ସଂସଦରେ ପହଞ୍ଚିଲା ସାଂସଦଙ୍କ ବିବାହ ବିବାଦ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ସାଂସଦ ନୁସରତ ଜାହାଁଙ୍କ ଘର କଳି ଏବେ ଦାଣ୍ଡରେ ପଡି ହାଟରେ ଗଡିଲାଣି। ଗତ କିଛି ଦିନ ଧରି ଚର୍ଚ୍ଚାରେ ଥିବା ଏହି ସାଂସଦଙ୍କ ବିବାହ ବିବାଦ ଏବେ ସଂସଦ ଯାଇ ପହଞ୍ଚିଲାଣି। ଏପରିକି ନୁସରତଙ୍କ ସଦସ୍ୟତା ରଦ୍ଦ କରିବା ପାଇଁ ଦାବି ହୋଇଛି। ବିଜେପି ସାଂସଦ ସଂଘମିତ୍ରା ମୌର୍ଯ୍ୟ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଚିଠି ଲେଖି ନୁସରତଙ୍କ ସଦସ୍ୟତା ରଦ୍ଦ କରିବାକୁ ଦାବି ଉଠାଇଛନ୍ତି । ନୁସରତଙ୍କ ଆଚରଣ ସାମାଜିକ […]

nushrat

nushrat

Madhupriya Mistry
  • Published: Tuesday, 22 June 2021
  • Updated: 22 June 2021, 12:14 PM IST

Sports

Latest News

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ସାଂସଦ ନୁସରତ ଜାହାଁଙ୍କ ଘର କଳି ଏବେ ଦାଣ୍ଡରେ ପଡି ହାଟରେ ଗଡିଲାଣି। ଗତ କିଛି ଦିନ ଧରି ଚର୍ଚ୍ଚାରେ ଥିବା ଏହି ସାଂସଦଙ୍କ ବିବାହ ବିବାଦ ଏବେ ସଂସଦ ଯାଇ ପହଞ୍ଚିଲାଣି। ଏପରିକି ନୁସରତଙ୍କ ସଦସ୍ୟତା ରଦ୍ଦ କରିବା ପାଇଁ ଦାବି ହୋଇଛି।

ବିଜେପି ସାଂସଦ ସଂଘମିତ୍ରା ମୌର୍ଯ୍ୟ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଚିଠି ଲେଖି ନୁସରତଙ୍କ ସଦସ୍ୟତା ରଦ୍ଦ କରିବାକୁ ଦାବି ଉଠାଇଛନ୍ତି । ନୁସରତଙ୍କ ଆଚରଣ ସାମାଜିକ ମର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରୁଥିବା ସେ ଅଭିଯୋଗ ଆଣିଛନ୍ତି।

ନୁସ୍‌ରତଙ୍କ ବୈବାହିକ ଜୀବନରେ କିଏ ବି ମୁଣ୍ଡ ପୂରାଇବା ଉଚିତ ନୁହେଁ। କିନ୍ତୁ ନିକଟରେ ନୁସରତ ଯାହା ବୟାନ ଦେଇଛନ୍ତି ତାକୁ ଦେଖିଲେ ଲାଗୁଛି ଯେ, ବିବାହ ସମ୍ପର୍କିତ ସୂଚନା ନେଇ ନୁସରତ ଭୋଟରଙ୍କୁ ଧୋକା ଦେଇଛନ୍ତି। ସେ ଜାଣିଶୁଣି ସଂସନରେ ଭୁଲ୍ ତଥ୍ୟ ଦେଇଛନ୍ତି। ଏହା ସଂସଦର ଗାରିମାରେ କଳଙ୍କ ବୋଳିବା ସହ ସମାନ ବୋଲି ସଂଘମିତ୍ରା ଚିଠିରେ କହିିଛନ୍ତି।

ଏହି ମାମଲାକୁ ସଂସଦର ଏଥିକ୍ସ କମିଟିକୁ ପଠାଇବା ଆବଶ୍ୟକ ବୋଲି ବିଜେପି ସାଂସଦ କହିଛନ୍ତି। ଏଥିସହ ଯଥାଶୀଘ୍ର ଯାଂଚ କରାଯାଇ ନୁସରତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।

ସୂଚନା ମୁତାବକ ନୁସରତ୍ କଥିତ ରୂପେ ୨୦୧୯ରେ ତୁର୍କିର ବ୍ୟବସାୟୀ ନିଖିଲ ଜୈନ୍‌ଙ୍କୁ ବିବାହ କରିଥିଲେ। ସେତେବେଳେ ସେ କୋଲକାତାରେ ନିଜ ବିବାହର ଏକ ରିସେପସନ୍ ମଧ୍ୟ ଆୟୋଜନ କରିଥିଲେ। ଏଥିରେ ବଡ ବଡ କଳାକାରଙ୍କ ଠାରୁ ଆରମ୍ଭ କରି ରାଜନେତାମାନେ ମଧ୍ୟ ସାମିଲ ହୋଇଥିଲେ। ଏବେ କିନ୍ତୁ ନୁସରତ ଏହି ବିବାହକୁ ନେଇ ଭିନ୍ନ ମତ ରଖିଛନ୍ତି।

ତୁର୍କିର ଆଇନ୍ ଅନୁସାରେ ବିବାହ ହୋଇଥିଲା, ଯାହା ଭାରତରେ ବୈଦ୍ଧ ନୁହେଁ ବୋଲି ସେ ଦାବି କରୁଛନ୍ତି। ନିଖିଲ ଏବଂ ତାଙ୍କ ମଧ୍ୟରେ କେବଳ ଲିଭ-ଇନ୍ ରିଲେସନ୍‌ସିପ୍ ସମ୍ପର୍କ ଥିଲା ଏବଂ ଦୁହେଁ ଦୀର୍ଘ ଦିନରୁ ଅଲଗା ହୋଇଯାଇଛନ୍ତି। ତେଣୁ ଛାଡପତ୍ରର ପ୍ରଶ୍ନ ହିଁ ଉଠୁନାହିଁ ବୋଲି ନୁସରତ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story