ବର୍ଷ ଶେଷ ସୁଦ୍ଧା ପ୍ରାପ୍ତ ବୟସ୍କଙ୍କୁ ଟିକାକରଣ ସମ୍ଭବ ନୁହେଁ !

ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷ ସୁଦ୍ଧା କେନ୍ଦ୍ର ସରକାର ପ୍ରାପ୍ତ ବୟସ୍କଙ୍କୁ ଟିକାକରଣ କରିବେ। ଏ ନେଇ ଏକ ସତ୍ୟପାଠ ଦାଖଲ କରି ସୁପ୍ରିମ କୋର୍ଟରେ କହିଥିଲେ କେନ୍ଦ୍ର ସରକାର। କିନ୍ତୁ ଯେଉଁଭଳି ଭାବରେ ଦୈନିକ ଟିକାକରଣ ଚାଲିଛି ସେଥିରୁ ଅନୁମାନ କରାଯାଉଛି ଟିକାକରଣ ଚଳିତ ବର୍ଷ ସୁଦ୍ଧା ଶେଷ ହୋଇପାରିବ ନାହିଁ। ଯଦି କେନ୍ଦ୍ର ସରକାର ତାଙ୍କର ପ୍ରତିଶ୍ରୁତି ପୂରଣ କରିବେ ତାହେଲେ ପ୍ରତିଦିନ ୧ କୋଟି ଲୋକଙ୍କୁ ଟିକା ଦେବାକୁ ହେବ। ପୁଣେ ସ୍ଥିତ […]

vaccine-drive

vaccine-drive

Subhransu Sekhar
  • Published: Wednesday, 14 July 2021
  • Updated: 14 July 2021, 08:55 AM IST

ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷ ସୁଦ୍ଧା କେନ୍ଦ୍ର ସରକାର ପ୍ରାପ୍ତ ବୟସ୍କଙ୍କୁ ଟିକାକରଣ କରିବେ। ଏ ନେଇ ଏକ ସତ୍ୟପାଠ ଦାଖଲ କରି ସୁପ୍ରିମ କୋର୍ଟରେ କହିଥିଲେ କେନ୍ଦ୍ର ସରକାର। କିନ୍ତୁ ଯେଉଁଭଳି ଭାବରେ ଦୈନିକ ଟିକାକରଣ ଚାଲିଛି ସେଥିରୁ ଅନୁମାନ କରାଯାଉଛି ଟିକାକରଣ ଚଳିତ ବର୍ଷ ସୁଦ୍ଧା ଶେଷ ହୋଇପାରିବ ନାହିଁ। ଯଦି କେନ୍ଦ୍ର ସରକାର ତାଙ୍କର ପ୍ରତିଶ୍ରୁତି ପୂରଣ କରିବେ ତାହେଲେ ପ୍ରତିଦିନ ୧ କୋଟି ଲୋକଙ୍କୁ ଟିକା ଦେବାକୁ ହେବ।

ପୁଣେ ସ୍ଥିତ ବାଲାଜି ଇନଷ୍ଟିଚ୍ୟୁଟ ଅଫ୍ ମୋର୍ଡର୍ଣ୍ଣ ମ୍ୟାନେଜମେଣ୍ଟର ସହଯୋଗୀ ପ୍ରଫେସର ବାଲାଜି ଏ. ରେଡ୍ଡୀ କହିଛନ୍ତି, ଯେଉଁଭଳି ଭାବରେ ଟିକାକରଣ ଚାଲିଛି ଯଦି ଅନୁଧ୍ୟାନ କରିବା ତାହେଲେ ଆସନ୍ତାବର୍ଷ ଜାନୁଆରୀ ପୂର୍ବରୁ ସିଙ୍ଗେଲ ଡୋଜ ଟିକାକରଣ ଶେଷ ହୋଇପାରିବ ନାହିଁ। ୭ ଜୁଲାଇ ୨୦୨୧ ସୁଦ୍ଧା ମୋଟ ପ୍ରାପ୍ତ ବୟସ୍କଙ୍କ ମଧ୍ୟରୁ ୭୮୫ ନିୟୁତ ଟିକା ନେବାକୁ ବାକି ରହିଛନ୍ତି। ଯେଉଁଥିରୁ ଡବଲ ଡୋଜ ଟିକା ନେବାକୁ ୧.୦୧ ବିଲିୟନ ଲୋକ ରହିଛନ୍ତି।

