ଆଜିଠୁ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ବୁଷ୍ଟର ଡୋଜ୍‌

ନୂଆଦିଲ୍ଲୀ: ଆଜିଠାରୁ ସମସ୍ତ ଘରୋଇ ହସ୍ପିଟାଲରେ ମିଳିବ କରୋନା ଟିକାର ବୁଷ୍ଟର୍ ଡୋଜ୍।  ୧୮ ବର୍ଷରୁ ଅଧିକ ବୟସର ସମସ୍ତେ ଦ୍ୱିତୀୟ ଡୋଜ୍ ନେବାର ୯ ମାସ ପରେ ବୁଷ୍ଟର୍ ଡୋଜ୍ ନେଇପାରିବେ।  ପ୍ରଥମ ଓ ଦ୍ୱିତୀୟ ଡୋଜ୍‌ରେ ଯେଉଁ କମ୍ପାନିର ଟିକା ନେଇଥିଲେ, ହିତାଧିକାରୀଙ୍କୁ ବୁଷ୍ଟର ଡୋଜ୍ ଭାବେ ସେହି ଟିକା ହିଁ ଦିଆଯିବ। ତେବେ ଏହି ବୁଷ୍ଟର ଡୋଜ୍‌ ପାଇଁ ପଞ୍ଜିକରଣ କରିବାକୁ ପଡିବ ନାହିଁ।  ୧୮ରୁ ୫୯ ବର୍ଷର ବ୍ୟକ୍ତି ସିଧାସଳଖ ଘରୋଇ […]

Booster shots

Booster shots

Madhupriya Mistry
  • Published: Sunday, 10 April 2022
  • Updated: 10 April 2022, 09:50 AM IST

Sports

Latest News

ନୂଆଦିଲ୍ଲୀ: ଆଜିଠାରୁ ସମସ୍ତ ଘରୋଇ ହସ୍ପିଟାଲରେ ମିଳିବ କରୋନା ଟିକାର ବୁଷ୍ଟର୍ ଡୋଜ୍।  ୧୮ ବର୍ଷରୁ ଅଧିକ ବୟସର ସମସ୍ତେ ଦ୍ୱିତୀୟ ଡୋଜ୍ ନେବାର ୯ ମାସ ପରେ ବୁଷ୍ଟର୍ ଡୋଜ୍ ନେଇପାରିବେ।  ପ୍ରଥମ ଓ ଦ୍ୱିତୀୟ ଡୋଜ୍‌ରେ ଯେଉଁ କମ୍ପାନିର ଟିକା ନେଇଥିଲେ, ହିତାଧିକାରୀଙ୍କୁ ବୁଷ୍ଟର ଡୋଜ୍ ଭାବେ ସେହି ଟିକା ହିଁ ଦିଆଯିବ। ତେବେ ଏହି ବୁଷ୍ଟର ଡୋଜ୍‌ ପାଇଁ ପଞ୍ଜିକରଣ କରିବାକୁ ପଡିବ ନାହିଁ।  ୧୮ରୁ ୫୯ ବର୍ଷର ବ୍ୟକ୍ତି ସିଧାସଳଖ ଘରୋଇ ଟିକା କେନ୍ଦ୍ରରେ ପହଞ୍ଚି ମଧ୍ୟ ବୁଷ୍ଟର ଡୋଜ୍ ନେଇପାରିବେ।

ଘରୋଇ ହସ୍ପିଟାଲରେ ୨୨୫ ଟଙ୍କାରେ ମିଳିବ କୋଭିଡ୍ ଭ୍ୟାକ୍ସିନ୍।  ଉଭୟ କୋଭାକ୍ସିନ୍ ଏବଂ କୋଭିସିଲ୍ଡର ଦାମ୍ ସର୍ବାଧିକ ୨୨୫ ଟଙ୍କା ରଖିଛନ୍ତି ଟିକା ନିର୍ମାତା କମ୍ପାନୀ।  ଏନେଇ ଭାରତ ବାୟୋଟେକ୍ ଏବଂ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପକ୍ଷରୁ ଘୋଷଣା କରାଯାଇଛି। ପୂର୍ବରୁ କୋଭାକ୍ସିନ୍ ଡୋଜ୍ ପିଛା ୧୨୦୦ ଟଙ୍କା ଏବଂ କୋଭିସିଲ୍ଡ  ୬୦୦ ଟଙ୍କାରେ ମିଳୁଥିଲା।

ସେପଟେ ବେସରକାରୀ ହସ୍ପିଟାଲରେ କରୋନାର ବୁଷ୍ଟର୍ ଡୋଜ ପାଇଁ ସର୍ବାଧିକ ସର୍ଭିସ ଚାର୍ଜ ୧୫୦ ଟଙ୍କା କରାଯାଇଛି।  ଏହାଠାରୁ ଅଧିକ ଟଙ୍କା କୌଣସି ହସ୍ପିଟାଲ ନେଇପାରିବେ ନାହିଁ ବୋଲି  ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି।  ଟିକାର ଦାମକୁ ଛାଡ଼ି ସର୍ବାଧିକ ୧୫୦ ଟଙ୍କା ନେଇପାରିବେ ପ୍ରାଇଭେଟ ହସ୍ପିଟାଲ ବୋଲି କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story