ଆସନ ବୁଝାମଣା: ବିଜେପି ହାତରେ ୬୫, କ୍ୟାପ୍ଟେନଙ୍କ ଦଳକୁ ୩୭

ଚଣ୍ଡିଗଡ଼: ଆସନ୍ତା ମାସରେ ହେବାକୁ ଥିବା ପଞ୍ଜାବ ନିର୍ବାଚନ ପାଇଁ ବିଜେପି ସହ କ୍ୟାପ୍ଟେନ ଅମରିନ୍ଦର ସିଂଙ୍କ ଦଳ ସହ ମେଣ୍ଟ ହୋଇଛି। ଏହି ନିର୍ବାଚନରେ ବିଜେପି ୬୫ଟି ଆସନରେ ପ୍ରତିଦ୍ୱନ୍ଦିତା କରିବ। ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଅମରିନ୍ଦର ସିଂଙ୍କ ନୂଆ ଦଳ ପଞ୍ଜାବ ଲୋକ କଂଗ୍ରେସ ୩୭ଟି ଆସନରେ ପ୍ରତିଦ୍ୱନ୍ଦିତା କରିବ। ସେହିପରି ତୃତୀୟ ସହଯୋଗୀ ଦଳ  ଶିରୋନାମା ଅକାଳି ଦଳକୁ ମିଳିଛି ୧୫ଟି ଆସନ।  ଆସନ୍ତା ଫେବୃଆରୀରେ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବ। ଏଥିପାଇଁ […]

Amrinder

Amrinder

Tapas Behera
  • Published: Monday, 24 January 2022
  • Updated: 24 January 2022, 04:54 PM IST

Sports

Latest News

ଚଣ୍ଡିଗଡ଼: ଆସନ୍ତା ମାସରେ ହେବାକୁ ଥିବା ପଞ୍ଜାବ ନିର୍ବାଚନ ପାଇଁ ବିଜେପି ସହ କ୍ୟାପ୍ଟେନ ଅମରିନ୍ଦର ସିଂଙ୍କ ଦଳ ସହ ମେଣ୍ଟ ହୋଇଛି। ଏହି ନିର୍ବାଚନରେ ବିଜେପି ୬୫ଟି ଆସନରେ ପ୍ରତିଦ୍ୱନ୍ଦିତା କରିବ। ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଅମରିନ୍ଦର ସିଂଙ୍କ ନୂଆ ଦଳ ପଞ୍ଜାବ ଲୋକ କଂଗ୍ରେସ ୩୭ଟି ଆସନରେ ପ୍ରତିଦ୍ୱନ୍ଦିତା କରିବ। ସେହିପରି ତୃତୀୟ ସହଯୋଗୀ ଦଳ  ଶିରୋନାମା ଅକାଳି ଦଳକୁ ମିଳିଛି ୧୫ଟି ଆସନ।  ଆସନ୍ତା ଫେବୃଆରୀରେ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବ। ଏଥିପାଇଁ ୧୧୭ ବିଶିଷ୍ଟ ବିଧାନସଭା ଆସନରୁ ପ୍ରଥମ ପର୍ଯ୍ୟାୟରେ ଅମରିନ୍ଦର ସିଂ ୨୨ ଜଣ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ପଟିଆଲା ସହରୀ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ କ୍ୟାପ୍ଟେନ ଅମରିନ୍ଦର।  ସେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ୱିନ୍‌ବିଲିଟି ଥିବା  ପ୍ରାର୍ଥୀଙ୍କୁ ସେ ଗୁରୁତ୍ୱ ଦେଇଛନ୍ତି ।

ଏଥିସହ ରାଜ୍ୟର ସବୁ ବର୍ଗରୁ ପ୍ରତିନି଼ଧିତ୍ୱ ପାଇଁ ସୁଯୋଗ ଦିଆଯାଇଛି। କ୍ୟାପ୍ଟେନ ପାଇଥିବା ୩୭ଟି ଅସନ ମଧ୍ୟରୁ ୨୬ଟି ହେଉଛି ମାଲୱା ଅଞ୍ଚଳର। ଯେଉଁଠି କ୍ୟାପଟେନ୍‌ ଅମରିନ୍ଦର ସିଂଙ୍କ ପାରିବାରିକ ଦବବଦବା ରହିଛି। ଏହି ସବୁ ଅଞ୍ଚଳରେ ୨୦୦୭ ନିର୍ବାଚନରେ କ୍ୟାପ୍ଟେନଙ୍କ ଚୟନ ପ୍ରାର୍ଥୀମାନେ ବିଜୟ ହୋଇଥିଲେ।

ଏହି ନିର୍ବାଚନରେ କ୍ୟାପଟେନଙ୍କ ସେହି ରଣନୀତି ତାଙ୍କୁ ସହାୟକ ହୋଇପାରେ ବୋଲି ସେ ଆଶା ରଖିଛନ୍ତି।  ସେହିପରି ଉକ୍ତ ଅଞ୍ଚଳରେ ଦିଆଯାଇଥିବା ପ୍ରାର୍ଥୀମାନେ ବେଶ ଜଣାଶୁଣା। ସେମାନଙ୍କରେ ପାଖରେ ଦୃଢ଼ ରାଜନୈତିକ ଦକ୍ଷତା ଅଛି ବୋଲି ଅମରିନ୍ଦର କହିଛନ୍ତି । ଏହି ପ୍ରାର୍ଥୀମାନଙ୍କ ମଧ୍ୟରେ  ଫରଜାନା ଅଲାମ ନାମ୍ନୀ ଜଣେ ମହିଳା ଅଛନ୍ତି ।  ସମ୍ପୃକ୍ତ ମହିଳା ମାଲେରକୋଟଲା ଆସନରୁ ଲଢ଼ିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story