ସିଡିଏସ୍‌ଙ୍କ ପାର୍ଥିବ ଶରୀର ନେଇ ଆସୁଥିବା ଗାଡ଼ି ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ: ସିଡିଏସ୍‌ ବିପିନ୍‌ ରାୱତଙ୍କ ପାର୍ଥିବ ଶରୀର ନେଇ ଆସୁଥିବା ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି। ତାଙ୍କ ପତ୍ନୀ ଓ ଅନ୍ୟ ୧୧ ଜଣ ମୃତକଙ୍କ ପାର୍ଥୀବ ଶରୀର ନେଇ ଆସୁଥିବା ଆମ୍ବୁଲାନ୍ସ ମଧ୍ୟରୁ ଗୋଟିଏ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ସେଥିରେ ସିଡିଏସ୍‌ ବିପିନ୍ ରାୱତଙ୍କ ମୃତଦେହ ଥିବା ଜଣାପଡ଼ିଛି। କୋଏମ୍ବଟୁରର ମେଟ୍ଟାପଳୟମ ନିକଟ ଘାଟି ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ବିପିନ୍ ରାୱତ ପାର୍ଥିବ ଶରୀରକୁ ଅନ୍ୟ ଏକ ଆମ୍ବୁଲାନ୍ସରେ ପଠାଯାଇଛି। ତେବେ […]

CDS Van Accident

CDS Van Accident

Madhupriya Mistry
  • Published: Thursday, 09 December 2021
  • Updated: 09 December 2021, 03:41 PM IST

Sports

Latest News

ନୂଆଦିଲ୍ଲୀ: ସିଡିଏସ୍‌ ବିପିନ୍‌ ରାୱତଙ୍କ ପାର୍ଥିବ ଶରୀର ନେଇ ଆସୁଥିବା ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି। ତାଙ୍କ ପତ୍ନୀ ଓ ଅନ୍ୟ ୧୧ ଜଣ ମୃତକଙ୍କ ପାର୍ଥୀବ ଶରୀର ନେଇ ଆସୁଥିବା ଆମ୍ବୁଲାନ୍ସ ମଧ୍ୟରୁ ଗୋଟିଏ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ସେଥିରେ ସିଡିଏସ୍‌ ବିପିନ୍ ରାୱତଙ୍କ ମୃତଦେହ ଥିବା ଜଣାପଡ଼ିଛି। କୋଏମ୍ବଟୁରର ମେଟ୍ଟାପଳୟମ ନିକଟ ଘାଟି ରାସ୍ତାରେ ଏହି ଦୁର୍ଘଟଣା ଘଟିଛି।

ଦୁର୍ଘଟଣା ପରେ ବିପିନ୍ ରାୱତ ପାର୍ଥିବ ଶରୀରକୁ ଅନ୍ୟ ଏକ ଆମ୍ବୁଲାନ୍ସରେ ପଠାଯାଇଛି। ତେବେ କେଉଁ କାରଣ ଯୋଗୁଁ ଏହି ଦୁର୍ଘଟଣା ଘଟିଛି, ସେ ନେଇ କିଛି ସୂଚନା ମିଳିନାହିଁ।

ସୂଚନାଯୋଗ୍ୟ ଯେ, ଗତକାଲି ଜେନେରାଲ ରାୱତ ହେଲିକପ୍ଟର ଯୋଗେ କୋଏମ୍ବାଟୁରର ସୁଲୁର ଏୟାରବେସରୁ ୱେଲିଂଟନରେ ଥିବା ଡିଫେନ୍ସ ଷ୍ଟାଫ କଲେଜରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିଲେ। ତେବେ ସେମାନେ ଯାଉଥିବା ହେଲିକପ୍ଟର ଓଟ୍ଟୀ ନିକଟରେ କ୍ରାଶ କରିଯାଇଥିଲା। ହେଲିକପ୍ଟର୍‌ରେ ଥିବା ୧୪ ଜଣଙ୍କ ମଧ୍ୟରୁ ୧୩ ଜଣ ପ୍ରାଣ ହରାଇଛନ୍ତି।

ସେନାର ବିମାନ ଯୋଗେ ଆଜି ଦିଲ୍ଲୀ ଆସିବ ସିଡିଏସ ବିପିନ ରାୱତ ଏବଂ ତାଙ୍କ ପତ୍ନୀ ମଧୁଲିକାଙ୍କ ପାର୍ଥିବ ଶରୀର । ବିମାନ ବନ୍ଦରରୁ ମର ଶରୀରକୁ ତାଙ୍କ ବାସଭବନକୁ ନିଆଯିବ। ଏହି ସମୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବିମାନ ବନ୍ଦରରେ ଉପସ୍ଥିତ ରହିବେ । ସଂଧ୍ୟାରେ ଏକ ଶ୍ରଦ୍ଧାଞ୍ଜଳି ସଭାର ମଧ୍ୟ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ରହିବେ। ଆସନ୍ତାକାଲି ସିଡିଏସ୍‌ଙ୍କ ସମେତ ସମସ୍ତ ପ୍ରାଣ ହରାଇଥିବା ଯବନାଙ୍କ ପୂର୍ଣ୍ଣ ମର୍ଯ୍ୟାଦାର ସହ ଶେଷକୃତ ହେବ ବୋଲି ସୂଚନା ମିଳିଛି ।

https://twitter.com/Madrassan_Pinky/status/1468865672536940551?s=20

https://twitter.com/Madrassan_Pinky/status/1468861505487532034?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story