ସିବିଆଇ ରେଡ୍, କୃଷି ଅଧିକାରୀଙ୍କ ଘରୁ ମିଳିଲା ଟଙ୍କାର ଭଣ୍ଡାର

ନୂଆଦିଲ୍ଲୀ: ଲାଞ୍ଚ ନେବା ମାମଲାରେ ସିବିଆଇ ଅଚାନକ କରିଥିଲା ରେଡ୍ । ଚଢ଼ଉ ବେଳେ କେନ୍ଦ୍ର କୃଷି ମନ୍ତ୍ରଣାଳୟର ଜଣେ ଅଧିକାରୀଙ୍କ ଘରୁ ମିଳିଛି ଟଙ୍କାର ଭଣ୍ଡାର। ସିବିଆଇ ସୂଚନା ମୁତାବକ ଏହି ଅଧିକାରୀଙ୍କ ଘରୁ ପ୍ରାୟ ୧.୮୬ କୋଟି ଟଙ୍କା ନଗଦ ଜବତ କରାଯାଇଛି। ସିବିଆଇ ଅଧିକାରୀମାନେ ଶନିବାର ଏହି ସୂଚନା ଦେଇଛନ୍ତି। କୃଷି ମନ୍ତ୍ରଣାଳୟର ଏହି ଅଧିକାରୀ ହେଉଛନ୍ତି, ପ୍ଲାଣ୍ଟ ପ୍ରୋଟେକସନ ଅଫିସର ପଦ୍ମ ସିଂହ। ବିଶେଷ କଥା ହେଉଛି ଆନ୍ଧ୍ରପ୍ରଦେଶର ବିଶାଖାପାଟନମରେ ଏହି […]

Untitled-1

Untitled-1

Niranjan Mishra
  • Published: Saturday, 16 July 2022
  • Updated: 16 July 2022, 10:27 PM IST

Sports

Latest News

ନୂଆଦିଲ୍ଲୀ: ଲାଞ୍ଚ ନେବା ମାମଲାରେ ସିବିଆଇ ଅଚାନକ କରିଥିଲା ରେଡ୍ । ଚଢ଼ଉ ବେଳେ କେନ୍ଦ୍ର କୃଷି ମନ୍ତ୍ରଣାଳୟର ଜଣେ ଅଧିକାରୀଙ୍କ ଘରୁ ମିଳିଛି ଟଙ୍କାର ଭଣ୍ଡାର। ସିବିଆଇ ସୂଚନା ମୁତାବକ ଏହି ଅଧିକାରୀଙ୍କ ଘରୁ ପ୍ରାୟ ୧.୮୬ କୋଟି ଟଙ୍କା ନଗଦ ଜବତ କରାଯାଇଛି। ସିବିଆଇ ଅଧିକାରୀମାନେ ଶନିବାର ଏହି ସୂଚନା ଦେଇଛନ୍ତି। କୃଷି ମନ୍ତ୍ରଣାଳୟର ଏହି ଅଧିକାରୀ ହେଉଛନ୍ତି, ପ୍ଲାଣ୍ଟ ପ୍ରୋଟେକସନ ଅଫିସର ପଦ୍ମ ସିଂହ।

ବିଶେଷ କଥା ହେଉଛି ଆନ୍ଧ୍ରପ୍ରଦେଶର ବିଶାଖାପାଟନମରେ ଏହି ଅଧିକାରୀଙ୍କ ବିରୋଧରେ ଲାଞ୍ଚ ନେବା ମାମଲା ମଧ୍ୟ ପଞ୍ଜିକୃତ ହୋଇଛି। ସିବିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ପ୍ଲାଣ୍ଟ ପ୍ରୋଟେକସନ ଅଫିସର ପଦ୍ମ ସିଂହଙ୍କୁ ୬ ହଜାର ଟଙ୍କା ଲାଞ୍ଚ ମାଗିବା ମାମଲାରେ ଗିରଫ କରାଯାଇଛି। ସେ ଏକ୍ସମ ଲଜିଷ୍ଟିକ୍ ପିଭି ଲିମିଟେଡ୍‌ର ଆଞ୍ଚଳିକ ପରିଚାଳକ ଅଥୀ ବୁଲି ରେଡ୍ଡି ଓରଫ ମୁରଲୀଙ୍କୁ ଲାଞ୍ଚ ମାଗିଥିଲେ।

ସିବିଆଇ ଅନୁଯାୟୀ, ଅଭିଯୁକ୍ତ ଅଧିକାରୀ କୀଟନାଶକ ସ୍ପ୍ରେର ଏବଂ ସିପିଂ ଏଜେଣ୍ଟଙ୍କଠାରୁ ସାମଗ୍ରୀ ରପ୍ତାନି ପାଇଁ ତଥା 'ଫାଇଟୋସାନିଟାରୀ' ପ୍ରମାଣପତ୍ର ପ୍ରଦାନ ନିମନ୍ତେ ଲାଞ୍ଚ ନେଉଥିଲେ।

ଏହା ମଧ୍ୟ ଅଭିଯୋଗ ହୋଇଛି ଯେ ଅଭିଯୁକ୍ତ ଅଧିକାରୀ ଶ୍ରୀ ସିଂହ ବିଶାଖାପାଟନମରେ ଅବସ୍ଥିତ ଉକ୍ତ ଘରୋଇ କମ୍ପାନୀର ଆଞ୍ଚଳିକ ପରିଚାଳକଙ୍କ ଏକ ଆବେଦନକୁ ମଞ୍ଜୁରୀ ଦେବା ପାଇଁ ତଥା କୃଷିଜାତ ଦ୍ରବ୍ୟର ଆମଦାନୀ-ରପ୍ତାନି ନିମନ୍ତେ ଏକ ପ୍ରମାଣପତ୍ର ଜାରି କରିବାକୁ ଲାଞ୍ଚ ମାଗିଥିଲେ। ତଦନ୍ତ କରିବା ବେଳେ ସିବିଆଇ ଅଫିସରମାନଙ୍କୁ ଏହି ଅଧିକାରୀଙ୍କ ଘରୁ ପ୍ରଚୁର ପରିମାଣର ନଗଦ ଟଙ୍କା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story