ଚାର୍ଟାଡ଼ ଫ୍ଲାଇଟ ଉଡ଼ିବା ପ୍ରସଙ୍ଗ: ବିଜେପି ନେତା-ଡେପୁଟି କମିଶନର ଟ୍ୱିଟ୍‌ ୱାର

ରାଞ୍ଚି: ବିଜେପି ଏମପି ନିଶିକାନ୍ତ ଦୁବେ ଏବଂ ଝାରଖଣ୍ଡର ଡେପୁଟି କମିଶନର ମଞ୍ଜୁନାଥ ଭଜନ୍ତ୍ରୀଙ୍କ ମଧ୍ୟରେ ଟ୍ୱିଟ୍‌ ୱାର। ନିଶିକାନ୍ତ ଦୁବେଙ୍କ ସହ ୯ ଜଣଙ୍କ ବିରୋଧରେ ମାମଲାର ଦିନକ ପରେ ତୀବ୍ର ହୋଇଛି ଟ୍ୱିଟ୍‌ ୱାର। ନିୟମ ନଥାଇ ନିଜ ଚାର୍ଟାଡ଼ ଫ୍ଲାଇଟକୁ ଟେକଅଫ ପାଇଁ ଦେଉଘର ବିମାନ ଅଧିକାରୀଙ୍କ ଉପରେ ବିଜେପି ନେତା ଚାପ ପ୍ରୟୋଗ  କରିଥିବା ଅଭିଯୋଗରେ ଡେପୁଟି କମିଶନର କରିଥିବା ଟ୍ୱିଟ୍ ଉପରେ ଜବାବ ରଖିଛନ୍ତି  ନିଶିକାନ୍ତ ଦୁବେ। ବିମାନ ଅଧିକାରୀଙ୍କ […]

nisikant

nisikant

Tapas Behera
  • Published: Saturday, 03 September 2022
  • Updated: 03 September 2022, 05:24 PM IST

Sports

Latest News

ରାଞ୍ଚି: ବିଜେପି ଏମପି ନିଶିକାନ୍ତ ଦୁବେ ଏବଂ ଝାରଖଣ୍ଡର ଡେପୁଟି କମିଶନର ମଞ୍ଜୁନାଥ ଭଜନ୍ତ୍ରୀଙ୍କ ମଧ୍ୟରେ ଟ୍ୱିଟ୍‌ ୱାର। ନିଶିକାନ୍ତ ଦୁବେଙ୍କ ସହ ୯ ଜଣଙ୍କ ବିରୋଧରେ ମାମଲାର ଦିନକ ପରେ ତୀବ୍ର ହୋଇଛି ଟ୍ୱିଟ୍‌ ୱାର। ନିୟମ ନଥାଇ ନିଜ ଚାର୍ଟାଡ଼ ଫ୍ଲାଇଟକୁ ଟେକଅଫ ପାଇଁ ଦେଉଘର ବିମାନ ଅଧିକାରୀଙ୍କ ଉପରେ ବିଜେପି ନେତା ଚାପ ପ୍ରୟୋଗ  କରିଥିବା ଅଭିଯୋଗରେ ଡେପୁଟି କମିଶନର କରିଥିବା ଟ୍ୱିଟ୍ ଉପରେ ଜବାବ ରଖିଛନ୍ତି  ନିଶିକାନ୍ତ ଦୁବେ। ବିମାନ ଅଧିକାରୀଙ୍କ ଉପରେ ଚାପ ପ୍ରୟୋଗ କରି ଜାତୀୟ ସୁରକ୍ଷା ପ୍ରତି  ବିଜେପି ନେତା ବିପଦ ସୃଷ୍ଟି କରିଥିବା ଡେପୁଟି କମିଶନର ମଞ୍ଜୁନାଥ ଭଜନ୍ତ୍ରୀ ଅଭିଯୋଗ ଆଣିଥିବା ବେଳେ ସମ୍ପୃକ୍ତ ଆଇଏଏସ ଅଫିସରଙ୍କୁ ଆଭିଏସନ ନିୟମ ପାଠ ପଢ଼ିବାକୁ କହିଛନ୍ତି ନିଶିକାନ୍ତ। ସୂଚନା ଅନୁଯାୟୀ,  ବିଜେପି ସାଂସଦ ନିଶିକାନ୍ତ ଦୁବେ ଓ ମନୋଜ ତିୱାରୀ ଏବଂ ଅନ୍ୟ ୭ ଜଣଙ୍କ ନାମରେ ଥାନାରେ ଏତଲା ରୁଜୁ ହୋଇଛି।  ଏମାନେ ଝାରଖଣ୍ଡର ଦେଓଗର ବିମାନବନ୍ଦର ଅଧିକାରୀଙ୍କୁ ରାତିରେ ନିଜ ଚାଟାର୍ଡ଼ ଫ୍ଲାଇଟ ଟେକ ଅଫ୍‌ ପାଇଁ ଟ୍ରାଫିକ୍‌ କ୍ଲିଅର କରିବାକୁ ଚାପ ପ୍ରୟୋଗ କରିଥିବା ଅଭିଯୋଗ ହୋଇଛି। ବିମାନବନ୍ଦର ଡିଏସପି ସୁମନ ଆନନଙ୍କ ଅଭିଯୋଗକ୍ରମେ ଏହି ମାମଲା ରୁଜୁ ହୋଇଛି।  ନିଶିକାନ୍ତ ଦୁବେ, ମନୋଜ ତିୱାରୀ ଏବଂ ବିମାନବନ୍ଦର ନିର୍ଦ୍ଦେଶକ ସମେତ ୯ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି। ସମ୍ପୃକ୍ତ ବିଜେପି ନେତା ନିଜ ଜୀବନ ପ୍ରତି ବିପଦ ‌ଏବଂ ଅନ୍ୟମାନଙ୍କ ସୁରକ୍ଷାକୁ ବିପନ୍ନ ପାଇଁ ଉଦ୍ୟମ କରିଥିବା  ଅଭିଯୋଗରେ ଦର୍ଶାଯାଇଛି।

