ବଡ଼ ଧରଣର ଆତଙ୍କୀ ହମଲା, ଜଣେ ସହିଦ୍

ଶ୍ରୀନଗର: ଜମ୍ମୁ ଓ କଶ୍ମୀରରେ ଆତଙ୍କୀ ବଡ଼ ଧରଣର ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ କ୍ରିମିନାଲ୍ ଇନଭେଷ୍ଟିଗେସନ୍ ଡିପାର୍ଟମେଣ୍ଟ (ସିଆଇଡି)ର ଜଣେ ଇନ୍ସପେକ୍ଟର ସହିଦ୍ ହୋଇଛନ୍ତି। ଆତଙ୍କବାଦୀମାନେ ଜମ୍ମୁ ଓ କଶ୍ମୀର ପୁଲିସର ସିଆଇଡିରେ ମୁତୟନ ଥିବା ଇନ୍ସପେକ୍ଟରଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଶ୍ରୀନଗରର ନୌଗାମ ଅଞ୍ଚଳରେ ଘଟିଥିବା ଏହି ଘଟଣାରେ ସହିଦ୍ ହୋଇଥିବା ଇନ୍ସପେକ୍ଟର ଜଣକ ପରଭେଜ୍ ଅହମ୍ମଦ ଦାର୍ ବୋଲି ଜଣାପଡ଼ିଛି । ସେ ଶ୍ରୀନଗରର ପାରିମପୋରା ପୁଲିସ୍ ଷ୍ଟେସନରେ […]

cid-inspector

cid-inspector

Ranjit Kumar Jena
  • Published: Tuesday, 22 June 2021
  • Updated: 23 June 2021, 01:21 PM IST

Sports

Latest News

ଶ୍ରୀନଗର: ଜମ୍ମୁ ଓ କଶ୍ମୀରରେ ଆତଙ୍କୀ ବଡ଼ ଧରଣର ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ କ୍ରିମିନାଲ୍ ଇନଭେଷ୍ଟିଗେସନ୍ ଡିପାର୍ଟମେଣ୍ଟ (ସିଆଇଡି)ର ଜଣେ ଇନ୍ସପେକ୍ଟର ସହିଦ୍ ହୋଇଛନ୍ତି। ଆତଙ୍କବାଦୀମାନେ ଜମ୍ମୁ ଓ କଶ୍ମୀର ପୁଲିସର ସିଆଇଡିରେ ମୁତୟନ ଥିବା ଇନ୍ସପେକ୍ଟରଙ୍କୁ ଗୁଳି କରି ହତ୍ୟା କରିଛନ୍ତି ।

ଶ୍ରୀନଗରର ନୌଗାମ ଅଞ୍ଚଳରେ ଘଟିଥିବା ଏହି ଘଟଣାରେ ସହିଦ୍ ହୋଇଥିବା ଇନ୍ସପେକ୍ଟର ଜଣକ ପରଭେଜ୍ ଅହମ୍ମଦ ଦାର୍ ବୋଲି ଜଣାପଡ଼ିଛି । ସେ ଶ୍ରୀନଗରର ପାରିମପୋରା ପୁଲିସ୍ ଷ୍ଟେସନରେ ମୁତୟନ ଥିଲେ । ସେ ଡ୍ୟୁଟି ସାରି ଫେରୁଥିବା ବେଳେ ଆତଙ୍କବାଦୀ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ। ଆତଙ୍କବାଦୀଙ୍କୁ ଧରିବା ପାଇଁ ମିଳିତ ବାହିନୀ ସମଗ୍ର ଅଞ୍ଚଳକୁ ଘେରି ଯାଇଥିଲେ ।

ଏହା ପୂର୍ବରୁ ରବିବାର ଜମ୍ମୁ-କଶ୍ମୀରର ବାରାମୁଲା ଜିଲ୍ଲାର ସୋପୋର ଠାରେ ସୁରକ୍ଷା କର୍ମୀଙ୍କ ସହ ସାରା ରାତି ଗୁଳି ବିନିମୟ ଚାଲିଥିଲା, ଯେଉଁଥିରେ ତିନି ଆତଙ୍କୀକୁ ମାରି ଦିଆଯାଇଥିଲା । ଏହି ତିନି ଭୟଙ୍କର ଆତଙ୍କାବାଦୀଙ୍କ ମଧ୍ୟରୁ ଜଣେ ମୁଦାସିର୍ ପଣ୍ଡିତ ଥିଲା, ଯିଏ ମୋଷ୍ଟ ଓ୍ବାଣ୍ଟେଡ୍ ତାଲିକାରେ ସାମିଲ୍ ଥିଲା ।

ତେବେ ଆଉ ଜଣେ ଆତଙ୍କୀ ପାକିସ୍ତାନର ବୋଲି ଜଣାପଡ଼ିଥିଲା । ତେବେ ନିପାତ ତିନିଜଣ ଯାକ ଆତଙ୍କବାଦୀ ଲସ୍କର-ଏ-ତୋଏବାର ଶୀର୍ଷ କମାଣ୍ଡର ବୋଲି ପୁଲିସ୍ ମହାନିର୍ଦ୍ଦେଶକ ଦିଲବାଗ ସିଂହ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story