କଂଗ୍ରେସ ସଭାପତି ପଦ ନିର୍ବାଚନ ଲାଗି ଆଜି ବିଜ୍ଞପ୍ତି

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ପଦ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି।  ଅକ୍ଟୋବର ୧୭ ତାରିଖରେ ନିର୍ବାଚନ ହେବ ଓ ୧୯ ତାରିଖରେ ଫଳାଫଳ ଘୋଷଣା କରାଯିବ। ଏନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇବ। ଆସନ୍ତା ୨୪ରୁ ୩୦ ମଧ୍ୟରେ ଆଗ୍ରହୀ ପ୍ରାର୍ଥୀ ସେମାନଙ୍କ ନାମାଙ୍କ ପତ୍ର ଦାଖଲ କରିପାରିବେ । ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି ଅକ୍ଟୋବର ୮ । ଏହାପରେ ନୂଆ ସଭାପତି ପ୍ରଦେଶ କଂଗ୍ରେସ ସଭାପତିମାନଙ୍କୁ ନିଯୁକ୍ତ କରିବେ। […]

congress

congress

Tapas Behera
  • Published: Thursday, 22 September 2022
  • Updated: 22 September 2022, 08:23 AM IST

Sports

Latest News

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ପଦ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି।  ଅକ୍ଟୋବର ୧୭ ତାରିଖରେ ନିର୍ବାଚନ ହେବ ଓ ୧୯ ତାରିଖରେ ଫଳାଫଳ ଘୋଷଣା କରାଯିବ। ଏନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇବ। ଆସନ୍ତା ୨୪ରୁ ୩୦ ମଧ୍ୟରେ ଆଗ୍ରହୀ ପ୍ରାର୍ଥୀ ସେମାନଙ୍କ ନାମାଙ୍କ ପତ୍ର ଦାଖଲ କରିପାରିବେ । ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି ଅକ୍ଟୋବର ୮ । ଏହାପରେ ନୂଆ ସଭାପତି ପ୍ରଦେଶ କଂଗ୍ରେସ ସଭାପତିମାନଙ୍କୁ ନିଯୁକ୍ତ କରିବେ।  ନୂଆ ସଭାପତିଙ୍କୁ ଏଥିପାଇଁ କ୍ଷମତା ପ୍ରଦାନ ଲାଗି ପିସିସି ସ୍ତରରେ ସର୍ବସମ୍ମତିରେ ପ୍ରସ୍ତାବ ପାରିତ ହେବ।  ଏନେଇ ଖୁବ୍ ଶୀଘ୍ର ପ୍ରଦେଶ ରିଟର୍ଣ୍ଣି  ଅଧିକାରୀମାନେ ବୈଠକ କରିବେ ବୋଲି ସୂଚନା ମିଳିଛି । ତେବେ ଏଥର ସଭାପତି ନିର୍ବାଚନ ଦୌଡ଼ରେ ଅଶୋକ ଗେହଲଟ ଓ ଶଶି ଥରୁର ଥିବା ଚର୍ଚ୍ଚା ହେଉଛି ।  ତେବେ ରାହୁଲ ସଭାପତି ପଦ ଲାଗି ନାମାଙ୍କନ ଭରିବା ଦାବି ଜଣାଇ ବିଭିନ୍ନ ପ୍ରଦେଶ କଂଗ୍ରେସ ପକ୍ଷରୁ ପ୍ରସ୍ତାବ ପାରିତ ସତ୍ତ୍ୱେ ସେ ରାଜିନଥିବା କୁହାଯାଉଛି ।  ଏଭଳି ସ୍ଥଳେ କଣ ହେଉଛି କଂଗ୍ରେସ ରାଜନୀତି ଓ କିଏ ସଭାପତି ପଦ ନିର୍ବାଚନ ପାଇଁ ନାମାଙ୍କନ ଭରୁଛନ୍ତି ତା ଉପରେ ନଜର ରହିଛି।

ସେହିପରି କଂଗ୍ରେସ ସଭାପତି ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ସଂଖ୍ୟା ବଢ଼ି ଚାଲିଛି କଂଗ୍ରେସ ନେତା ଶଶି ଥରୁର ଏବଂ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କଂଗ୍ରେସ ସଭାପତି ନିର୍ବାଚନ ଲଢ଼ିବେ ବୋଲି ଜଣାପଡ଼ିଥିବା ବେଳେ ଗତକାଲି ଆଉ ଜଣେ ନେତାଙ୍କ ନାମ ମଧ୍ୟ ଏଥିରେ ଯୋଡ଼ି ହୋଇଯାଇଛି

କଂଗ୍ରେସ ନେତା ଦିଗବିଜୟ ସିଂହ ଏନ୍ଡିଟିଭିକୁ ସାକ୍ଷାତକାରଦେଇ ନିର୍ବାଚନ ଲଢ଼ିବା ନେଇ ସୂଚନା ଦେଇଛନ୍ତି ଦିଗ୍ବିଜୟ କହିଛନ୍ତି, ସମସ୍ତଙ୍କର ନିର୍ବାଚନ ଲଢ଼ିବାର ଅଧିକାର ଅଛି କାହାକୁ ଏଥିପାଇଁ ରୋକାଯାଇପାରିବ ନାହିଁ କି କାହାକୁ ନିର୍ବାଚନ ଲଢ଼ିବାପାଇଁ ବାଧ୍ୟ କରାଯାଇପାରିବନି ଅତୀତରେ ମଧ୍ୟ ଦଳରେ ଗାନ୍ଧି ପରିବାର ବାହାରୁ ସଭାପତି ହୋଇଛନ୍ତି ନିର୍ବାଚନ ଲଢ଼ିବା ପ୍ରସଙ୍ଗରେ ଏକ ପ୍ରଶ୍ନର ଉତ୍ତର ଦେଇ ଦିଗ୍ବିଜୟ କହିଛନ୍ତି, ଆଗକୁ ହେଉଛି ଦେଖନ୍ତୁ ସମସ୍ତଙ୍କର ନିର୍ବାଚନ ଲଢ଼ିବାର ଅଧିକାର ଅଛି ଏବଂ ସେପ୍ଟେମ୍ବର ୩୦ ସନ୍ଧ୍ୟାରେ ସବୁକିଛି ସ୍ପଷ୍ଟ ହୋଇଯିବ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story