କରୋନା ମୃତ୍ୟୁର ଅଡିଟ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଡେରାଡୁନ: ବିଭିନ୍ନ ରାଜ୍ୟ କରୋନା ମୃତ୍ୟୁର ପ୍ରକୃତ ତଥ୍ୟ ଲୁଚାଇଥିବା ଆଶଙ୍କା ଧୀରେଧୀରେ ସ୍ପଷ୍ଟ ହେବାରେ ଲାଗିଛି। ଦୈନିକ ରାଜ୍ୟ ସରକାରମାନେ କେନ୍ଦ୍ରକୁ ପଠାଉଥିବା ତଥ୍ୟ ତୁଳନାରେ ଆହୁରି ଅଧିକ ଲୋକ କରୋନା ଯୋଗୁ ପ୍ରାଣ ହରାଇଥିବା ସନ୍ଦେହ ବଢ଼ୁଛି। ହାଇକୋର୍ଟଙ୍କ ଛାଟ ପରେ ବିହାର ସରକାର କରୋନାର ମୃତ୍ୟୁର ଅଡିଟ କରିଥିଲେ। ଏହି ସମୟରେ ସରକାରୀ ତଥ୍ୟ ତୁଳନାରେ ଅଧିକ ୭୩% ଲୋକ କରୋନା କରୋନାରେ ପ୍ରାଣ ହରାଇଥିବା ଜଣାପଡ଼ିଛି। ଏହି ସଂଶୋଧିକ ତଥ୍ୟ କେନ୍ଦ୍ରକୁ […]

Corona1

Corona1

Hemant Lenka
  • Published: Thursday, 10 June 2021
  • Updated: 10 June 2021, 04:55 PM IST

Sports

Latest News

ଡେରାଡୁନ: ବିଭିନ୍ନ ରାଜ୍ୟ କରୋନା ମୃତ୍ୟୁର ପ୍ରକୃତ ତଥ୍ୟ ଲୁଚାଇଥିବା ଆଶଙ୍କା ଧୀରେଧୀରେ ସ୍ପଷ୍ଟ ହେବାରେ ଲାଗିଛି। ଦୈନିକ ରାଜ୍ୟ ସରକାରମାନେ କେନ୍ଦ୍ରକୁ ପଠାଉଥିବା ତଥ୍ୟ ତୁଳନାରେ ଆହୁରି ଅଧିକ ଲୋକ କରୋନା ଯୋଗୁ ପ୍ରାଣ ହରାଇଥିବା ସନ୍ଦେହ ବଢ଼ୁଛି।

ହାଇକୋର୍ଟଙ୍କ ଛାଟ ପରେ ବିହାର ସରକାର କରୋନାର ମୃତ୍ୟୁର ଅଡିଟ କରିଥିଲେ। ଏହି ସମୟରେ ସରକାରୀ ତଥ୍ୟ ତୁଳନାରେ ଅଧିକ ୭୩% ଲୋକ କରୋନା କରୋନାରେ ପ୍ରାଣ ହରାଇଥିବା ଜଣାପଡ଼ିଛି। ଏହି ସଂଶୋଧିକ ତଥ୍ୟ କେନ୍ଦ୍ରକୁ ପଠାଯିବା ପରେ ଆଜି ଦେଶରେ ଦୈନିକ ମୃତ୍ୟୁସଂଖ୍ୟା ୬୧୪୮କୁ ବୃଦ୍ଧି ପାଇଛି।

ଏବେ ଉତ୍ତରାଖଣ୍ଡ ହାଇକୋର୍ଟ ମଧ୍ୟ ରାଜ୍ୟ ସରକାରଙ୍କ କରୋନା ମୃତ୍ୟୁର ତଥ୍ୟ ଉପରେ ସନ୍ଦେହ ପ୍ରକାଶ କରିଛନ୍ତି। ଏଥିପାଇଁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ କରୋନା ମୃତ୍ୟୁର ଅଡିଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କରୋନାର ଦ୍ୱିତୀୟ ୱେଭରେ କେତେ ଲୋକ ପ୍ରାଣ ହରାଇଛନ୍ତି, ତା’ର ତର୍ଜମା କରିବାକୁ କୋର୍ଟ ସ୍ୱତନ୍ତ୍ର କମିଟି ଗଠନ କରିବାକୁ କହିଛନ୍ତି। ଏଥିସହ ରାଜ୍ୟର ପାହାଡ଼ିଆ ଓ ଦୁର୍ଗମ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସେମାନଙ୍କ ଘର ଦ୍ୱାରରେ ଟିକା ଯୋଗାଇ ଦେବାକୁ ପରାମର୍ଶ ଦେଇଛନ୍ତି।

ରାଜ୍ୟ ସରକାର କେମିତି କରୋନାକୁ ନିୟନ୍ତ୍ରଣ କରିଛନ୍ତି, ସେ ସଂକ୍ରାନ୍ତର ଏକ ଆବେନର ଶୁଣାଣି ଆଜି ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ଜଷ୍ଟିସ ଆରଏସ୍‌ ଚୌହାନ ଓ ଜଷ୍ଟିସ ଆଲୋକ ବର୍ମାଙ୍କ ଖଣ୍ତପୀଠ କରିଛନ୍ତି। ଶୁଣାଣି ବେଳେ ହାଇକୋର୍ଟ ପଚାରିଛନ୍ତି ଯେ ପରିଚୟପତ୍ର ନଥିବା ଲୋକଙ୍କୁ ରାଜ୍ୟ ସରକାର ସାମାଜିକ କଲ୍ୟାଣ ବିଭାଗ ସହାୟତାରେ ଜିଲ୍ଲା ସ୍ତରୀୟ ଟ୍ୟାସ୍କ ଫୋର୍ସ ଗଠନ କରି ଟିକା ଦେବାର ବ୍ୟବସ୍ଥା କରିପାରିବେ କି?

ଦୁର୍ଗମ ଅଞ୍ଚଳରେ ଥିବା ଲୋକଙ୍କ ପାଖରେ ପହଞ୍ଚିବାକୁ ସରକାର କିଛି ବ୍ୟବସ୍ଥା କରିଛନ୍ତି କି? ଯଦି କରିନାହାନ୍ତି, ତା’ହେଲେ ଦୁର୍ଗମ ଅଞ୍ଚଳରେ ଥିବା ଲୋକଙ୍କ ଟିକାକରଣ ପାଇଁ ତୁରନ୍ତ ବ୍ୟବସ୍ଥା କରାଯାଉ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story