ଗୁଗଲ ସିଇଓ ପିଚାଇଙ୍କ ନାଁରେ ରୁଜୁ ହେଲା ମାମଲା, ଜାଣନ୍ତୁ କାରଣ

ମୁମ୍ବାଇ: କପି ରାଇଟ ଉଲ୍ଲଙ୍ଘନ ମାମଲାରେ ଫସିଛନ୍ତି ଗୁଗଲ ସିଇଓ ସୁନ୍ଦର ପିଚାଇ। ଏହି ଘଟଣାରେ ପିଚାଇ ଓ କମ୍ପାନୀର ଅନ୍ୟ ୫ ଜଣ ସଦସ୍ୟଙ୍କ ନାଁରେ ମୁମ୍ବାଇରେ ମାମଲା ରୁଜୁ କରାଯାଇଛି। ୟୁଟ୍ୟୁବରେ ଗୋଟିଏ ବଲିଉଡ ଫିଲ୍ମର କପି ରାଇଟ ଉଲ୍ଲଙ୍ଘନ ହୋଇଥିବା ଅଭିଯୋଗ ହୋଇଥିଲା। ଏହାପରେ ଫିଲ୍ମ ନିର୍ମାତା ଗୁଗଲ, ଏହାର ସିଇଓ ଓ ଅନ୍ୟ ୫ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଏବେ କୋର୍ଟଙ୍କ ନିର୍ଦ୍ଦେଶ ପରେ ମୁମ୍ବାଇ ପୁଲିସ୍‌ ସମସ୍ତଙ୍କ ନାଁରେ […]

Pichai

Pichai

Hemant Lenka
  • Published: Thursday, 27 January 2022
  • Updated: 27 January 2022, 12:22 PM IST

Sports

Latest News

ମୁମ୍ବାଇ: କପି ରାଇଟ ଉଲ୍ଲଙ୍ଘନ ମାମଲାରେ ଫସିଛନ୍ତି ଗୁଗଲ ସିଇଓ ସୁନ୍ଦର ପିଚାଇ। ଏହି ଘଟଣାରେ ପିଚାଇ ଓ କମ୍ପାନୀର ଅନ୍ୟ ୫ ଜଣ ସଦସ୍ୟଙ୍କ ନାଁରେ ମୁମ୍ବାଇରେ ମାମଲା ରୁଜୁ କରାଯାଇଛି। ୟୁଟ୍ୟୁବରେ ଗୋଟିଏ ବଲିଉଡ ଫିଲ୍ମର କପି ରାଇଟ ଉଲ୍ଲଙ୍ଘନ ହୋଇଥିବା ଅଭିଯୋଗ ହୋଇଥିଲା।

ଏହାପରେ ଫିଲ୍ମ ନିର୍ମାତା ଗୁଗଲ, ଏହାର ସିଇଓ ଓ ଅନ୍ୟ ୫ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଏବେ କୋର୍ଟଙ୍କ ନିର୍ଦ୍ଦେଶ ପରେ ମୁମ୍ବାଇ ପୁଲିସ୍‌ ସମସ୍ତଙ୍କ ନାଁରେ କପି ରାଇଟ ଉଲ୍ଲଙ୍ଘନ ମାମଲା ରୁଜୁ କରିଛି।

ପିଚାଇଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଫିଲ୍ମ ନିର୍ମାତା ସୁନୀଲ ଦର୍ଶନ କହିଛନ୍ତି ଯେ “୨୦୧୭ରେ ରିଲିଜ୍‌ ହୋଇଥିବା ମୋ ଫିଲ୍ମ “ଇକ ହସିନା ଥି, ଏକ ଦିୱାନା ଥା’ର କପି ରାଇଟ ମୁଁ କାହାକୁ ଦେଇ ନଥିଲି। ଏହାକୁ ମୁଁ ୟୁଟ୍ୟୁବରେ ମଧ୍ୟ ରିଲିଜ କରି ନଥିଲି। କିନ୍ତୁ ଏହି ଫିଲ୍ମ ୟୁଟ୍ୟୁବରେ ରିଲିଜ୍‌ ହୋଇଛି ଓ ଏହାକୁ ଲକ୍ଷାଧିକ ଲୋକ ମଧ୍ୟ ଦେଖିଛନ୍ତି।

ବିନା ଅନୁମତିରେ ଫିଲ୍ମର କଣ୍ଟେଣ୍ଟକୁ ବ୍ୟବହାର କରାଯାଇଛି। ସେହିପରି ଫିଲ୍ମକୁ ରିଲିଜ୍‌ କରି ମୋଟା ଅଙ୍କର ଅର୍ଥ ମଧ୍ୟ ହାସଲ କରାଯାଇଛି। ଏଥିପାଇଁ ମୁଁ ସୁନ୍ଦର ପିଚାଇଙ୍କୁ ଦାୟୀ କରୁଛି। କାରଣ ତାଙ୍କ ଅଧୀନରେ ଗୁଗଲ ପରିଚାଳିତ ହେଉଛି। ଫିଲ୍ମକୁ ୧ ବିଲିୟନରୁ ଅଧିକ ଲୋକ ଦେଖିଥିବାର ତଥ୍ୟ ମୁଁ ରଖିଛି। ଏ ସମ୍ପର୍କରେ ମୁଁ କମ୍ପାନୀ ସହ ଯୋଗାଯୋଗ କରିଥିଲି। ହେଲେ ସେମାନେ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି।”

ପିଚାଇଙ୍କ ବ୍ୟତୀତ ୟୁଟ୍ୟୁବ ମୁଖ୍ୟ ଗୌତମ ଆନନ୍ଦ, ଅଭିଯୋଗ ଶୁଣାଣି ଅଧିକାରୀ ଜୋ ଗ୍ରୀଇର ଓ କମ୍ପାନୀର ଅନ୍ୟ ୩ କର୍ମଚାରୀଙ୍କ ନାଁରେ ଏଥିପାଇଁ ମାମଲା ହୋଇଛି।

ସୂଚନାଯୋଗ୍ୟ, ନିକଟରେ ପିଚାଇଙ୍କୁ ଭାରତ ସରକାର ପଦ୍ମ ଭୂଷଣ ସମ୍ମାନ ପାଇଁ ମନୋନୀତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story