ମେଡିକାଲ୍ କଲେଜରେ ଫୁଟିଲା କରୋନା ବୋମା, ୧୮୨ ପଜିଟିଭ୍

ବେଙ୍ଗାଲୁରୁ: କର୍ଣ୍ଣାଟକର ଧାରୱାଡରେ ଏକ ମେଡିକାଲ୍ କଲେଜରେ ହୋଇଥିବା ଫ୍ରେଶର୍ ପାର୍ଟିରେ କରୋନା କହର୍ ଦେଖିବାକୁ ମିଳିଛି। ଦିନକରେ ସେଠାରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇଗୁଣା ବଢ଼ିଯାଇଛି। ଗୁରୁବାର ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୬ ଥିଲା। ହେଲେ ଆଜି ଆଉ ୧୧୬ ଜଣ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଛି। ଏଥିସହ କଲେଜରେ କରୋନାଭାଇରସ୍ ସଂକ୍ରମିତଙ୍କ ସଂଖ୍ୟା ୧୮୨ରେ ପହଞ୍ଚିଯାଇଛି। କଲେଜ ଅଧିକାରୀଙ୍କ କହିବା ଅନୁଯାୟୀ, ଅଧିକାଂଶ ସଂକ୍ରମିତ ଭ୍ୟାକସିନର ଦୁଇଟି ଯାକ ଡୋଜ୍ ନେଇସାରିଥିଲେ। ନିକଟରେ କଲେଜ […]

dharwad

dharwad

Ranjit Kumar Jena
  • Published: Friday, 26 November 2021
  • Updated: 26 November 2021, 01:58 PM IST

Sports

Latest News

ବେଙ୍ଗାଲୁରୁ: କର୍ଣ୍ଣାଟକର ଧାରୱାଡରେ ଏକ ମେଡିକାଲ୍ କଲେଜରେ ହୋଇଥିବା ଫ୍ରେଶର୍ ପାର୍ଟିରେ କରୋନା କହର୍ ଦେଖିବାକୁ ମିଳିଛି। ଦିନକରେ ସେଠାରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇଗୁଣା ବଢ଼ିଯାଇଛି। ଗୁରୁବାର ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୬ ଥିଲା। ହେଲେ ଆଜି ଆଉ ୧୧୬ ଜଣ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଛି। ଏଥିସହ କଲେଜରେ କରୋନାଭାଇରସ୍ ସଂକ୍ରମିତଙ୍କ ସଂଖ୍ୟା ୧୮୨ରେ ପହଞ୍ଚିଯାଇଛି।

କଲେଜ ଅଧିକାରୀଙ୍କ କହିବା ଅନୁଯାୟୀ, ଅଧିକାଂଶ ସଂକ୍ରମିତ ଭ୍ୟାକସିନର ଦୁଇଟି ଯାକ ଡୋଜ୍ ନେଇସାରିଥିଲେ। ନିକଟରେ କଲେଜ ପରିସରରେ ଏକ ଫ୍ରେଶର୍ ପାର୍ଟି ହୋଇଥିଲା। ଯାହା ପରେ ଏଠାରେ କରୋନାର ନୂଆ ସଂକ୍ରମିତଙ୍କ ସଂଖ୍ୟା ଲଗାତାର ବଢ଼ିଛି। ସଂକ୍ରମିତ ହୋଇଥିବା ଲୋକଙ୍କ ସାମ୍ପଲ ଜିନୋମ୍ ସିକ୍ୱେନ୍ସିଂ ପାଇଁ ପଠାଇ ଦିଆଯାଇଛି। ଯେଉଁଥିରୁ ଜଣାପଡ଼ିବ ଯେ ଏହି ସଂକ୍ରମିତ ପଛରେ ନୂଆ ଭାରିଆଣ୍ଟ ଅଛି ନା ନାହିଁ।

ମେଡିକାଲ୍ କଲେଜରେ ପଢ଼ୁଥିବା ମୋଟ ୪୦୦ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩୦୦ ଜଣଙ୍କର କୋଭିଡ୍ ଟେଷ୍ଟ କରାଯାଇଛି। ଅଧିକାରୀଙ୍କ କହିବା ମୁତାବକ, ସପ୍ତାହକ ତଳେ ହୋଇଥିବା କାର୍ଯ୍ୟକ୍ରମରେ ଏହି ସଂକ୍ରମଣ ବ୍ୟାପିଛି। ବର୍ତ୍ତମାନ ଏତେ ସଂଖ୍ୟାରେ ଛାତ୍ରଙ୍କ ସଂକ୍ରମିତ ହେବା, ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି।

ସଂକ୍ରମିତ ହୋଇଥିବା ଲୋକଙ୍କୁ କଲେଜ ପରିସର ଭିତରେ କ୍ୱାରେଣ୍ଟାଇନରେ ରଖାଯାଇଛି ଏବଂ ସୁରକ୍ଷା ଦୃଷ୍ଟିରୁ ଦୁଇଟି ହଷ୍ଟେଲକୁ ସିଲ୍ କରିଦିଆଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଆଜି କଲେଜ ଓ ମେଡିକାଲରେ ୩୦୦୦ରୁ ଅଧିକ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ କୋଭିଡ୍-୧୯ ଟେଷ୍ଟ କରିବାକୁ ନିଷ୍ପତ୍ତି ନେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story