ବିଧାନସଭାରେ ଦୁଷ୍କର୍ମ ମନ୍ତବ୍ୟ ପାଇଁ କ୍ଷମା ମାଗିଲେ କଂଗ୍ରେସ ବିଧାୟକ

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭାରେ ଦୁଷ୍କର୍ମଜନିତ ମନ୍ତବ୍ୟ ପାଇଁ କ୍ଷମା ମାଗିଛନ୍ତି ପୂର୍ବତନ ବାଚସ୍ପତି ଓ କଂଗ୍ରେସର ବରିଷ୍ଠ ବିଧାୟକ କେଆର୍ ରମେଶ କୁମାର। ଗୁରୁବାର ବିଧାନସଭାରେ ସେ ଅତ୍ୟନ୍ତ ଆପତ୍ତିଜନକ ମନ୍ତବ୍ୟ ଦେଇ କହିଥିଲେ ଯେ ଯେତେବେଳେ ଦୁଷ୍କର୍ମ ଅପରିହାର୍ଯ୍ୟ, ସେତେବେଳେ ଏହାର ମଜା ନେବା ଉଚିତ୍। ଏବେ ଏହି ମନ୍ତବ୍ୟକୁ ନେଇ ସେ କ୍ଷମା ମାଗିଛନ୍ତି। ସେ କହିଛନ୍ତି ଯେ ଦୁଷ୍କର୍ମକୁ ନେଇ ମୋ ଦ୍ୱାରା ଦିଆଯାଇଥିବା ମନ୍ତବ୍ୟ ପାଇଁ ମୁଁ କ୍ଷମା ମାଗୁଛି। ମୋର […]

KR-RAMESH

KR-RAMESH

Ranjit Kumar Jena
  • Published: Friday, 17 December 2021
  • Updated: 17 December 2021, 04:49 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭାରେ ଦୁଷ୍କର୍ମଜନିତ ମନ୍ତବ୍ୟ ପାଇଁ କ୍ଷମା ମାଗିଛନ୍ତି ପୂର୍ବତନ ବାଚସ୍ପତି ଓ କଂଗ୍ରେସର ବରିଷ୍ଠ ବିଧାୟକ କେଆର୍ ରମେଶ କୁମାର। ଗୁରୁବାର ବିଧାନସଭାରେ ସେ ଅତ୍ୟନ୍ତ ଆପତ୍ତିଜନକ ମନ୍ତବ୍ୟ ଦେଇ କହିଥିଲେ ଯେ ଯେତେବେଳେ ଦୁଷ୍କର୍ମ ଅପରିହାର୍ଯ୍ୟ, ସେତେବେଳେ ଏହାର ମଜା ନେବା ଉଚିତ୍। ଏବେ ଏହି ମନ୍ତବ୍ୟକୁ ନେଇ ସେ କ୍ଷମା ମାଗିଛନ୍ତି। ସେ କହିଛନ୍ତି ଯେ ଦୁଷ୍କର୍ମକୁ ନେଇ ମୋ ଦ୍ୱାରା ଦିଆଯାଇଥିବା ମନ୍ତବ୍ୟ ପାଇଁ ମୁଁ କ୍ଷମା ମାଗୁଛି। ମୋର ଉଦ୍ଦେଶ୍ୟ ସେଭଳି ନଥିଲା। ଆଗକୁ ମୁଁ ଏଭଳି ଶବ୍ଦ ପ୍ରୟୋଗ ଉପରେ ଧ୍ୟାନ ଦେବି।

