ଶକ୍ତିଶାଳୀ ହେଉଛି ଘୂର୍ଣ୍ଣିଝଡ 'ତଉକତେ', ଜାଣନ୍ତୁ ଏହାର ଅର୍ଥ

ନୂଆଦିଲ୍ଲୀ: କରୋନା ମହାମାରୀ ବେଳେ ଦେଶକୁ ମାଡ଼ି ଆସୁଛି ଆଉ ଏକ ବିପତ୍ତି। ଆରବ ମହାସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ଧୀରେ ଧୀରେ ଏହା ଶକ୍ତିଶାଳୀ ହୋଇ ଗୁଜୁରାଟ, ଡାମନ-ଡିୟୁ ଓ ଦାଦ୍ରା-ନାଗର ହାବେଳି ଆଡକୁ ଗତି କରୁଛି। ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟା ଭିତରେ ମାୟାନଗରୀ ମୁମ୍ବାଇରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏଥି ସହିତ ପ୍ରବଳ ବେଗରେ ପବନ ବୋହିବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପୂର୍ବାନୁମାନ କରିଛି। ଚଳିତବର୍ଷ ଏହା […]

taukate

taukate

Subhransu Sekhar
  • Published: Saturday, 15 May 2021
  • Updated: 17 May 2021, 05:16 PM IST

Sports

Latest News

ନୂଆଦିଲ୍ଲୀ: କରୋନା ମହାମାରୀ ବେଳେ ଦେଶକୁ ମାଡ଼ି ଆସୁଛି ଆଉ ଏକ ବିପତ୍ତି। ଆରବ ମହାସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ଧୀରେ ଧୀରେ ଏହା ଶକ୍ତିଶାଳୀ ହୋଇ ଗୁଜୁରାଟ, ଡାମନ-ଡିୟୁ ଓ ଦାଦ୍ରା-ନାଗର ହାବେଳି ଆଡକୁ ଗତି କରୁଛି। ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟା ଭିତରେ ମାୟାନଗରୀ ମୁମ୍ବାଇରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏଥି ସହିତ ପ୍ରବଳ ବେଗରେ ପବନ ବୋହିବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପୂର୍ବାନୁମାନ କରିଛି। ଚଳିତବର୍ଷ ଏହା ହେଉଛି ପ୍ରଥମ ବାତ୍ୟା। ଏହାର ନାଁ ହେଉଛି 'ତଉକତେ’।

ତେବେ ଏଠି ପ୍ରଶ୍ନ ଉଠୁଛି 'ତଉକତେ’ର ଅର୍ଥ କଣ? ଏହି ବାତ୍ୟାର ନାଁ କେଉଁ ଦେଶ ରଖିଛି? ତାହାହେଲେ ଆସନ୍ତୁ ଏହା ଉପରୁ ପର୍ଦ୍ଦା ହଟାଇବା। 'ତଉକତେ’ର ନାଁ ମିଆଁମାର ରଖିଛି। ବର୍ମା ଶବ୍ଦ ଅନୁସାରେ 'ତଉକତେ’ ଅର୍ଥ ହେଉଛି ‘ଗେକୋ’। ଅର୍ଥାତ୍ 'ଝିଟିପିଟି'। 

ସାଧାରଣତଃ ଯେଉଁ ସବୁ ସାଇକ୍ଲୋନ୍‌ ଆସେ, ତା’ର ନାମକରଣ ପ୍ୟାନେଲ୍ ଅଫ୍ ଟ୍ରପିକାଲ୍ ସାଇକ୍ଲୋନ୍ ଦ୍ୱାରା ନାମିତ କରାଯାଏ। ଏହି ପ୍ୟାନେଲରେ ୧୩ ଟି ଦେଶ ଭାରତ, ବାଂଲାଦେଶ, ମିଆଁମାର, ପାକିସ୍ଥାନ, ମାଳଦ୍ୱୀପ, ଓମାନ, ଶ୍ରୀଲଙ୍କା, ଥାଇଲ୍ୟାଣ୍ଡ, ଇରାନ, କାତାର, ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ ଓ ୟେମେନ ରହିଛନ୍ତି। ଏହି ୧୩ଟି ଦେଶ ଘୂର୍ଣ୍ଣିବଳୟର ନାମକରଣ କରନ୍ତି।

୨୦୦୪ରେ ଏହି ଗ୍ରୁପରେ ସାମିଲ୍ ହୋଇଥିଲେ ଆଠଟି ଦେଶ। ଆଉ ପ୍ରତ୍ୟେକ ଦଳ ୮ଟି ଲେଖାଏଁ ନାମକରଣ କରି ମୋଟ୍ ୬୪ ନାମ ଦେଇଥିଲେ। ଗତ ବର୍ଷ ମେ ମାସରେ ଭାରତରେ ଲ୍ୟାଣ୍ଡଫଲ କରିଥିବା ସାଇକ୍ଲୋନ୍ ଆମଫାନ୍ ସେହି ତାଲିକାର ଶେଷ ନାମ ଥିଲା। ଅର୍ଥାତ୍ ୬୪ ନମ୍ୱର ଥିଲା। ଆଉ ଏହି ତାଲିକାରେ ଆରବ ସାଗରରେ ସୃଷ୍ଟି ହୋଇଥିଲା ଏକ ଘୂର୍ଣ୍ଣିବଳୟ ନିସର୍ଗ। ଯାହାକି ଏହି ତାଲିକାର ପ୍ରଥମ ନାମ। ଏହାର ନାମ ବାଂଲାଦେଶ ରଖିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story