ସୋନାଲି ଫୋଗାଟ ମୃତ୍ୟୁ ମାମଲା: ଗୋଆରେ ସିବିଆଇ ଟିମ 

ପାଣାଜି: ବିଜେପି ନେତ୍ରୀ ତଥା ୟୁଟୁବର ସୋନାଲି ଫୋଗାଟ ମୃତ୍ୟୁ ଘଟଣାରେ ଆଜି ଗୋଆରେ  ଯାଞ୍ଚ କରିଛି ସିବିଆଇ ଟିମ।  ପ୍ରଥମ ଦିନରେ ହୋଟେଲରେ ଯାଞ୍ଚ କରିବା ପରେ ଆଜି କର୍ଲିଜ ଚକ ଯାଇ ତନାଘନା କରିଛି  । ସିବିଆଇ ସହ ଫୋରେନସିକ ଟିମ ମଧ୍ୟ ସାମିଲ ଥିଲା।  ଯେଉଁମାନେ ସୋନାଲି ରହିଥିବା ହୋଟେଲରେ ଛାନଭିନ କରିଥିଲେ । ଉକ୍ତ ହୋଟେଲରେ ସୋନାଲି ଫୋଗାଟ୍ ଶେଷଥର ଲାଗି ପାର୍ଟିରେ ଯୋଗ ଦେଇଥିଲେ। ସିବିଆଇ ଟିମ ଗୋଆର ଅନୁଜା […]

Sonali Fogat-1

Sonali Fogat-1

Tapas Behera
  • Published: Sunday, 18 September 2022
  • Updated: 18 September 2022, 09:15 PM IST

Sports

Latest News

ପାଣାଜି: ବିଜେପି ନେତ୍ରୀ ତଥା ୟୁଟୁବର ସୋନାଲି ଫୋଗାଟ ମୃତ୍ୟୁ ଘଟଣାରେ ଆଜି ଗୋଆରେ  ଯାଞ୍ଚ କରିଛି ସିବିଆଇ ଟିମ।  ପ୍ରଥମ ଦିନରେ ହୋଟେଲରେ ଯାଞ୍ଚ କରିବା ପରେ ଆଜି କର୍ଲିଜ ଚକ ଯାଇ ତନାଘନା କରିଛି  । ସିବିଆଇ ସହ ଫୋରେନସିକ ଟିମ ମଧ୍ୟ ସାମିଲ ଥିଲା।  ଯେଉଁମାନେ ସୋନାଲି ରହିଥିବା ହୋଟେଲରେ ଛାନଭିନ କରିଥିଲେ । ଉକ୍ତ ହୋଟେଲରେ ସୋନାଲି ଫୋଗାଟ୍ ଶେଷଥର ଲାଗି ପାର୍ଟିରେ ଯୋଗ ଦେଇଥିଲେ।

ସିବିଆଇ ଟିମ ଗୋଆର ଅନୁଜା ବିଚରେ ପହଂଚି ଗ୍ରାଣ୍ଡ ଲିଓନ ହୋଟେଲରେ ପ୍ରଥମେ ତନାଘନା କରିଥିଲା । ସୋନାଲି ଫୋଗାଟ୍ ଯେଉଁଦିନ ଏଠାକୁ ଆସିଥିଲେ ସେହି ଦିନର ସିସିଟିଭି ଫୁଟେଜ ଯାଞ୍ଚ କରିଥିଲେ । ସେହିପରି ସେହି ଦିନ ହୋଟେଲରେ ଉପସ୍ଥିତ ଥିବା ପ୍ରତ୍ୟେକ କର୍ମଚାରୀଙ୍କୁ ପଚରା ଉଚରା କରିଛି ସିବିଆଇ ଟିମ୍ । ଏହା ପୂର୍ବରୁ ସିବିଆଇ ଏକ ଟିମ ଶୁକ୍ରବାର ଦିନ  ସୋନାଲି ଫୋଗଟଙ୍କ ହରିଆଣା ସ୍ଥିତ ଘରକୁ ଯାଇ ଯାଞ୍ଚ କରିଥିଲା

ସୋନାଲି ଫୋଗାଟ ତାଙ୍କ ୨ ସହଯୋଗୀଙ୍କ ସହ ଗୋଆର ଅଞ୍ଜୁନାରେ ଥିବା ଗ୍ରାଣ୍ଡ ଲିଓନି ହୋଟେଲ୍‌ରେ ରହିଥିଲେ। ଏହି ହୋଟେଲ୍‌ରେ ଆଜି ସିବିଆଇ ଟିମ୍‌ ଫରେନ୍ସିକ ଟିମ୍‌ ସହ ପହଞ୍ଚିଛନ୍ତି। ହୋଟେଲର କିଛି କର୍ମଚାରୀଙ୍କୁ ଆଜି ସିବିଆଇ ଟିମ୍‌ ଜେରା କରିଛନ୍ତି। ପୂର୍ବରୁ ଉକ୍ତ ମାମଲାର ତଦନ୍ତ କରୁଥିବା ଗୋଆ ପୁଲିସ ହୋଟେଲର ରୁମ୍‌ଗୁଡ଼ିକୁ ସିଲ୍‌ କରିଥିଲା। ସୂଚନାଅନୁସାରେ, ଅଗଷ୍ଟ ୨୩ ତାରିଖରେ ଗୋଆରେ ସୋନାଲିଙ୍କର ମୃତ୍ୟୁ ହୋଇଥିଲା । ଏକ ରିସୋର୍ଟରେ ପାର୍ଟି ପରେ ସୋନାଲି ଫୋଗଟଙ୍କ ମୃତ୍ୟୁ ହୋଇଥିଲା। ଏହି ମାମଲାରେ ସୋନାଲିଙ୍କ ପରିବାର ଲଗାତର ଭାବେ ସିବିଆଇ ତଦନ୍ତ ଦାବି କରିଆସୁଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story