ବହୁ ପ୍ରତିକ୍ଷିତ ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପକୁ ଆଜି ଉଦ୍‌ଘାଟନ୍ କରିବେ ମୋଦି

ନୂଆଦିଲ୍ଲୀ: ଆଜି ରାଜଧାନୀ ଦିଲ୍ଲୀରେ ବହୁ ପ୍ରତିକ୍ଷିତ ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପକୁ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ରାଷ୍ଟ୍ରପତି ଭବନରୁ ଇଣ୍ଡିଆ ଗେଟ୍‌ ପର୍ଯ୍ୟନ୍ତ ବିସ୍ତୃତ ରାସ୍ତା ‘କର୍ତ୍ତବ୍ୟ ପଥ’ ଉଦ୍‌ଘାଟନ କରିବା ବେଳେ ଇଣ୍ଡିଆ ଗେଟ୍‌ରେ ସ୍ଥାପିତ ସୁବାଷ ବୋଷଙ୍କର ୨୮ ଫୁଟ୍‌ ଉଚ୍ଚ ପ୍ରତିମୂର୍ତ୍ତି ମଧ୍ୟ ଉଦ୍‌ଘାଟନ କରାଯିବ। ଦେଶର ସବୁଡଠାରୁ ବଡ଼ ପାୱାର କରିଡର କୁହାଯାଥିବା ଏହି ମେଗା ପ୍ରକଳ୍ପ ମଧ୍ୟରେ ନୂଆ ସଂସଦୟ ବିଲଡିଂ, କମନ୍‌ ସେଣ୍ଟ୍ରାଲ ସେକ୍ରେଟେରିଆଟ୍‌ ଏବଂ […]

690

690

Tapas Behera
  • Published: Thursday, 08 September 2022
  • Updated: 08 September 2022, 10:30 AM IST

Sports

Latest News

ନୂଆଦିଲ୍ଲୀ: ଆଜି ରାଜଧାନୀ ଦିଲ୍ଲୀରେ ବହୁ ପ୍ରତିକ୍ଷିତ ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପକୁ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ରାଷ୍ଟ୍ରପତି ଭବନରୁ ଇଣ୍ଡିଆ ଗେଟ୍‌ ପର୍ଯ୍ୟନ୍ତ ବିସ୍ତୃତ ରାସ୍ତା ‘କର୍ତ୍ତବ୍ୟ ପଥ’ ଉଦ୍‌ଘାଟନ କରିବା ବେଳେ ଇଣ୍ଡିଆ ଗେଟ୍‌ରେ ସ୍ଥାପିତ ସୁବାଷ ବୋଷଙ୍କର ୨୮ ଫୁଟ୍‌ ଉଚ୍ଚ ପ୍ରତିମୂର୍ତ୍ତି ମଧ୍ୟ ଉଦ୍‌ଘାଟନ କରାଯିବ। ଦେଶର ସବୁଡଠାରୁ ବଡ଼ ପାୱାର କରିଡର କୁହାଯାଥିବା ଏହି ମେଗା ପ୍ରକଳ୍ପ ମଧ୍ୟରେ ନୂଆ ସଂସଦୟ ବିଲଡିଂ, କମନ୍‌ ସେଣ୍ଟ୍ରାଲ ସେକ୍ରେଟେରିଆଟ୍‌ ଏବଂ ରାଷ୍ଟ୍ରପତି ଭବନରୁ ଇଣ୍ଡିଆ ଗେଟ୍‌ ପର୍ଯ୍ୟନ୍ତ ୩ କିମି ବିଶିଷ୍ଟ କର୍ତ୍ତବ୍ୟ ମାର୍ଗ ନିର୍ମାଣ କରାଯାଇଛି।  ଏହି ମେଗା ପ୍ରକଳ୍ପର କାର୍ଯ୍ୟ ୨୦୨୦ରେ ଆରମ୍ଭ ହୋଇଥିଲା।  ତେବେ ନିର୍ମାଣ ଆରମ୍ଭରୁ ବହୁ ବିବାଦ ଉପୁଜିବା ସହ ବହୁ ବାଧା ବିଘ୍ନ ମଧ୍ୟ ‌ଆସିଥିଲା।  ଏପରିକି ମାମଲା  ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଥିଲା। ଏହି ପ୍ରକଳ୍ପ ବେଆଇନ ଭାବେ ନିର୍ମାଣ କରାଯାଉଥିବା କହି ବିରୋଧୀ ସର୍ବୋଚ୍ଚ ଅଦାଲତରେ ଦ୍ୱାରସ୍ଥ ହୋଇଥିଲେ।

