କନ୍ୟାକୁମାରୀ ଠାରୁ କଶ୍ମୀର: ଆଜିଠୁ କଂଗ୍ରେସର ଭାରତ ଯୋଡୋ ଯାତ୍ରା

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଉଛି କଂଗ୍ରେସର ଭାରତ ଯୋଡୋ ଯାତ୍ରା । ତାମିଲନାଡୁର କନ୍ୟାକୁମାରୀଠାରୁ ଆରମ୍ଭ ହୋଇ ଜମ୍ମୁ କାଶ୍ମୀର ଶ୍ରୀନଗରରେ ଶେଷ ହେବ ଏହି ଯାତ୍ରା।  ୧୨ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଂଚଳ ଦେଇ ଯାତ୍ରା କରିବେ କଂଗ୍ରେସ କର୍ମୀ । କଂଗ୍ରେସ ନେତା ରାହୁଲ ଗାନ୍ଧି କଂଗ୍ରେସର ଏହି ଦେଶବ୍ୟାପୀ ଅଭିଯାନର ଶୁଭାରମ୍ଭ କରିବେ। କନ୍ୟାକୁମାରୀରୁ ଆରମ୍ଭ ହୋଇ ତିରୁଭନନ୍ତପୁରମ, କୋଚି, ନୀଲାମ୍ବୁର, ମହୀଶୁର, ବେଲାରୀ, ରାୟଚୁର, ବିକାରାବାଦ, ନାନ୍ଦେଡ, ଜଲଗା, ଇନ୍ଦୋର, […]

congress

congress

Tapas Behera
  • Published: Wednesday, 07 September 2022
  • Updated: 07 September 2022, 08:15 AM IST

Sports

Latest News

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଉଛି କଂଗ୍ରେସର ଭାରତ ଯୋଡୋ ଯାତ୍ରା । ତାମିଲନାଡୁର କନ୍ୟାକୁମାରୀଠାରୁ ଆରମ୍ଭ ହୋଇ ଜମ୍ମୁ କାଶ୍ମୀର ଶ୍ରୀନଗରରେ ଶେଷ ହେବ ଏହି ଯାତ୍ରା।  ୧୨ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଂଚଳ ଦେଇ ଯାତ୍ରା କରିବେ କଂଗ୍ରେସ କର୍ମୀ । କଂଗ୍ରେସ ନେତା ରାହୁଲ ଗାନ୍ଧି କଂଗ୍ରେସର ଏହି ଦେଶବ୍ୟାପୀ ଅଭିଯାନର ଶୁଭାରମ୍ଭ କରିବେ। କନ୍ୟାକୁମାରୀରୁ ଆରମ୍ଭ ହୋଇ ତିରୁଭନନ୍ତପୁରମ, କୋଚି, ନୀଲାମ୍ବୁର, ମହୀଶୁର, ବେଲାରୀ, ରାୟଚୁର, ବିକାରାବାଦ, ନାନ୍ଦେଡ, ଜଲଗା, ଇନ୍ଦୋର, କୋଟା, ଦୌସା, ଅଲଓ୍ୱର, ବୁଲନ୍ଦଶହର, ଦିଲ୍ଲୀ, ଅମ୍ବାଲା, ପଠାନକୋଟ, ଜମ୍ମୁ ହୋଇ ଶ୍ରୀନଗରରେ ଶେଷ ହେବ ।

କନ୍ୟାକୁମାରୀରେ ଅପରାହ୍ନ ୫ଟାରେ ଏକ ସଭାର କାର୍ଯ୍ୟକ୍ରମ ରହିଛି।   ଏହି ସଭାରେ ଭାରତ ଯୋଡ଼ୋ ଯାତ୍ରା ବିଧିବଦ୍ଧ ଭାବେ ଆରମ୍ଭ କରାଯିବ।  ଯାତ୍ରାରେ କଂଗ୍ରେସ ଦଳୀୟ ପତାକା ବଦଳରେ ତ୍ରିରଙ୍ଗା ନେଇ ଯାତ୍ରା କରିବ । ମୋଟ ୧୧୮ ନେତା ପଦଯାତ୍ରାରେ ସାମିଲ ହେବେ । ପ୍ରତିଦିନ ପ୍ରାୟ ୨୦ରୁ ୨୫ କିଲୋମିଟର ଚାଲିବେ କଂଗ୍ରେସ କର୍ମୀ।  ୧୫୦ ଦିନର ଏହି ଯାତ୍ରାରେ ଦୀର୍ଘ ୩ ହଜାର ୫୭୦ କିଲୋମିଟର ରାସ୍ତା ଅତିକ୍ରମ କରିବେ  କର୍ମୀ ଓ ନେତା ।

ଏହାସହ ଅନ୍ୟ ରାଜ୍ୟରେ ଛୋଟ ଛୋଟ ସ୍ତରର ଭାରତ ଯାତ୍ରାର ମଧ୍ୟ ଆୟୋଜନ କରାଯିବ। କଂଗ୍ରେସରେ ଏହି ଭାରତ ଯୋଡ଼ୋ ଯାତ୍ରା ପରିବର୍ତ୍ତନଶୀଳ ରାଜନୀତି ଉଦ୍ଦେଶ୍ୟରେ କରାଯାଉଛି।  ଅଭିଯାନ ମାଧ୍ୟମରେ ଦେଶର ସମସ୍ତ କଂଗ୍ରେସ କର୍ମୀ ଓ ସଦସ୍ୟଙ୍କୁ ଯୋଡ଼ିବା ଏହି ଅଭିଯାନର ମୂଳ ମନ୍ତ୍ର । ମୁଖ୍ୟତଃ ଏହି ଯାତ୍ରା ଜରିଆରେ କଂଗ୍ରେସର ଟାର୍ଗେଟର ରହିବ ବିଜେପି । ସମାଜରେ ସବୁ ଧର୍ମର ଲୋକ ଏହି ଯାତ୍ରାରେ ସାମିଲ ହେବା ପାଇଁ କଂଗ୍ରେସ ଆହ୍ୱାନ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story