ଟିକାକୁ ନେଇ କଂଗ୍ରେସ 'ଷଡ଼ଯନ୍ତ୍ର'ର ପର୍ଦ୍ଦାଫାଶ, ଗୁଜବ ପ୍ରଚାର କରି କି ଲାଭ ମିଳୁଛି ପଚାରିଲା ବିଜେପି

ନୂଆଦିଲ୍ଲୀ: ପ୍ରଥମେ ମେଡ୍ ଇନ୍ ଇଣ୍ଡିଆ ଦ୍ୱାରା ନିର୍ମିତ କୋଭାକ୍ସିନ ଟିକାର ଅନୁମତିକୁ ନେଇ ବିରୋଧୀ କଂଗ୍ରେସ ପ୍ରଶ୍ନ ଉଠାଇଲା। ଏହାପରେ ଟିକାର ଅଭାବ ବେଳେ କାହିଁକି ମିଳୁନି ବୋଲି ପ୍ରଶ୍ନ କଲା। ଏବେ ଟିକା ଅଧିକରୁ ଅଧିକ ଉପଲବ୍ଧ ହେବା ପରେ କୋଭାକ୍ସିନ ଟିକାକୁ ନେଇ କଂଗ୍ରେସ ପୁଣି ଥରେ ଗୁରୁତର ଅଭିଯୋଗ ଆଣିଛି। କୋଭାକ୍ସିନ ଟିକାରେ ବାଛୁରୀର ସେରମ ରହିଛି ବୋଲି କଂଗ୍ରେସ କହିଛି। ଯାହାକୁ କେନ୍ଦ୍ର ସରକାର କହିଛନ୍ତି ଅଭିଯୋଗର ସତ୍ୟତା ନାହିଁ। […]

congress-covaxin-fake-news

congress-covaxin-fake-news

Subhransu Sekhar
  • Published: Wednesday, 16 June 2021
  • Updated: 16 June 2021, 04:34 PM IST

Sports

Latest News

ନୂଆଦିଲ୍ଲୀ: ପ୍ରଥମେ ମେଡ୍ ଇନ୍ ଇଣ୍ଡିଆ ଦ୍ୱାରା ନିର୍ମିତ କୋଭାକ୍ସିନ ଟିକାର ଅନୁମତିକୁ ନେଇ ବିରୋଧୀ କଂଗ୍ରେସ ପ୍ରଶ୍ନ ଉଠାଇଲା। ଏହାପରେ ଟିକାର ଅଭାବ ବେଳେ କାହିଁକି ମିଳୁନି ବୋଲି ପ୍ରଶ୍ନ କଲା। ଏବେ ଟିକା ଅଧିକରୁ ଅଧିକ ଉପଲବ୍ଧ ହେବା ପରେ କୋଭାକ୍ସିନ ଟିକାକୁ ନେଇ କଂଗ୍ରେସ ପୁଣି ଥରେ ଗୁରୁତର ଅଭିଯୋଗ ଆଣିଛି। କୋଭାକ୍ସିନ ଟିକାରେ ବାଛୁରୀର ସେରମ ରହିଛି ବୋଲି କଂଗ୍ରେସ କହିଛି। ଯାହାକୁ କେନ୍ଦ୍ର ସରକାର କହିଛନ୍ତି ଅଭିଯୋଗର ସତ୍ୟତା ନାହିଁ। ସମ୍ପୂର୍ଣ୍ଣ ଭାବରେ ଯୁକ୍ତି ଭିତ୍ତିହୀନ। କିନ୍ତୁ ସରକାର ସ୍ୱୀକାର କରିଛନ୍ତି ଟିକା ଉତ୍ପାଦନ ବେଳେ କଅଁଳା ବାଛୁରୀର ରକ୍ତ ବ୍ୟବହାର ହୋଇଛି କିନ୍ତୁ ଟିକାରେ ସେସବୁ ନାହିଁ।

ଆଉ ଶାସକ ବିଜେପି ମଧ୍ୟ କଂଗ୍ରେସର ଏପରି ଗୁଜବକୁ ନେଇ ବର୍ଷିଛି। କୋଭିଡ୍ ବେଳେ ଟିକା ସମସ୍ତଙ୍କ ପାଇଁ ସଞ୍ଜିବନୀ ପାଲଟିଥିବା ବେଳେ ଫେକ୍ ନ୍ୟୁଜ ପ୍ରଚାର କରି ଲୋକଙ୍କୁ ଭୟଭୀତ କରାଇବା ପଛର ଉଦ୍ଦେଶ୍ୟ କଣ ବୋଲି ବିଜେପି ପଚାରିଛି।