ତେବେ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଥିଲେ। ହାର୍ଟ ଅଫ ଦିଲ୍ଲୀର ୩.୨ କିମି ଅଞ୍ଚଳରେ ୨୦ ହଜାର କୋଟି ଟଙ୍କାରେ ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ ନିର୍ମାଣ କରାଯାଉଛି। ସେପ୍ଟେମ୍ବର ୨୦୨୨ରେ  ନୂଆଦିଲ୍ଲୀର ଐତିହାସିକ ରାଜପଥ ଏବଂ ସେଣ୍ଟ୍ରାଲ ଭିସ୍ତା ଲନର  ନାଁ ପରିବର୍ତ୍ତନ କରି ‘କର୍ତ୍ତବ୍ୟ ପଥ’ରେ ନାମିତ କରାଯାଥିଲା।  ପ୍ରଧାନମନ୍ତ୍ରୀ ମୋଦି ପରାଧୀନତାର ସବୁ ପ୍ରତୀକକୁ ହଟାଇବା ପାଇଁ କହିଥିଲେ। ନୂଆ ନିଷ୍ପତ୍ତି ଅନୁଯାୟୀ,ନେତାଜୀଙ୍କ ପ୍ରତିମୂର୍ତ୍ତିଠାରୁ ରାଷ୍ଟ୍ରପତି ଭବନ ଯାଏଁ ପୂରା ରାସ୍ତା ଏବଂ ଏହି ଅଞ୍ଚଳ କର୍ତ୍ତବ୍ୟ ପଥ ନାଁରେ ପରିଚିତ ହେବ। ତେବେ ଉକ୍ତ ପ୍ରଳକ୍ପ ଅଧୀନରେ ଏବେ ବି ଅନେକ କାମ ବାକି ରହିଛି।

୨୦୧୯ରେ ଘୋଷିତ ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ ଅଧିନରେ ଏକ ତ୍ରିକୋଣୀୟ ସଂସଦ ଭବନ ନିର୍ମାଣର ବ୍ୟବସ୍ଥା ରହିଛି । ଏଥିରେ ୮୦୦ରୁ ୧୨ ଶହ ସାଂସଦ ବସିବାର ବ୍ୟବସ୍ଥା ରହିଛି । ଏହି ପ୍ରକଳ୍ପର ଆଉ ଏକ ପ୍ରମୁଖ ଅଂଶ କେନ୍ଦ୍ରୀୟ ସଚିବାଳୟ ଭବନର ନିର୍ମାଣ ୨୦୨୪ ସୁଦ୍ଧା ଶେଷ ହେବ । ସୂଚନା ଅନୁଯାୟୀ, ୧୯୨୧ରୁ୧୯୨୭ ମଧ୍ୟରେ ପୁରୁଣା ସଂସଦ ଭବନର ନିର୍ମାଣ ହୋଇଥିଲା । ନୂଆ ସଂସଦ ଭବନ ୬୪ହଜାର ବର୍ଗ ମିଟରରେ ବିସ୍ତୃତ ହୋଇଛି, ଯାହାକି ବର୍ତ୍ତମାନର କୋଠାଠାରୁ ୧୭ହଜାର ବର୍ଗ ମିଟର ଅଧିକ । ଲୋକସଭାର ଆକାର ବର୍ତ୍ତମାନ ଗୃହଠାରୁ ପାଖାପାଖି ୩ ଗୁଣ । ଲୋକସଭାରେ ୮୮୮ ସଦସ୍ୟଙ୍କ ପାଇଁ ଆସନ ହେବ । ସେହିପରି ରାଜ୍ୟସଭାରେ ୩୨୬ ଆସନ ହେବ । ସଂଯୁକ୍ତ ଗୃହରେ ୧୨୨୪ ସଦସ୍ୟ ଏକତ୍ର ବସିପାରିବେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story