ଜେଲ୍‌ରେ ଭିତରେ ଅନଶନରେ ସୁକେଶ, ପତ୍ନୀଙ୍କ ସହ ରହିବାକୁ ଜିଦ୍‌

ନୂଆଦିଲ୍ଲୀ: ଅନଶନରେ ୨୦୦ କୋଟି ଟଙ୍କାର ଠକେଇ ମାମଲାରେ ଗିରଫ ହୋଇଥିବା ମହାଠକ ସୁକେଶ ଚନ୍ଦ୍ର ଶେଖର। ଜେଲ୍‌ରେ ଭିତରେ ଛାଡିଲା ଖାଦ୍ୟ। ତିହାର ଜେଲ୍‌ ଭିତରେ ଭୋକ ଉପବାସରେ କାଟୁଛି ଦିନ। ଦିନକୁ ଦିନ କରୁଛି ନୂଆ ନୂଆ ଡିମାଣ୍ଡ। ଏବେ ନିଜ ପତ୍ନୀ ଲୀନା ମାରିୟା ସହ ରହିବା ପାଇଁ ସେ ଜିଦ୍‌ ଧରି ବସିଛି। ସୁକେଶର ଏହି ଜିଦ୍‌ ଜେଲ୍‌ ପ୍ରଶାସନର ମୁଣ୍ଡାବିନ୍ଧାର କାରଣ ପାଲଟିଛି। ଦିଲ୍ଲୀ ତିହାର ଜେଲରେ ଥିବା ସୁକେଶ […]

Sukesh and lina

Sukesh and lina

Madhupriya Mistry
  • Published: Tuesday, 17 May 2022
  • Updated: 17 May 2022, 05:47 PM IST

ନୂଆଦିଲ୍ଲୀ: ଅନଶନରେ ୨୦୦ କୋଟି ଟଙ୍କାର ଠକେଇ ମାମଲାରେ ଗିରଫ ହୋଇଥିବା ମହାଠକ ସୁକେଶ ଚନ୍ଦ୍ର ଶେଖର। ଜେଲ୍‌ରେ ଭିତରେ ଛାଡିଲା ଖାଦ୍ୟ। ତିହାର ଜେଲ୍‌ ଭିତରେ ଭୋକ ଉପବାସରେ କାଟୁଛି ଦିନ। ଦିନକୁ ଦିନ କରୁଛି ନୂଆ ନୂଆ ଡିମାଣ୍ଡ। ଏବେ ନିଜ ପତ୍ନୀ ଲୀନା ମାରିୟା ସହ ରହିବା ପାଇଁ ସେ ଜିଦ୍‌ ଧରି ବସିଛି। ସୁକେଶର ଏହି ଜିଦ୍‌ ଜେଲ୍‌ ପ୍ରଶାସନର ମୁଣ୍ଡାବିନ୍ଧାର କାରଣ ପାଲଟିଛି।

ଦିଲ୍ଲୀ ତିହାର ଜେଲରେ ଥିବା ସୁକେଶ ଏବେ ନିଜ ପତ୍ନୀଙ୍କ ସହ ରହିବାକୁ ଜେଲରେ ରହି ଅନଶନ ଜାରି ରଖିଛି । ତିହାର ଜେଲର ଡିଜି କହିଛନ୍ତି କି ସୁକେଶ ଦାବି କରିଛି ଯେ, ଜେଲର ୬ ନମ୍ବର ମହିଳା କୋଠରୀରେ ବନ୍ଦୀଥିବା ତାଙ୍କ ପତ୍ନୀ ଲୀନା ମାରିୟାଙ୍କ ସହ ରହିବାକୁ ଚାହୁଁଛି।

