ଯେଉଁଠି ସତ୍ୟ, ସେଇଟି ବାପୁ ଅଛନ୍ତି: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପୁଣ୍ୟତିଥିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କୁ ସ୍ମରଣ କରିବା ସହ ହିନ୍ଦୁତ୍ୱ  ଏଜେଣ୍ଡା ଚଳାଉଥିବା ଲୋକଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ଗାନ୍ଧିଜୀଙ୍କୁ ଗୁଳି ଚଳାଇଥିବା ବ୍ୟକ୍ତି ହେଉଛନ୍ତି ଜଣେ ହିନ୍ଦୁତ୍ୱବାଦୀ। ସେ କହିଛନ୍ତି ଯେ, ସମସ୍ତ ହିନ୍ଦୁତ୍ୱବାଦୀମାନେ ଭାବନ୍ତି ଗାନ୍ଧୀ ଆଉ ଜୀବିତ ନୁହଁନ୍ତି। କିନ୍ତୁ ସେ ଆଜି ମଧ୍ୟ ଜୀବିତ ବୋଲି ରାହୁଲ କହିଛନ୍ତି। ଟ୍ୱିଟ୍‌ କରି ରାହୁଲ ଲେଖିଛନ୍ତି ଯେ, ଗାନ୍ଧୀଜୀଙ୍କୁ ଜଣେ […]

Rahul-Gandhi

Rahul-Gandhi

Tapas Behera
  • Published: Sunday, 30 January 2022
  • Updated: 30 January 2022, 05:52 PM IST

Sports

Latest News

ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପୁଣ୍ୟତିଥିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କୁ ସ୍ମରଣ କରିବା ସହ ହିନ୍ଦୁତ୍ୱ  ଏଜେଣ୍ଡା ଚଳାଉଥିବା ଲୋକଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ଗାନ୍ଧିଜୀଙ୍କୁ ଗୁଳି ଚଳାଇଥିବା ବ୍ୟକ୍ତି ହେଉଛନ୍ତି ଜଣେ ହିନ୍ଦୁତ୍ୱବାଦୀ। ସେ କହିଛନ୍ତି ଯେ, ସମସ୍ତ ହିନ୍ଦୁତ୍ୱବାଦୀମାନେ ଭାବନ୍ତି ଗାନ୍ଧୀ ଆଉ ଜୀବିତ ନୁହଁନ୍ତି। କିନ୍ତୁ ସେ ଆଜି ମଧ୍ୟ ଜୀବିତ ବୋଲି ରାହୁଲ କହିଛନ୍ତି। ଟ୍ୱିଟ୍‌ କରି ରାହୁଲ ଲେଖିଛନ୍ତି ଯେ, ଗାନ୍ଧୀଜୀଙ୍କୁ ଜଣେ ହିନ୍ଦୁତ୍ୱବାଦୀ ଗୁଳି ଚଳାଇଥିଲା। ସମସ୍ତ ହିନ୍ଦୁତ୍ୱବାଦୀ ଭାବନ୍ତି ଯେ ଗାନ୍ଧୀଜୀ ଆଉ ନାହାଁନ୍ତି। ହେଲେ ଯେଉଁଠାରେ ସତ୍ୟ ଅଛି, ବାପୁ ସେଠାରେ ବଞ୍ଚିଛନ୍ତି।
https://twitter.com/RahulGandhi/status/1487612545158504450?s=20&t=zARugPWCyn1njYRjFNby7Q

୧୯୪୮ ଜାନୁଆରୀ ୩୦ ସନ୍ଧ୍ୟା ୫ଟା୧୭ରେ ନୂଆଦିଲ୍ଲୀର ବିର୍ଲା ହାଉସରେ ପ୍ରାର୍ଥନା ବାହାରି ଥିଲେ  ଜାତିର ପିତା ମହାତ୍ମା ଗାନ୍ଧୀ। ଏହି ସମୟରେ ନାଥୁରାମ ଗଡ଼ସେ ସେଠାରେ ପହଞ୍ଚି ପ୍ରଥମେ ବାପୁଙ୍କ ପାଦକୁ ଛୁଇଁଥିଲେ। ତାଙ୍କ ସହ ଠିଆ ହୋଇଥିବା ମହିଳାଙ୍କୁ ହଟାଇ ଦେଇଥିଲେ । ପରେ ସେମି ଅଟୋମେଟିକ୍ ପିସ୍ତଲରେ ୩ଟି ଗୁଳି ଚଳାଇ ତାଙ୍କୁ ହତ୍ୟା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story