ଚାଇନାର ନୂଆ ଭେଳିକି: ପଛକୁ ହଟିବାକୁ ମନା କଲା!

ନୂଆଦିଲ୍ଲୀ: ପୁଣିଥରେ ପୂର୍ବ ଲଦାଖରେ ଭାରତ ସହ ବିବାଦ ସୃଷ୍ଟି କରିଛି ଚାଇନା। ପୂର୍ବ ଲଦାଖର ଗୋଗ୍ରା ଓ ହଟ ସ୍ପ୍ରିଙ୍ଗସ୍‌ରୁ ପଛକୁ ହଟିବାକୁ ଚାଇନା ରୋକଠୋକ ମନା କରିଦେଇଛି। ଏହି ଅଞ୍ଚଳରେ ବେଜିଂ ପକ୍ଷରୁ ବିପୁଳ ସଂଖ୍ୟାରେ ଯବାନ ଓ ଯୁଦ୍ଧ ଗାଡ଼ି ମୁତୟନ କରାଯାଇଛି। ଡିସ୍‌ଏନଗେଜମେଣ୍ଟ ନିଷ୍ପତ୍ତି ଅନୁଯାୟୀ, ପୂର୍ବ ଲଦାଖର ଅନ୍ୟ ସୀମାବର୍ତ୍ତୀ ଅଞ୍ଚଳ ଭଳି ଗୋଗ୍ରା ଓ ହଟ ସ୍ପ୍ରିଙ୍ଗସ୍‌ରୁ ମଧ୍ୟ ଚାଇନା ପଛକୁ ହଟିବାର ଥିଲା। ହେଲେ ଚାଇନା ଏଠାରୁ […]

China

China

Hemant Lenka
  • Published: Saturday, 10 April 2021
  • Updated: 10 April 2021, 08:23 PM IST

Sports

Latest News

ନୂଆଦିଲ୍ଲୀ: ପୁଣିଥରେ ପୂର୍ବ ଲଦାଖରେ ଭାରତ ସହ ବିବାଦ ସୃଷ୍ଟି କରିଛି ଚାଇନା। ପୂର୍ବ ଲଦାଖର ଗୋଗ୍ରା ଓ ହଟ ସ୍ପ୍ରିଙ୍ଗସ୍‌ରୁ ପଛକୁ ହଟିବାକୁ ଚାଇନା ରୋକଠୋକ ମନା କରିଦେଇଛି। ଏହି ଅଞ୍ଚଳରେ ବେଜିଂ ପକ୍ଷରୁ ବିପୁଳ ସଂଖ୍ୟାରେ ଯବାନ ଓ ଯୁଦ୍ଧ ଗାଡ଼ି ମୁତୟନ କରାଯାଇଛି।

ଡିସ୍‌ଏନଗେଜମେଣ୍ଟ ନିଷ୍ପତ୍ତି ଅନୁଯାୟୀ, ପୂର୍ବ ଲଦାଖର ଅନ୍ୟ ସୀମାବର୍ତ୍ତୀ ଅଞ୍ଚଳ ଭଳି ଗୋଗ୍ରା ଓ ହଟ ସ୍ପ୍ରିଙ୍ଗସ୍‌ରୁ ମଧ୍ୟ ଚାଇନା ପଛକୁ ହଟିବାର ଥିଲା। ହେଲେ ଚାଇନା ଏଠାରୁ ହଟିବାକୁ ମନାକରିଦେଇଛି। ଫେବୃଆରୀ ମାସରୁ ପାଙ୍ଗୋଙ୍ଗ ହ୍ରଦ୍‌ ନିକଟରୁ ଉଭୟ ଦେଶର ସେନା ପଛକୁ ହଟିବା ଆରମ୍ଭ କରିଥିଲେ। ଫଳରେ ଉଭୟ ଦେଶ ମଧ୍ୟରେ ସୁସମ୍ପର୍କ ପ୍ରତିଷ୍ଠା ହେବାର ସମ୍ଭାବନା ସୃଷ୍ଟି ହୋଇଥିଲା। କିନ୍ତୁ ଚାଇନାର ଏହି ଷଡ଼ଯନ୍ତ୍ର ନୂଆ ବିବାଦକୁ ଜନ୍ମ ଦେଇଛି।

ଭାରତୀୟ ସେନାର ୧୪ କ୍ରପ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ଚାଇନା ୧୧ତମ ବୈଠକ ପାଇଁ ଆସିଥିଲା। ହେଲେ ସେମାନଙ୍କ ଆଭିମୁଖ୍ୟ ଆଦୌ ସହଯୋଗ କରିବା ଭଳି ନଥିଲା। ସେମାନେ ଆଲୋଚନା ବେଳେ ନିଜ ଜିଦ୍‌ରେ ଅଟଳ ରହିଥିଲେ। ସେମାନେ ଗୋଗ୍ରା ଓ ହଟ୍‌ ସ୍ପ୍ରିଙ୍ଗସ୍‌ରୁ ପଛକୁ ହଟିବେ ନାହିଁ ବୋଲି ଆମକୁ ଜଣାଇ ଦେଇଥିବା ଏହି ସୂତ୍ରରୁ ଜଣାପଡ଼ିଛି। କିନ୍ତୁ ସେନା ପକ୍ଷରୁ ବିଧିବଦ୍ଧ ଭାବେ ଏ ବିଷୟରେ କିଛି ବି କୁହାଯାଇ ନାହିଁ।

ଫେବୃଆରୀ ମାସ ସେନା ପ୍ରତ୍ୟାହାର ପରେ ଏହି ୧୧ତମ ରାଉଣ୍ଡ ବୈଠକ ବସିଥିଲା। ପ୍ରାୟ ୧୩ ଘଣ୍ଟା ଧରି ଉଭୟ ଦେଶ ମଧ୍ୟରେ ଆଲୋଚନା ହୋଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ହଟ ସ୍ପ୍ରିଙ୍ଗସ ଓ ଗୋଗ୍ରା ବ୍ୟତୀତ କୋଙ୍ଗକା ଲା ଅଞ୍ଚଳରେ ମଧ୍ୟ ଚାଇନାର ପିଏଲଏ ଯବାନ ମୁତୟନ ହୋଇଛନ୍ତି। ବିଭିନ୍ନ ପ୍ରକାରର ଯୁଦ୍ଧାସ୍ତ୍ର, ଗାଡ଼ି ଓ ଏୟାର ଡିଫେନ୍ସ ୟୁନିଟ ସହ ସେମାନେ ଭାରତୀୟ ସୀମା ନିକଟରେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story