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ବିଧାୟକ ସିବୁ ମିସ୍ରା ଉଦ୍ଧାରକାରୀ ଟିମ୍‌ର ଜଣେ ଯବାନଙ୍କ କାନ୍ଧରେ ନାଉ ହୋଇ ଡଙ୍ଗାକୁ ଯାଉଥିବା ବେଳର ଦୃଶ୍ୟ ରହିଛି। ଡଙ୍ଗା ରହିଥିବା ସ୍ଥାନରେ ଆଣ୍ଠୁଏରୁ ମଧ୍ୟ କମ ପାଣି ରହି ରହିଥିଲା। ତଥାପି ଏହି ପାଣିରେ ବିଧାୟକ ଚାଲିକି ଯିବା ପରିବର୍ତ୍ତେ ଜଣେ ଯବାନଙ୍କ କାନ୍ଧରେ ନାଉ ହୋଇ ଯାଇଥିଲେ।

ବନ୍ୟା ବିପର୍ଯ୍ୟୟ ସୃଷ୍ଟି କରିଥିବା ବେଳେ ବିଧାୟକଙ୍କ ଏପରି ଆଚରଣକୁ ସୋଶାଲ ମିଡିଆରେ ଲୋକମାନେ ତୀବ୍ର ସମାଲୋଚନା କରିଛନ୍ତି। ଆସାମର ପ୍ରାୟ ୨୭ଟି ଜିଲ୍ଲା ବନ୍ୟା ସୃଷ୍ଟି ହୋଇଛି। ଏଥିରେ ୬.୬ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳଳେ ୯ ଜଣଙ୍କ ଜୀବନ ଗଲାଣି। ଏସବୁ ଭିତରେ ବିଧାୟକ ସିବୁ ମିସ୍ରା ବନ୍ୟା ସ୍ଥିତିର ସମୀକ୍ଷା କରିବା ପାଇଁ ହୋଜାଇ ଜିଲ୍ଲାରେ ପହଞ୍ଚିଥିଲେ। ହେଲେ ଆଣ୍ଠୁଏ ପାଣିରେ ସେ ନ ଚାଲି ଡଙ୍ଗା ନିକଟକୁ ନାଉ ହୋଇ ଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ବନ୍ୟା ଯୋଗୁ ଆସାମର ହୋଜେଇ ସହ ଚାଚର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଉଭୟ ଜିଲ୍ଲାରୁ ପ୍ରାୟ ୨ ଲକ୍ଷ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ସେନା ଠାରୁ ଆରମ୍ଭ କରି ଏନଡିଆରଏଫ ଟିମ୍‌ ଜଳବନ୍ଦୀ ହୋଇ ରହିଥିବା ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ଲାଗିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story