ଶନିବାର କଂଗ୍ରେସ ପାଳିବ 'କିଷାନ ବିଜୟ ଦିବସ'

ନୂଆଦିଲ୍ଲୀ: କେନ୍ଦ୍ର ସରକାର ତିନି କୃଷି ଆଇନ ରଦ୍ଦ କରିଛନ୍ତି। କେନ୍ଦ୍ରର ଏହି ନିଷ୍ପତ୍ତି ଆନ୍ଦୋଳନକାରୀ ଚାଷୀଙ୍କର ବୃହତ ବିଜୟ । ତେଣୁ ଏହାକୁ ସାରା ଦେଶରେ କିଷାନ ‘ବିଜୟ ଦିବସ’ ଭାବେ ପାଳିବ ବୋଲି କଂଗ୍ରେସ ନିଷ୍ପତ୍ତି ନେଇଛି। ଏହି ଅବସରରେ ଶୋଭାଯାତ୍ରା ହେବାର ମଧ୍ୟ ସୂଚନା ରହିଛି। ଏଭଳି କରି ସାରା ଦେଶର ଚାଷୀଙ୍କୁ ସମ୍ମାନ ଜଣାଇବାକୁ ପ୍ରୟାସ କରିଛି କଂଗ୍ରେସ । ଶୁକ୍ରବାର  ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହଠାତ୍ ଦେଶବାସୀଙ୍କୁ ସମ୍ବୋଧିତ କରି ଘୋଷଣା କରିଛନ୍ତି […]

Farmer

Farmer

Madhupriya Mistry
  • Published: Friday, 19 November 2021
  • Updated: 19 November 2021, 07:18 PM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ର ସରକାର ତିନି କୃଷି ଆଇନ ରଦ୍ଦ କରିଛନ୍ତି। କେନ୍ଦ୍ରର ଏହି ନିଷ୍ପତ୍ତି ଆନ୍ଦୋଳନକାରୀ ଚାଷୀଙ୍କର ବୃହତ ବିଜୟ । ତେଣୁ ଏହାକୁ ସାରା ଦେଶରେ କିଷାନ ‘ବିଜୟ ଦିବସ’ ଭାବେ ପାଳିବ ବୋଲି କଂଗ୍ରେସ ନିଷ୍ପତ୍ତି ନେଇଛି। ଏହି ଅବସରରେ ଶୋଭାଯାତ୍ରା ହେବାର ମଧ୍ୟ ସୂଚନା ରହିଛି। ଏଭଳି କରି ସାରା ଦେଶର ଚାଷୀଙ୍କୁ ସମ୍ମାନ ଜଣାଇବାକୁ ପ୍ରୟାସ କରିଛି କଂଗ୍ରେସ ।

ଶୁକ୍ରବାର  ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହଠାତ୍ ଦେଶବାସୀଙ୍କୁ ସମ୍ବୋଧିତ କରି ଘୋଷଣା କରିଛନ୍ତି ଯେ ସେପ୍ଟେମ୍ବର ୨୦୨୦ରେ ପାରିତ ହୋଇଥିବା ତିନି କୃଷି ଆଇନକୁ କେନ୍ଦ୍ର ସରକାର ରଦ୍ଦ କରିଛନ୍ତି। ଯାହାକୁ ଦିଲ୍ଲୀ ସୀମାରେ ବସିଥିବା ରାଜ୍ୟର କିଛି ଚାଷୀ ବିରୋଧ କରି ଆସୁଛନ୍ତି। ତିନି କୃଷି ଆଇନ୍ ପ୍ରତ୍ୟାହାର କରୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ କ୍ଷମା ମାଗିଛନ୍ତି।

ସବୁଠୁ ବଡ କଥା ହେଲା ଚାଷୀଙ୍କ ଆନ୍ଦୋଳନକୁ ଇତି ମଧ୍ୟରେ ବର୍ଷେ ପୂରଣ ହୋଇଛି। ଡିସେମ୍ବରରେ ଶୀତ ଅଧିବେଶନ ବସିବାକୁ ଯାଉଥିବା ବେଳେ ଆନ୍ଦୋଳନକାରୀ ଚାଷୀ ସଂସଦ ଘେରିବାକୁ ଯୋଜନା କରିଥିଲେ। ହେଲେ ଏହା ପୂର୍ବରୁ କେନ୍ଦ୍ର ସରକାର ତିନି କୃଷି ଆଇନ ପ୍ରତ୍ୟାହାର କରିଛନ୍ତି। ଆଉ ଦୀର୍ଘ ଦିନ ଧରି ଚାଷୀ ଯେଉଁ ଆନ୍ଦୋଳନ କରୁଥିଲେ ସେଥିରେ ବିଜୟୀ ହୋଇଛନ୍ତି।

ମୋଦି କହିଛନ୍ତି ଯେ ତାଙ୍କ ସରକାର ଭାରତର କୃଷକମାନଙ୍କୁ ଉନ୍ନତ କରିଛନ୍ତି ଏବଂ ସେମାନଙ୍କୁ ସାହାଯ୍ୟ କରିବା ପାଇଁ “ସବୁକିଛି ସମ୍ଭବ” କରିଛନ୍ତି। କିନ୍ତୁ ନିଜ ଅଭିଭାଷଣର ୧୦ ମିନିଟ କହିବା ପରେ ତାଙ୍କ ସରକାର ଆଣିଥିବା ତିନି କୃଷି ଆଇନକୁ ପ୍ରଶଂସା କରିଥିଲେ। ଏପରି କହି ଚାଷୀ ସଂଗଠନ ଏବଂ ତାଙ୍କ ସରକାର ମଧ୍ୟରେ ଥିବା ଦୂରତାକୁ କମାଇବାକୁ ଚେଷ୍ଟା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story