ସେ ଟ୍ୱିଟ୍ କରି ଲେଖିଛନ୍ତି, ବିଧାନସଭାରେ ଦୁଷ୍କର୍ମକୁ ନେଇ ଦେଇଥିବା ଅସମ୍ବେଦନଶୀଳ ଓ ଦାୟିତ୍ୱହୀନ ମନ୍ତବ୍ୟ ପାଇଁ ଦୁଃଖିତ। ଯଦି ଏହା ଦ୍ୱାରା ମହିଳାଙ୍କ ଭାବନାକୁ ଆଘାତ ଲାଗଛି, ତାହେଲେ କ୍ଷମା ମାଗିବାକୁ କୁଣ୍ଠାବୋଧ କରିବି ନାହିଁ। ମୁଁ ଅନ୍ତରରୁ କ୍ଷମା ମାଗୁଛି।

ଗୁରୁବାର କର୍ଣ୍ଣାଟକ ବିଧାନସଭାରେ ବର୍ଷା ଓ ବନ୍ୟାରେ ହୋଇଥିବା କ୍ଷୟକ୍ଷତି ଉପରେ ଆଲୋଚନା ବେଳେ ବିଧାୟକ ରମେଶ ତାଙ୍କର ନିର୍ବାଚନ ମଣ୍ଡଳୀର ସମସ୍ୟା କଥା ଉଠାଇବାକୁ ଚାହୁଁଥିଲେ। ବିଧାନସଭା ବାଚସ୍ପତି ବିଶ୍ୱେଶ୍ୱର ହେଗଡେ କାଗେରୀ ସମୟ କମ ଥିବାରୁ ସେ ଆଲୋଚନାକୁ ସନ୍ଧ୍ୟା ୬ଟା ମଧ୍ୟରେ ଶେଷ କରିବାକୁ ଚାହୁଁଥିଲେ। କିନ୍ତୁ ବିରୋଧୀ ବିଧାୟକମାନେ ସମୟ ବଢ଼ାଇବାକୁ ଦାବି କରିଥିଲେ। ତେବେ ବାଚସ୍ପତି ସ୍ମିତ ହାସ୍ୟ ଦେଇ କହିଥିଲେ ଯେ “ଯଦି ସମସ୍ତଙ୍କୁ ସମୟ ଦିଆଯିବ, ତା’ହେଲେ ଅଧିବେଶ କେମିତି ସରିବ? ମୁଁ ଏମିତି ସ୍ଥିତିରେ ଅଛି ଯେଉଁଠାରେ ମୋତେ ମଜା ନେବାକୁ ହେବ ଓ ଆପଣମାନେ ଯାହା କହିବେ ସେଥିରେ ହଁ ଭରିବାକୁ ପଡ଼ିବ। ଠିକ୍ ଅଛି। ମୋତେ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପ୍ରୟାସ ନ କରିବା ଦରକାର? ମୁଁ ଏବେ ଭାବୁଛି ଯେ ମୋତେ ସ୍ଥିତିକୁ ଉପଭୋଗ କରିବା ଦରକାର?

https://twitter.com/AHindinews/status/1471724972640903169?s=20

ଏହାପରେ କଂଗ୍ରେସର ବରିଷ୍ଠ ବିଧାୟକ କେଆର ରମେଶ ଏହି ମନ୍ତବ୍ୟକୁ ଦୁଷ୍କର୍ମ ସହ ତୁଳନା କରିଥିଲେ। ସେ ସ୍ମିତ ହାସ୍ୟ ଦେଇ କହିଥିଲେ ଯେ “କଥାରେ ଅଛି ଯେତେବେଳେ ଆପଣ ଦୁଷ୍କର୍ମକୁ ଅଟକାଇ ପାରିବେ ନାହିଁ କିମ୍ବା ବର୍ତ୍ତିପାରିବେ ନାହିଁ ସେତେବେଳେ ତଳେ ଶୋଇ ପଡ଼ିବେ ଓ ଏହାକୁ ଉପଭୋଗ କରିବା ଉଚିତ। ବର୍ତ୍ତମାନ ଆପଣ ସେଭଳି ସ୍ଥିତିରେ ରହିଛନ୍ତି।” ଏହା ଶୁଣି ବାଚସ୍ପତିଙ୍କ ସମେତ ଗୃହରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟ ହସିବାରେ ଲାଗିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story