ବିଜେପି ମୁଖପାତ୍ର ସମ୍ୱିତ ପାତ୍ର ପ୍ରେସ କନଫେରନ୍ସ କରି କୋଭାକ୍ସିନ ଟିକାକୁ ନେଇ ବିରୋଧୀ ଯେଉଁ ଦ୍ୱନ୍ଦ୍ୱ ଉପୁଜାଇଛି ତାର ସନ୍ଦେହ ଦୂର କରିଛନ୍ତି। ସମ୍ୱିତ ପାତ୍ର କହିଛନ୍ତି ଟିକାକୁ ନେଇ କଂଗ୍ରେସ ଗୁଜବ ପ୍ରଚାର କରି ମହାପାପ କରିଛି। ସୋଶାଲ ମିଡିଆରେ ଫେକ ନ୍ୟୁଜ ଜରିଆରେ କଂଗ୍ରେସ ଯେଉଁ ଅଭିଯୋଗ ଆଣିଛି ଏବଂ ଦଳର ମୁଖପାତ୍ର ପବନ ଖେରା ପ୍ରେସ କନଫରେନସ କରି ଯାହା କହିଛନ୍ତି ଏହା ଦୁର୍ଭାଗ୍ୟଜନକ, ନିନ୍ଦନୀୟ ବୋଲି ସେ କହିଛନ୍ତି।

କଂଗ୍ରେସ ନେତା ପବନ ଖେରା ଏବଂ ଗୌରବ ପାନ୍ଧି ଅଭିଯୋଗ କରିଛନ୍ତି ଯେ କୋଭାକ୍ସିନ ଟିକାରେ ବାଛୁରୀର ସେରମ୍ ରହିଛି। ସୋଶାଲ ମିଡିଆରେ ମଧ୍ୟ ପ୍ରଚାର ହୋଇଛି ଯେ ଗାଈ ଏବଂ ବାଛୁରୀକୁ ହତ୍ୟା କରି ଏହି ଟିକା ପ୍ରସ୍ତୁତ କରାଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ବୈଜ୍ଞାନିକମାନେ କିନ୍ତୁ ଏହାର ଜବାବ ଦେବାକୁ ଯାଇ ସ୍ପଷ୍ଟ ଭାବରେ କହିଛନ୍ତି ଯେ କୋଭାକ୍ସିନ ଟିକାରେ କୌଣସି ପ୍ରକାରର ଗାଈ କିମ୍ବା ବାଛୁରୀର ସେରମ୍ ମିଶା ଯାଇ ନାହିଁ। ଏହି ଟିକା ସଂପୂର୍ଣ୍ଣ ସୁରକ୍ଷିତ ଏବଂ ଏଥିରେ କୌଣସି ଦ୍ୱନ୍ଦ୍ୱ ନାହିଁ।

https://twitter.com/MoHFW_INDIA/status/1405070440641355776?s=20

“ଭାରତ ଏବଂ ସମଗ୍ର ବିଶ୍ୱ କରୋନା ମହାମାରୀ ସହ ଲଢ଼େଇ କରୁଛି। କେବଳ ଟୀକାକରଣ ଜରିଆରେ ଆଗକୁ ବଢ଼ି ହେବ। ଏଭଳି ସ୍ଥିତିରେ ଦେଶରେ କିଛି ରାଜନୀତିକ ଦଳ ଅଛନ୍ତି, ମୁଖ୍ୟତ କଂଗ୍ରେସ ଯିଏକି ଏହି ଟିକାକରଣ କାର୍ଯ୍ୟକ୍ରମକୁ ଆହୁରି ବିଳମ୍ବ କରିବାକୁ ଚାହୁଁଛି। ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିବାକୁ ଚାହୁଁଛି ଏହି ଦଳ। କଂଗ୍ରେସ ଏହା କରି ଏକ ବଡ ପାପ କରିଛି। ଟିକା ଉପରେ ସନ୍ଦେହ ସୃଷ୍ଟି କରିବା ଏବଂ ଟିକା ନଷ୍ଟ କରିବା ପାଇଁ କଂଗ୍ରେସକୁ ଆଗାମୀ ଦିନରେ ଲୋକମାନେ ମନେ ରଖିବେ।”

ଏଥିସହ ସମ୍ୱିତ ପାତ୍ର ଗାନ୍ଧୀ ପରିବାରକୁ ପ୍ରଶ୍ନ କରିଛନ୍ତି। ସୋନିଆ, ରାହୁଲ ଏବଂ ପ୍ରିୟଙ୍କା କେବେ ପ୍ରଥମ ଏବଂ ଦ୍ୱିତୀୟ ଡୋଜ ନେଇଛ ଜବାବ ଦେବା ଦରକାର। ଲୋକେ ଜାଣିବା ଦରକାର। ଗାନ୍ଧୀ ପରିବାର ଟିକାକରଣରେ ସାମିଲ ହୋଇଛି କି ନାହିଁ? ଗାନ୍ଧୀ ପରିବାର କୋଭାକ୍ସିନ ଟିକା ଉପରେ ବିଶ୍ୱାସ କରେ କି ନାହିଁ ଏହାର ଜବାବ ଭାରତବର୍ଷକୁ ଦରକାର ବୋଲି ସମ୍ୱିତ ପାତ୍ର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story