ପଞ୍ଜାବ ହଟଚମଟ, ଫ୍ଲୋରଟେଷ୍ଟ ଦାବି କଲେ ଅମରିନ୍ଦର କ୍ୟାମ୍ପ

ଚଣ୍ଡିଗଡ: ପଞ୍ଜାବ ରାଜନୀତିରେ ଘଡିକେ ଘୋଡା ଛୁଟୁଛି। ଜାରି ରହିଛି ହଟଚମଟ। ବିଧାନସଭା ନିର୍ବାଚନ ମୁଣ୍ଡ ଉପରେ ଥିବା ବେଳେ କଂଗ୍ରେସରେ ଥମୁନି କନ୍ଦଳ। ନବଜୋତ ସିଂହ ସିଦ୍ଧୁ ଗତକାଲି ପଞ୍ଜାବ ପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତପା ଦେବା ପରେ ପଛକୁ ପଛକୁ ଅନେକ ନେତା ଇସ୍ତଫା ଦେଇଛନ୍ତି। ଏହାକୁ ନେଇ ଅମରିନ୍ଦର କ୍ୟାମ୍ପ ଫ୍ଲୋର ଟେଷ୍ଟ ଦାବି କରିଛି। ସିଦ୍ଧୁଙ୍କ ଇସ୍ତଫା ପରେ ଅନେକ ନେତା ସେମାନଙ୍କ ପଦରୁ ଇସ୍ତଫା ଦେବା ଆରମ୍ଭ କରିଛନ୍ତି। […]

Amrinder

Amrinder

Madhupriya Mistry
  • Published: Wednesday, 29 September 2021
  • Updated: 29 September 2021, 09:32 AM IST

Sports

Latest News

ଚଣ୍ଡିଗଡ: ପଞ୍ଜାବ ରାଜନୀତିରେ ଘଡିକେ ଘୋଡା ଛୁଟୁଛି। ଜାରି ରହିଛି ହଟଚମଟ। ବିଧାନସଭା ନିର୍ବାଚନ ମୁଣ୍ଡ ଉପରେ ଥିବା ବେଳେ କଂଗ୍ରେସରେ ଥମୁନି କନ୍ଦଳ। ନବଜୋତ ସିଂହ ସିଦ୍ଧୁ ଗତକାଲି ପଞ୍ଜାବ ପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତପା ଦେବା ପରେ ପଛକୁ ପଛକୁ ଅନେକ ନେତା ଇସ୍ତଫା ଦେଇଛନ୍ତି। ଏହାକୁ ନେଇ ଅମରିନ୍ଦର କ୍ୟାମ୍ପ ଫ୍ଲୋର ଟେଷ୍ଟ ଦାବି କରିଛି।

ସିଦ୍ଧୁଙ୍କ ଇସ୍ତଫା ପରେ ଅନେକ ନେତା ସେମାନଙ୍କ ପଦରୁ ଇସ୍ତଫା ଦେବା ଆରମ୍ଭ କରିଛନ୍ତି। ଏହା ଦେଖି ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ସମର୍ଥନରେ ଥିବା କଂଗ୍ରେସ ବିଧାୟକମାନେ ଫ୍ଲୋର ଟେଷ୍ଟ କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି।

ଗତକାଲି ପଞ୍ଜାବ କଂଗ୍ରେସ ସଭାପତି ପଦରୁ ନବଜୋତ ସିଂହ ସିଦ୍ଧୁ ଇସ୍ତଫା ଦେଇଥିଲେ। ଏହା ପରେ ପଞ୍ଜାବ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିବା ରଜିଆ ସୁଲତାନା ମଧ୍ୟ ଇସ୍ତଫା ଦେଇଥିଲେ। ରଜିଆ ସୁଲତାନା ଜଳ ଯୋଗାଣ, ମହିଳା ଏବଂ ଶିଶୁ ବିକାଶ ବିଭାଗର ଦାୟିତ୍ୱ ସମ୍ଭାଳୁଥିଲେ। ସେହିପରି ସୁଲତାନା ଓ ସିଦ୍ଧୁଙ୍କ ଇସ୍ତଫା ପରେ ପଞ୍ଜାବ କଂଗ୍ରେସର ସାଧାରଣ ସମ୍ପାଦକ ଯୋଗିନ୍ଦର ଧିଙ୍ଗରା ଏବଂ ପଞ୍ଜାବ କଂଗ୍ରେସର କୋଷାଧ୍ୟକ୍ଷ ଗୁଲଜର ଇନ୍ଦର ଚହଲ ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଥିଲେ।

ପଞ୍ଜାବ କଂଗ୍ରେସ ସଭାପତି ପଦରୁ ନବଜୋତ ସିଂହ ସିଦ୍ଧୁଙ୍କ ଇସ୍ତଫା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି କହିଛନ୍ତି 'ସେ ଏପର୍ଯ୍ୟନ୍ତ କିଛି ଜାଣିନାହାଁନ୍ତି। ଯଦି ସିଦ୍ଧୁ ରାଗିଛନ୍ତି ତେବେ ତାଙ୍କ ସହ କଥା ହେବେ। ସିଦ୍ଧୁ ଆମର ଅଧ୍ୟକ୍ଷ ଏବଂ ସେ ଜଣେ ଭଲ ନେତା। ମୋର ତାଙ୍କ ଉପରେ କୌଣସି ଅସନ୍ତୋଷ ନାହିଁ।'

ସେପଟେ ସିଦ୍ଧୁଙ୍କ ଇସ୍ତଫା ପତ୍ରକୁ ଏଯାଏଁ କଂଗ୍ରେସ ହାଇକମାଣ୍ଡ ସ୍ୱୀକାର କରି ନାହାନ୍ତି। ତାଙ୍କୁ ନେଇ ୱେଟ୍‌ ଆଣ୍ଡ ୱାଚ୍‌ ନୀତି ଆପଣାଇଛନ୍ତି। ଉକ୍ତ ମାମଲା ନିଜ ସ୍ତରରେ ସମାଧାନ କରିବାକୁ ହାଇକମାଣ୍ଡ ରାଜ୍ୟ ନେତୃବୃନ୍ଦଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story