ଘରୋଇ ଟିଭି ଚ୍ୟାନେଲର ସହାୟତା ଲୋଡ଼ିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ରବିବାର କେନ୍ଦ୍ର ସରକାର ଘରୋଇ ଟିଭି ଚ୍ୟାନେଲଙ୍କ ପାଇଁ ଏକ ଆଡଭାଇଜରି ଜାରି କରିଛନ୍ତି। ଯେଉଁଥିରେ କରୋନାକୁ ନେଇ ସତର୍କତା ବାର୍ତ୍ତା ପ୍ରଚାର କରିବା ପାଇଁ ଟିଭି ଚ୍ୟାନେଲ ମାନଙ୍କୁ କେନ୍ଦ୍ର ସରକାର ସହଯୋଗ କରିବା ପାଇଁ କହିଛନ୍ତି। ସରକାର ଚ୍ୟାନେଲ ମାନଙ୍କୁ ୪ଟି ହେଲ୍ପ ନମ୍ୱର ପ୍ରଚାର କରିବାକୁ କହିଛନ୍ତି। ଏହି ନମ୍ୱରକୁ ଟିଭି ଚ୍ୟାନେଲ ଜରିଆରେ ଦେଖାଇବାକୁ ସରକାର କହିଛନ୍ତି। ମୁଖ୍ୟତଃ ଟିଭି ଚ୍ୟାନେଲମାନେ କରୋନା ଚିକିତ୍ସା ଓ ପ୍ରୋଟୋକଲ, ଟିକାକରଣ ଏବଂ […]

TRP-Scam

TRP-Scam

Subhransu Sekhar
  • Published: Sunday, 30 May 2021
  • Updated: 30 May 2021, 08:49 PM IST

Sports

Latest News

ନୂଆଦିଲ୍ଲୀ: ରବିବାର କେନ୍ଦ୍ର ସରକାର ଘରୋଇ ଟିଭି ଚ୍ୟାନେଲଙ୍କ ପାଇଁ ଏକ ଆଡଭାଇଜରି ଜାରି କରିଛନ୍ତି। ଯେଉଁଥିରେ କରୋନାକୁ ନେଇ ସତର୍କତା ବାର୍ତ୍ତା ପ୍ରଚାର କରିବା ପାଇଁ ଟିଭି ଚ୍ୟାନେଲ ମାନଙ୍କୁ କେନ୍ଦ୍ର ସରକାର ସହଯୋଗ କରିବା ପାଇଁ କହିଛନ୍ତି। ସରକାର ଚ୍ୟାନେଲ ମାନଙ୍କୁ ୪ଟି ହେଲ୍ପ ନମ୍ୱର ପ୍ରଚାର କରିବାକୁ କହିଛନ୍ତି। ଏହି ନମ୍ୱରକୁ ଟିଭି ଚ୍ୟାନେଲ ଜରିଆରେ ଦେଖାଇବାକୁ ସରକାର କହିଛନ୍ତି।

ମୁଖ୍ୟତଃ ଟିଭି ଚ୍ୟାନେଲମାନେ କରୋନା ଚିକିତ୍ସା ଓ ପ୍ରୋଟୋକଲ, ଟିକାକରଣ ଏବଂ କରୋନାର ଗାଇଡ ଲାଇନ୍ ବାବଦରେ ଲୋକଙ୍କୁ ସତର୍କ କରାଇବାକୁ କହିଛନ୍ତି କେନ୍ଦ୍ର ସରକାର। ଟିଭି ଚ୍ୟାନେଲରେ ଟିକର ପ୍ଲେଟ୍ ନହେଲେ ଏହି ବାର୍ତ୍ତା ଦେବା ସହିତ ମୁଖ୍ୟତଃ ପ୍ରାଇମ୍ ଟାଇମରେ ଲୋକଙ୍କୁ ଏହି ନିୟମ ଏବଂ ଉପଚାର ବାବଦରେ ଦେଖାଇବା ପାଇଁ କହିଛନ୍ତି ସରକାର।

ସରକାର କହିଛନ୍ତି ଯେ କରୋନା ସଂକ୍ରମଣ କମୁଛି। ହେଲେ ଏପର୍ଯ୍ୟନ୍ତ ବିପଦ ରହିଛି। ସରକାର କହିଛନ୍ତି, ଗତ କିଛି ମାସ ମଧ୍ୟରେ ବିଭିନ୍ନ ଉପକରଣ ଏବଂ ମିଡିଆ ପ୍ଲାଟଫର୍ମ (ପ୍ରିଣ୍ଟ, ଟିଭି, ରେଡିଓ, ସୋଶାଲ ମିଡିଆ) ମାଧ୍ୟମରେ ସଚେତନତା ସୃଷ୍ଟି କରିଛନ୍ତି।

https://twitter.com/COVIDNewsByMIB/status/1398942760061730819?s=20

୧୦୭୫ (ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଜାତୀୟ ହେଲ୍ପଲାଇନ ନମ୍ବର), ୧୦୯୮ (ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟର ହେଲ୍ପଲାଇନ ନମ୍ବର), ୧୪୫୬୭ (ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟର ବରିଷ୍ଠ ନାଗରିକ ହେଲ୍ପଲାଇନ ନମ୍ବର) ଏବଂ ୦୮୦୪୬୧୧୦୦୦୭ (ମନସ୍ତାତ୍ତ୍ୱିକ ସହାୟତା ପାଇଁ NIMHANS ହେଲ୍ପଲାଇନ ନମ୍ବର)।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story