ଅଭିଯୋଗ ଅନୁଯାୟୀ  ଗତ ଅଗଷ୍ଟ ୩୧ ତାରିଖରେ  ଗୋଡା ଲୋକସଭା ସାଂସଦ ନିଶିକାନ୍ତ ଦୁବେ, ତାଙ୍କ ପୁଅ କନିଷ୍କ ଦୁବେ, ମହିକାନ୍ତ ଦୁବେ, ସାଂସଦ ମନୋଜ ତିୱାରୀ, ମୁକେଶ ପଠକ, ଦେବତା ପାଣ୍ଡେ ଏବଂ ପିଣ୍ଟୁ ତିୱାରୀ  ପ୍ରମୁଖ ହାଇ ସିକ୍ୟୁରିଟି ଏୟାର ଟ୍ରାଫିକ ନିୟନ୍ତ୍ରଣ (ଏଟିସି) ଏରିଆକୁ ପ୍ରବେଶ କରିଥିଲେ। ଏମାନେ ବିନା ଅନୁମତିରେ ନିଜକୁ ପ୍ରଭାବଶାଳୀ ପରିଚୟ ଦେଇ ଏୟାର ଟ୍ରାଫିକ ନିୟନ୍ତ୍ରଣରେ ଥିବା ଅଧିକାରୀଙ୍କ ଉପରେ ଚାପ ସୃଷ୍ଟି କରିଥିଲେ। ସେମାନେ ନିଜ ଚଟାର୍ଡ଼ ଫ୍ଲାଇଟ ପାଇଁ ଟ୍ରାଫିକ କ୍ଲିଅର କରିବାକୁ ଏକ ପ୍ରକାର ଧମକ ମଧ୍ୟ ଦେଇଥିଲେ। କିନ୍ତୁ ନୂଆ କରି ତିଆରି ହୋଇଥିବା ଦେଉଘର ବିମାନ ବିନ୍ଦର ରାତ୍ରି ଅପରେଶନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ନଥିଲା

ତଥାପି ଅଧିକାରୀମାନଙ୍କ ଉପରେ ଚାପ ପ୍ରୟୋଗ କରାଯାଇଥିଲା ସେଠାରେ ସୂର୍ଯ୍ୟ ଅସ୍ତର ଅଧ ଘଣ୍ଟାଏ ପୂର୍ବରୁ ବିମାନ ଅପରେଶନ ପାଇଁ ବ୍ୟବସ୍ଥା ରହିଛି।  ଅର୍ଥାତ ଏଠାରେ ସନ୍ଧ୍ୟା ୬ଟା ୩ ପର୍ଯ୍ୟନ୍ତ ବିମାନ ଅପରେଶନ ପାଇଁ ନିୟମ ରହିଛି।  କିନ୍ତୁ ଏମାନେ ସନ୍ଧ୍ୟା ୬ଟା ୧୭ରେ ଫ୍ଲାଇଟ୍‌ ଅପରେଶନ ପାଇଁ ବାଧ୍ୟ କରିଥିଲେ । ତେବେ ଏତଲାକୁ ନେଇ  ପ୍ରତିକ୍ରିୟା ରଖିଛନ୍ତି ନିଶିକାନ୍ତ ଦୁବେ । ସେ କହିଛନ୍ତି, ବିମାନବନ୍ଦର କର୍ତ୍ତୃପକ୍ଷ ଏଥିରେ ଆପତ୍ତି ନଥିଲା । ଆମେ ବିମାନବନ୍ଦର ନିର୍ଦ୍ଦେଶକଙ୍କଠାରୁ ଅନୁମତି ନେଇ ସେଠାକୁ ଯାଇଥିଲୁ।  ମୁଁ  ମାମଲା ଲଢ଼ିବା ପାଇଁ ପ୍ରସ୍ତୁତ। ଆମେ ଘଟଣାର ପକ୍ଷ ରଖିବୁ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story