ଜେଲ୍‌ ଡିଜିଙ୍କ କହିବା ମୁତାବକ, ଠକ ସୁକେଶ ନିଜ ପତ୍ନୀଙ୍କୁ ଭେଟିବା ଜିଦ୍‌ରେ ଗତ ଏପ୍ରିଲ ୨୩ରୁ ମେ' ୨ ଓ ପରେ ମେ' ୪ରୁ ମେ' ୧୨ ଯାଏ ଅନଶନ କରି ସାରିଲାଣି। ଏହି ସମୟରେ ସେ ଭୋକ ଉପବାସରେ ଥିଲା। ଫଳରେ ଯେପରି ତା' ସ୍ୱାସ୍ଥ୍ୟାବସ୍ଥା ନ ବିଗିଡେ ସେଥିପାଇଁ ଜେଲ୍‌ କ୍ଲିନିକ୍‌ରେ ତାକୁ ଗ୍ଲୁକୋଜ ସାଲାଇନ୍‌ ଲଗାଇବାକୁ ପଡିଥିଲା।

ସେପଟେ ସୁକେଶର ନିଜ ପତ୍ନୀଙ୍କ ସହ ରହିବା ଜିଦ୍‌ ଏବେ ଜେଲ୍‌ରଙ୍କ ଅଡୁଆ ଆହୁରି ବଢ଼ାଇ ଦେଇଛି। ପୂର୍ବରୁ ସୁକେଶକୁ ପତ୍ନୀଙ୍କୁ ମାସରେ ଦୁଇ ଥର ଭେଟିବାକୁ ଅନୁମତି ମିଳିଛି। ମାସର ପ୍ରତି ପ୍ରଥମ ଓ ତୃତୀୟ ଶନିବାର ସେ ପତ୍ନୀ ଲୀନାଙ୍କ ଭେଟିପାରିବେ ବୋଲି ଅନୁମତି ରହିଛି। ଏହି ସୁବିଧା କେବଳ ସୁକେଶଙ୍କୁ ହିଁ ମିଳିଛି, ଅନ୍ୟ କଏଦୀଙ୍କୁ ଦିଆଯାଇ ନାହିଁ। ଏହା ବାଦ୍‌ ବି ସୁକେଶ ନିଜ ପତ୍ନୀକୁ ଭେଟିବା ପାଇଁ ଓ ତାଙ୍କ ସହ ରହିବା ପାଇଁ ଜିଦ୍‌ ଧରି ବସିଛି। ସମସ୍ତ ଆଇନ କାନୁନକୁ ଭାଙ୍ଗି ସୁକେଶ ନିଜ ପତ୍ନୀଙ୍କୁ ଭେଟିବାକୁ ଚାହୁଁଛି। କିନ୍ତୁ ଜେଲ ପ୍ରଶାସନ ଏହାକୁ ଅନୁମତି ଦେଉନାହିଁ।

ମହାଠକ ସୁକେଶ ୧୭ ବର୍ଷ ବୟସରୁ ନିଜର ଅପରାଧିକ କାର୍ଯ୍ୟକଳାପ ଆରମ୍ଭ କରିଥିଲା। ସେ ନିଜକୁ ଜଣେ ବରିଷ୍ଠ ଅଧିକାରୀର ପରିଚୟ ଦେଇ ଲୋକଙ୍କ ଠାରୁ ଫୋନ ମାଧ୍ୟମରେ କୋଟି କୋଟି ଟଙ୍କା ଚାନ୍ଦା ଆଦାୟ କରୁଥିଲା। ଏହି ଚାନ୍ଦା ଅର୍ଥରେ ସେ ବଲିଉଡର କିଛି ନାମିଦାମୀ ଅଭିନେତ୍ରୀଙ୍କୁ ଲଗ୍‌ଜୁରୀ ଉପହାର ଦେଇ ସେମାନଙ୍କ ସହ ପ୍ରେମ ସମ୍ପର୍କ ରଖିଥିବା କଥା ଇଡି ଖୁଲାସା କରିଛି। ଏହି ଠକେଇ ମାମଲାରେ ସୁକେଶ ଚନ୍ଦ୍ର ଶେଖରଙ୍କ ପତ୍ନୀ ମଧ୍ୟ ସମାନ ଭାବେ ଭାଗିଦାରୀ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story