ରେମଡେସିଭିର ଇଞ୍ଜେକସନ ଦାମ କମାଇଲେ ସରକାର

ନୂଆଦିଲ୍ଲୀ: କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ଦେଖି କେନ୍ଦ୍ର ସରକାର ରେମଡେସିଭିର ଇଞ୍ଜେକସନର ଦାମ କମାଇଛନ୍ତି। ପାଖାପାଖି ୭୦ ପ୍ରତିଶତ ଏହାର ଦାମ କମାଇଛନ୍ତି ସରକାର। କରୋନା ଚିକିତ୍ସାରେ ଏହି ଇଞ୍ଜେକସନ ବ୍ୟବହାର କରୁଛନ୍ତି ଚିକିତ୍ସକ। ଏହି ଇଞ୍ଜେକସନର ଚାହିଦା ବଢ଼ୁଥିବା ଦେଖି କେନ୍ଦ୍ର ସରକାର ଏହାର ଉତ୍ପାଦନ ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି। ଏହି ଇଞ୍ଜେକସନକୁ ୭ଟି କମ୍ପାନୀ ତିଆରି କରୁଛନ୍ତି। କେଡିଲା ହେଲଥ କେୟାର ଏହି ଇଞ୍ଜେକସନକୁ ୨୮୦୦ ଟଙ୍କାରେ ବିକ୍ରି କରୁଥିଲା ଏବେ […]

remedesvir

remedesvir

Subhransu Sekhar
  • Published: Saturday, 17 April 2021
  • Updated: 17 April 2021, 10:05 PM IST

ନୂଆଦିଲ୍ଲୀ: କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ଦେଖି କେନ୍ଦ୍ର ସରକାର ରେମଡେସିଭିର ଇଞ୍ଜେକସନର ଦାମ କମାଇଛନ୍ତି। ପାଖାପାଖି ୭୦ ପ୍ରତିଶତ ଏହାର ଦାମ କମାଇଛନ୍ତି ସରକାର। କରୋନା ଚିକିତ୍ସାରେ ଏହି ଇଞ୍ଜେକସନ ବ୍ୟବହାର କରୁଛନ୍ତି ଚିକିତ୍ସକ। ଏହି ଇଞ୍ଜେକସନର ଚାହିଦା ବଢ଼ୁଥିବା ଦେଖି କେନ୍ଦ୍ର ସରକାର ଏହାର ଉତ୍ପାଦନ ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି।

ଏହି ଇଞ୍ଜେକସନକୁ ୭ଟି କମ୍ପାନୀ ତିଆରି କରୁଛନ୍ତି। କେଡିଲା ହେଲଥ କେୟାର ଏହି ଇଞ୍ଜେକସନକୁ ୨୮୦୦ ଟଙ୍କାରେ ବିକ୍ରି କରୁଥିଲା ଏବେ ସରକାର ଦର କମାଇବା ପରେ ନୂଆ ଦାମ ୮୯୯ ଟଙ୍କା ହୋଇଛି। ସେହିପରି ସିନଜିନ ଇଣ୍ଟେରନେଶନାଲ ଦ୍ୱାରା ତିଆରି ହେଉଥିବା ଏହି ଇଞ୍ଜେକସନର ଦାମ ୩୯୫୦ଟଙ୍କା ଥିବା ବେଳେ ଏବେ ନୂଆ ଦାମ ୨୪୫୦ ଟଙ୍କା ହୋଇଛି।

କେନ୍ଦ୍ର ରସାୟନିକ ଏବଂ ସାର ମନ୍ତ୍ରୀ ସଦାନନ୍ଦ ଗୌଡା କହିଛନ୍ତି ଯେ ରେମଡେସିଭିର ଉତ୍ପାଦନ ବୃଦ୍ଧି ପାଇଁ ସରକାର ସମସ୍ତ ପ୍ରକାର ପଦକ୍ଷେପ ନେଉଛନ୍ତି। ଗତ ପାଞ୍ଚ ଦିନ ମଧ୍ୟରେ ବିଭିନ୍ନ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଛଅ ଲକ୍ଷ ୬୯ ହଜାର ରେମେଡିସିଭି ଉପଲବ୍ଧ କରାଯାଇଛି।

ଡ୍ରଗ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ଅଧିକାରୀଙ୍କୁ ଷ୍ଟକ୍ ଯାଞ୍ଚ ଏବଂ ତ୍ରୁଟି ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ହୋର୍ଡିଂ ଏବଂ ବ୍ଲାକ୍ ମାର୍କେଟିଂକୁ ରୋକିବା ପାଇଁ ଅନ୍ୟାନ୍ୟ ପ୍ରଭାବଶାଳୀ ପଦକ୍ଷେପ ମଧ୍ୟ ନିଆଯାଉଛି। ନିକଟରେ ଚାହିଦା ବୃଦ୍ଧି ଦେଖି ଗତ ରବିବାର କେନ୍ଦ୍ର ସରକାର ରେମଡେସିଭିର ଇଞ୍ଜେକ୍ସନ୍ ଏବଂ ଆକ୍ଟିଭ୍ ଫାର୍ମାସ୍ୟୁଟିକାଲ୍ ଇନଗ୍ରିଡିଏଣ୍ଟସ (API) ରପ୍ତାନୀ ଉପରେ ରୋକ୍ ଲଗାଇଥିଲେ

ସୂଚନାଯୋଗ୍ୟ, ଆମେରିକାର ଗିଲିଆଡ୍ ସାଇନ୍ସେସ୍ ସହିତ ସାତୋଟି ଭାରତୀୟ କମ୍ପାନୀ ଏକ ଚୁକ୍ତିନାମା କରି ଏହି ଇଞ୍ଜେକ୍ସନ୍ ତିଆରି କରୁଛନ୍ତି। ପ୍ରତି ମାସରେ ପ୍ରାୟ ୩୮.୮୦ ଲକ୍ଷ ଇଞ୍ଜେକସନ ତିଆରି ହୁଏ। ଏହା ବ୍ୟତୀତ ହସ୍ପିଟାଲ ଏବଂ ରୋଗୀ ମାନେ କିଭଳି ସହଜରେ ଏହି ରେମଡେସିଭି ପାଇ ପାରିବେ ସେ ନେଇ ସୁନିଶ୍ଚିତ କରିବାକୁ କେନ୍ଦ୍ର ସରକାର ପଦକ୍ଷେପ ନେଇଛନ୍ତି। ଏବୋଲା ଭଳି ରୋଗ ପାଇଁ ଏହି ରେମଡେସିଭି ବହୁତ ଉପକାରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story