ଯଦି ଟିକାକରଣର ଏବେ ଯେଉଁଭଳି ଚାଲିଛି ଜାରି ରହିବ ତାହେଲେ ସିଙ୍ଗେଲ ଡୋଜ ଟିକାକରଣ ଶେଷ ହେବାକୁ ୨୬ ଜାନୁଆରୀ ୨୦୨୨ ହୋଇଯିବ ଏବଂ ଡବଲ ଡୋଜ ୩୦ ଅଗଷ୍ଟ ୨୦୨୨ ହେବ ବୋଲି ରେଡ୍ଡୀ କହିଛନ୍ତି। ଯଦି ଟିକାକରଣ ଅଭିଯାନ ଏଭଳି ନରହି ଧିମା ପଡ଼ିବ ଏହାର ଅର୍ଥ କେନ୍ଦ୍ର ସେତେଟା ଗୁରୁତ୍ୱ ନଦେବ ତାହେଲେ ୨୦୨୩ କିମ୍ବା ୨୦୨୪ ବେଳକୁ ଟିକାକରଣ ଶେଷ ହେବ। ସମଗ୍ର ଜନସଂଖ୍ୟାକୁ ସମ୍ପୂର୍ଣ୍ଣ ଟିକାକରଣ କରିବା ପାଇଁ ପ୍ରତିଦିନ ୧୫-୨୦ ନିୟୁତ ଲୋକଙ୍କୁ ଟିକାକରଣ ଆବଶ୍ୟକ ହେବ ବୋଲି ସେ କହିଛନ୍ତି।

ଦେଶରେ ଟିକାକରଣ ପ୍ରକ୍ରିୟା ଆରମ୍ଭ ହେବାର ୧୫୬ ଦିନ ପରେ ଅର୍ଥାତ୍ ୨୦ ଜୁନ୍ ପର୍ଯ୍ୟନ୍ତ ଦେଶରେ ଦିନକୁ ୧.୪୬ ନିୟୁତ ଡୋଜ ଦିଆଯାଇଥିଲା। ଯେଉଁଥିରୁ ଦୈନିକ ୧୪ ଲକ୍ଷ ୬୦ ହଜାର ପ୍ରଥମ ଡୋଜ ରହିଥିବା ବେଳେ ୩ ଲକ୍ଷ ୩୩ ହଜାର ଲୋକ ହାରାହାରି ଡବଲ ଡୋଜ ନେଉଥିଲେ।

ଏହାପରେ କେନ୍ଦ୍ର ସରକାର ସାରା ଦେଶରେ ଟିକା ଦେଉଛନ୍ତି। ଜୁନ୍ ୨୧ରୁ ପ୍ରତିଦିନ ଟିକାକରଣ ଜୋରଦାର ହେବା ପରେ ଏବେ ମନ୍ଥର ଗତିକୁ ଖସିଆସିଛି। ଏହାର ମୁଖ୍ୟ କାରଣ ଟିକାର ଅଭାବ। ବିଭିନ୍ନ ରାଜ୍ୟ ଟିକା ନପାଇବାରୁ ଟିକାକରଣ କେନ୍ଦ୍ର ବନ୍ଦ କରି ଦେଇଛନ୍ତି। ଯେପର୍ଯ୍ୟନ୍ତ ଅଧିକ ଯୋଗାଣ ନହୁଏ ସେପର୍ଯ୍ୟନ୍ତ ମାସକୁ ୩୦୦ ନିୟୁତ ଟିକାକରଣ କରିବା ସମ୍ଭବ ନୁହେଁ ବୋଲି ତାମିଲନାଡୁ ଭେଲୋର ସ୍ଥିତ ଖ୍ରୀଷ୍ଟିଆନ୍ ମେଡିକାଲ କଲେଜର କୋଏଲିସିନ ଫର ଏପିଡେମିକ ପ୍ରିପାରଡନେସ ଇନୋଭେସନର (Coalition for Epidemic Preparedness Innovations) ବିଭାଗର ପ୍ରଫେସର ଡକ୍ଟର ଗଗନଦୀପ କାଙ୍ଗ କହିଛନ୍ତି। ଏନଜିଓ ସହିତ ମିଶି ଟିକାକରଣ ପ୍ରକ୍ରିୟାକୁ ଜୋରଦାର କରିବାକୁ ସେ ପରାମର୍ଶ ଦେଇଛନ୍ତି।

ସେହିପରି ନୀତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ଅରବିନ୍ଦ ପାନାଗରିଆ କହିଛନ୍ତି ଯେ ଭାରତର ବର୍ତ୍ତମାନର ଟିକାକରଣ ହାର ସେଭଳି ଭଲ ନାହିଁ। ପାନାଗରିଆ ରବିବାର ଦିନ ଟୁଇଟ୍ କରି କହିଛନ୍ତି ଯେ ଦୈନିକ ଅତି କମରେ ୫ ରୁ ୬ ମିଲିଅନ ଟିକା ଦେବା ଜରୁରୀ। ଏଭଳି ହେଲେ ଦେଶ ଟିକାକରଣ ପ୍ରକ୍ରିୟାକୁ ଜୋରଦାର କରିହେବ।

ତେବେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲଭ ଅଗ୍ରୱାଲ କିନ୍ତୁ ଅଲଗା ମତ ରଖିଛନ୍ତି। ଟିକା ଉତ୍ପାଦନ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି। ପ୍ରତିଦିନ ୨୦୦,୦୦୦ ରୁ ୪-୫ ନିୟୁତ ଟିକାକରଣ ସ୍ତରରେ ରହିଛି। ଟିକା ଉତ୍ପାଦନ ବୃଦ୍ଧି କରିବା ନେଇ କେନ୍ଦ୍ର ସରକାର ଚେଷ୍ଟା ଜାରି ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story