ରାହୁଲ ଗାନ୍ଧିଙ୍କୁ କଂଗ୍ରେସ ସଭାପତି ପାଇଁ ସଂକଳ୍ପ ପାରିତ

ନୂଆଦିଲ୍ଲୀ: ରାହୁଲ ଗାନ୍ଧିଙ୍କୁ କଂଗ୍ରେସ ସଭାପତି କରିବାକୁ ଅଭିଯାନ ଜୋରଦାର ହୋଇଛି।  ରାଜସ୍ଥାନ କଂଗ୍ରେସ ପ୍ରଥମ ରାଜ୍ୟ ଭାବେ ରାହୁଲ ଗାନ୍ଧି ପୁଣିଥରେ କଂଗ୍ରେସର ସଭାପତି ଦାୟିତ୍ୱ ନିଅନ୍ତୁ ବୋଲି ଏକ ସଙ୍କଳ୍ପ ପାରିତ ହୋଇଛି। ସର୍ବସମ୍ମତିକ୍ରମେ ଦଳୀୟ ନେତାମାନେ ରାହୁଲ ଗାନ୍ଧିଙ୍କୁ ସଭାପତି କରିବା ପାଇଁ ଆସିଥିବା ପ୍ରସ୍ତାବକୁ ପାରିତ କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲେଟ। ଗେହଲଟ କଂଗ୍ରେସ ଅଧ୍ୟକ୍ଷ ହେବେ ବୋଲି ଚର୍ଚ୍ଚା ଜୋର ଧରିଥିବା ବେଳେ ସେ ନିଜ ଆଡ଼ୁ ରାହୁଲ […]

Rahul gandhi

Rahul gandhi

Tapas Behera
  • Published: Sunday, 18 September 2022
  • Updated: 18 September 2022, 08:14 PM IST

Sports

Latest News

ନୂଆଦିଲ୍ଲୀ: ରାହୁଲ ଗାନ୍ଧିଙ୍କୁ କଂଗ୍ରେସ ସଭାପତି କରିବାକୁ ଅଭିଯାନ ଜୋରଦାର ହୋଇଛି।  ରାଜସ୍ଥାନ କଂଗ୍ରେସ ପ୍ରଥମ ରାଜ୍ୟ ଭାବେ ରାହୁଲ ଗାନ୍ଧି ପୁଣିଥରେ କଂଗ୍ରେସର ସଭାପତି ଦାୟିତ୍ୱ ନିଅନ୍ତୁ ବୋଲି ଏକ ସଙ୍କଳ୍ପ ପାରିତ ହୋଇଛି। ସର୍ବସମ୍ମତିକ୍ରମେ ଦଳୀୟ ନେତାମାନେ ରାହୁଲ ଗାନ୍ଧିଙ୍କୁ ସଭାପତି କରିବା ପାଇଁ ଆସିଥିବା ପ୍ରସ୍ତାବକୁ ପାରିତ କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲେଟ। ଗେହଲଟ କଂଗ୍ରେସ ଅଧ୍ୟକ୍ଷ ହେବେ ବୋଲି ଚର୍ଚ୍ଚା ଜୋର ଧରିଥିବା ବେଳେ ସେ ନିଜ ଆଡ଼ୁ ରାହୁଲ ଗାନ୍ଧିଙ୍କୁ ସଭାପତି କରିବାକୁ ସଂକଳ୍ପ ପାରିତ କରିବା ନୂଆ ଟ୍ୱିଷ୍ଟ ଆଣିଛି । ସେହିଭଳି ଛତିଶଗଡ ମଧ୍ୟ ରାହୁଲଙ୍କୁ ସଭାପତି କରିବା ନେଇ ସଙ୍କଳ୍ପ ପାରିତ କରିଛି।

ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଏହି ସୂଚନା ଦେଇଛନ୍ତି । ଆଗାମୀ ଦିନରେ ଅନ୍ୟ ରାଜ୍ୟର କଂଗ୍ରେସ ୟୁନିଟି ମଧ୍ୟ ରାହୁଲ ଗାନ୍ଧିଙ୍କ ସପକ୍ଷରେ ସଂକଳ୍ପ ପାରିତ କରିବେ ବୋଲି ଜଣାପଡ଼ିଛି । ସେପ୍ଟେମ୍ବର ୨୪ରୁ କଂଗ୍ରେସ ସଭାପତି ପଦ ର୍ନିବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହେବ।  ଏହାପୂର୍ବରୁ ହିଁ ବିଭିନ୍ନ ରାଜ୍ୟର  କଂଗ୍ରେସ ୟୁନିଟି ପ୍ରସ୍ତାବ ପାରିତ କରିଛନ୍ତି ।

କିଛି ଦିନ ପୂର୍ବରୁ ଏସମ୍ପର୍କରେ ମତ ରଖିଥିଲେ ରାହୁଲ ଗାନ୍ଧି । ସେ କହିଥିଲେ ଯେ ମୁଁ କଂଗ୍ରେସର ସଭାପତି ହେବି କି ନାହିଁ, ସେକଥା ଦଳର ନିର୍ବାଚନ ପରେ ସ୍ପଷ୍ଟ ହୋଇଯିବ। ମୁଁ କ’ଣ କରିବି, ତା’ର ନିଷ୍ପତ୍ତି ମୁଁ ନେଇ ସାରିଛି। ତା’କୁ ନେଇ କୌଣସି ପ୍ରକାରର ଦ୍ୱନ୍ଦ୍ୱ ନାହିଁ।  ଏବେ ବିଜେପି ବିରୋଧରେ ଏହି ଭାରତ ଯୋଡ଼ୋ ଯାତ୍ରା ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ଆରମ୍ଭ କରିଛି।

ଏହାର ନେତୃତ୍ୱ ଖୋଦ ରାହୁଲ ଗାନ୍ଧି ନେଉଛନ୍ତି। କଂଗ୍ରେସକୁ ବଞ୍ଚାଇବା ପାଇଁ ଭାରତ ଯୋଡ଼ୋ ନାଁରେ ପ୍ରୟାସ କରାଯାଉଥିବା ଅଭିଯୋଗ ଉପରେ ରାହୁଲ ଗାନ୍ଧି କହିଛନ୍ତି, ବିଜେପି ଓ ଆରଏସଏସ ନିଜର ମତ ରଖିପାରିବେ। କିନ୍ତୁ ଆମେ ଭାରତୀୟଙ୍କୁ ଏକାଠି କରିବାକୁ ଏହି ଯାତ୍ରା କରୁଛୁ। କଂଗ୍ରେସ ସଭାପତି ପଦ ପାଇଁ ବହୁ ପ୍ରତିକ୍ଷୀତ ନିର୍ବାଚନ ନଭେମ୍ବର ୧୭ରେ ଅନୁଷ୍ଠିତ ହେବ। ଏହାର ୨ ଦିନ ପରେ ରେଜଲ୍ଟ ବାହାରିବ। ଏଥିପାଇଁ ସେପ୍ଟେମ୍ବର ୨୪ରୁ ୩୦ ମଧ୍ୟରେ ଆଶାୟୀମାନେ ନାମାଙ୍କନ ଦାଖଲ କରିପାରିବେ। ୨୦୧୯ ସାଧାରଣ ନିର୍ବାଚନରେ ଶୋଚନୀୟ ପରାଜୟ ପରେ ରାହୁଲ ଗାନ୍ଧି ସଭାପତି ପଦରୁ ଇସ୍ତଫା ଦେଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story