ଦିଲ୍ଲୀ ପ୍ରଦୂଷଣ: ପ୍ରଧାନ ବିଚାରପତି କହିଲେ ସବୁ କଥାରେ କୋର୍ଟ ମୁଣ୍ଡ ଖେଳାଇ ପାରିବନି

ନୂଆଦିଲ୍ଲୀ: ପଡ଼ୋଶୀ ରାଜ୍ୟରେ କ୍ଷେତରେ ନଡ଼ା ପୋଡ଼ି କାରଣରୁ ଦିଲ୍ଲୀରେ ସୃଷ୍ଟି ହେଉଥିବା ପ୍ରଦୂଷଣ ନେଇ ସୁପ୍ରିମକୋର୍ଟରେ ମାମଲା ଦାୟର କରାଯାଇଛି। ଏହି ମାମଲାରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡି.ୱାଇ. ଚନ୍ଦ୍ରୁଚୂଡ଼ କହିଛନ୍ତି ଯେ, ଆମେ କଣ ସବୁ କିଛି ବ୍ୟାନ କରିବାକୁ କହିପାରିବୁ। ଆପଣ ଭାବୁଛନ୍ତି କି ସବୁ ସମସ୍ୟାର ସମାଧାନ ପାଇଁ ଆମେ ସବୁ କିଛି ବନ୍ଦ କରିଦେବୁ।  ଆମେ ସବୁ କିଛି ବନ୍ଦ କରିପାରିବାକି ବୋଲି ପ୍ରଧାନ ବିଚାରରପତି ଆବେଦନକାରୀଙ୍କୁ ପ୍ରଶ୍ନ କରିଛନ୍ତି। […]

supreme-court

supreme-court

Tapas Behera
  • Published: Thursday, 10 November 2022
  • Updated: 10 November 2022, 04:37 PM IST

Sports

Latest News

ନୂଆଦିଲ୍ଲୀ: ପଡ଼ୋଶୀ ରାଜ୍ୟରେ କ୍ଷେତରେ ନଡ଼ା ପୋଡ଼ି କାରଣରୁ ଦିଲ୍ଲୀରେ ସୃଷ୍ଟି ହେଉଥିବା ପ୍ରଦୂଷଣ ନେଇ ସୁପ୍ରିମକୋର୍ଟରେ ମାମଲା ଦାୟର କରାଯାଇଛି। ଏହି ମାମଲାରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡି.ୱାଇ. ଚନ୍ଦ୍ରୁଚୂଡ଼ କହିଛନ୍ତି ଯେ, ଆମେ କଣ ସବୁ କିଛି ବ୍ୟାନ କରିବାକୁ କହିପାରିବୁ। ଆପଣ ଭାବୁଛନ୍ତି କି ସବୁ ସମସ୍ୟାର ସମାଧାନ ପାଇଁ ଆମେ ସବୁ କିଛି ବନ୍ଦ କରିଦେବୁ।  ଆମେ ସବୁ କିଛି ବନ୍ଦ କରିପାରିବାକି ବୋଲି ପ୍ରଧାନ ବିଚାରରପତି ଆବେଦନକାରୀଙ୍କୁ ପ୍ରଶ୍ନ କରିଛନ୍ତି। ଦିଲ୍ଲୀ ପ୍ରଦୂଷଣ ପାଇଁ ତୁରନ୍ତ ଶୁଣାଣି କରିବାକୁ ହୋଇଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି । ଆମେ ନ୍ୟାୟିକ ପକ୍ଷ ନେଇ କେସ୍‌ ଡିଲ କରିବା ଉଚିତ।  ସବୁ ପ୍ରସଙ୍ଗରେ କୋର୍ଟ ମୁଣ୍ଡ ଖେଳେଇ ପାରିବ ନାହିଁ। କୋର୍ଟ ତୁରନ୍ତ ଏହି ମାମଲାର ଶୁଣାଣି କରିପାରିବ ନାହିଁ।  ତେବେ ଏକ ନିର୍ଦ୍ଦିଷ୍ଟ ସମୟମୀମା ମଧ୍ୟରେ ଏହାର ଶୁଣାଣି ହେବ ବୋଲି ପ୍ରଧାନ ବିଚାରପତି  କହିଛନ୍ତି ।

ପଡ଼ୋଶୀ ରାଜ୍ୟରେ କ୍ଷେତରେ ନଡ଼ା ଜାଳିବା ଯୋଗୁ ଦିଲ୍ଲୀରେ ପ୍ରଦୂଷଣ ଉତ୍କଟ ହେଉଛି। ତେଣୁ କ୍ଷେତରେ ନଡ଼ାରେ ଜାଳିବାକୁ ବନ୍ଦ ଲାଗି ନିର୍ଦ୍ଦେଶ ଦେବାକୁ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରାଯାଥଥିଲା।  ଦିଲ୍ଲୀ ବାୟୁମାନରେ ସାମାନ୍ୟ ଉନ୍ନତି ଘଟି ଥିଲେ ବି ଏହା ‘ଅତ୍ୟନ୍ତ ଖରାପ’ ବର୍ଗରେ ରହିଛି । କାରଣ ଧୂଆଁର ଘନ ବାଦଲ ଜାତୀୟ ରାଜଧାନୀ ଅଞ୍ଚଳକୁ ଆଚ୍ଛାଦିତ କରି ରଖିଛି। ଜାତୀୟ ରାଜଧାନୀରେ ସୁସ୍ଥ ଲୋକମାନେ ଧୂଆଁ ଓ ବାୟୁ ପ୍ରଦୂଷଣ ହେତୁ ଅଣନିଶ୍ବାସୀ ଲାଗିବା ଓ ଆଖି ପୋଡ଼ିବା ଆଦି ଅଭିଯୋଗ କରୁଛନ୍ତି। ବାୟୁମାନରେ ସାମାନ୍ୟ ଉନ୍ନତି ଘଟିବା ପରେ ବି ଅବସ୍ଥା ସୁଧୁରି ନାହିଁ ।

ପଞ୍ଜାବ ଓ ହରିୟାଣାରେ ଅମଳ ପରବର୍ତ୍ତି ସମୟରେ କ୍ଷେତରେ ନଡ଼ା ଜଳାଯାଉଥିବାରୁ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା କ୍ରମାଗତ ଭାବେ ବଢି ଚାଲିଛି । ଯାହାକୁ ନେଇ ଆଜି ସର୍ବୋଚ୍ଚ ଅଦାଲତରେ ଏକ ଜନସ୍ବାର୍ଥ ମାମଲା ଦାୟର କରାଯାଇଛି । ଏହା ଏକ ସମ୍ବେଦନଶୀଳ ମାମଲା ଓ ଏହା ଲୋକଙ୍କ ଜୀବନ ସହିତ ଜଡ଼ିତ ଥିବାରୁ ଶୀଘ୍ର ଶୁଣାଣି ପାଇଁ ପ୍ରଧାନ ବିଚାରପତି ଜଷ୍ଟିସ୍ ୟୁୟୁ ଲଳିତଙ୍କୁ ଗୁହାରି କରିଥିଲେ ଆବେଦନକାରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story