ମୂର୍ତ୍ତି ଛୁଇଁ ଦେବାରୁ ଦଳିତ ପରିବାରକୁ  ୬୦,୦୦୦ ଟଙ୍କା ଜରିମାନା

ବେଙ୍ଗାଲୁରୁ: ଏବେବି ରହିଛି ଛୁଆଁ-ଅଛୁଆଁ ଭେଦଭାବ। ଦଳିତ ବର୍ଗର ଲୋକେ ଏବେ ବି ଜାତିଭେଦ ଭଳି କୁତ୍ସିତ ପରମ୍ପରାର ଶିକାର ହେଉଛନ୍ତି। ଏହାର ଏକ ସଦ୍ୟ ଉଦାହରଣ କର୍ଣ୍ଣାଟକର କୋଲାର ଜିଲ୍ଲାରେ ଉଲ୍ଲେରାହାଲି ଗ୍ରାମରେ ଦେଖିବାକୁ ମିଳିଛି। ମୂର୍ତ୍ତି ଛୁଇଁଦେବାରୁ ଜଣେ ଦଳିତ ପରିବାରକୁ ହୋଇଛି ୬୦,୦୦୦ ଟଙ୍କା ଜରିମାନା। ଦକ୍ଷିଶ ଭାରତର  ପ୍ରସିଦ୍ଧ ମୂର୍ତ୍ତି  ସିଦ୍ଦିରନ୍ନା ମୂର୍ତ୍ତି ଛୁଇଁ ଦେବାରୁ ସମ୍ପୃକ୍ତ ପରିବାରକୁ ମୋଟା ଅଙ୍କର ତଣ୍ଡ ହୋ‌ଇଛି। ଗତ ସେପ୍ଟେମ୍ବର ୮ରେ ଏହି ଘଟଣା […]

jjjj

jjjj

Tapas Behera
  • Published: Thursday, 22 September 2022
  • Updated: 22 September 2022, 11:11 AM IST

Sports

Latest News

ବେଙ୍ଗାଲୁରୁ: ଏବେବି ରହିଛି ଛୁଆଁ-ଅଛୁଆଁ ଭେଦଭାବ। ଦଳିତ ବର୍ଗର ଲୋକେ ଏବେ ବି ଜାତିଭେଦ ଭଳି କୁତ୍ସିତ ପରମ୍ପରାର ଶିକାର ହେଉଛନ୍ତି। ଏହାର ଏକ ସଦ୍ୟ ଉଦାହରଣ କର୍ଣ୍ଣାଟକର କୋଲାର ଜିଲ୍ଲାରେ ଉଲ୍ଲେରାହାଲି ଗ୍ରାମରେ ଦେଖିବାକୁ ମିଳିଛି। ମୂର୍ତ୍ତି ଛୁଇଁଦେବାରୁ ଜଣେ ଦଳିତ ପରିବାରକୁ ହୋଇଛି ୬୦,୦୦୦ ଟଙ୍କା ଜରିମାନା। ଦକ୍ଷିଶ ଭାରତର  ପ୍ରସିଦ୍ଧ ମୂର୍ତ୍ତି  ସିଦ୍ଦିରନ୍ନା ମୂର୍ତ୍ତି ଛୁଇଁ ଦେବାରୁ ସମ୍ପୃକ୍ତ ପରିବାରକୁ ମୋଟା ଅଙ୍କର ତଣ୍ଡ ହୋ‌ଇଛି। ଗତ ସେପ୍ଟେମ୍ବର

୮ରେ ଏହି ଘଟଣା ଘଟିଛି। ଏହି ଦିନ ଗ୍ରାମବାସୀମାନେ ଏଠାରେ  ଭୁତୟାମା ମେଳା କରିଥିଲେ। ହେଲେ ଏହି ମେଳାକୁ ଦଳିତମାନଙ୍କୁ ପ୍ରବେଶ ବାରଣ ଥିଲା।  ଗାଁରେ ଥିବା ମନ୍ଦିର ଛୁଇଁବାକୁ ଦଳିତମାନଙ୍କୁ ମନା କରାଯାଇଥିଲା।  କିନ୍ତୁ ଏହି ସମୟରେ ଗାଁର ରମେଶ ନାମକ ଜଣେ ବ୍ୟକ୍ତିଙ୍କ ୧୫ ବର୍ଷର ପୁଅ ସେଠାରେ ଥିବା ସିଦ୍ଦିରନ୍ନା ମୂର୍ତ୍ତି ସହ ସଂଲଗ୍ନ ଖମ୍ବକୁ ଛୁଇଁ ଦେଇଥିଲେ। ଗାଁରେ ଭେଙ୍କଟେସ୍ପା ନାମକ ଜଣେ ବ୍ୟକ୍ତି ଏହାକୁ ନଜର କରିଥିଲେ। ଏହା ପରେ ସେ ଗାଁରେ ଥିବା  ପ୍ରଥା ପରମ୍ପରାକୁ ଉଲ୍ଲଂଘନ କରାଯାଇଥିବା ଅଭିଯୋଗ କରିଥିଲେ । ଗ୍ରାମବାସୀଙ୍କ ମତରେ ଖମ୍ବଟି ଅଛୁଆଁ ହୋଇଗଲା। ପରେ ଗ୍ରାମବାସୀମାନେ ସମ୍ପୃକ୍ତ ପରିବାକୁ ସମନ କରିଥିଲେ। ଗାଁରେ ପଞ୍ଜାୟତ ଡାକି ସର୍ବସମ୍ମୁଖଣେ ରମେଶଙ୍କୁ ଗାଳି ମନ୍ଦ କରିବା ସହ ଅପମାନିତ କରିଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ, ମୂର୍ତ୍ତିକୁ ଦଳିତ ଛୁଇଁବାରୁ ଏହା ଅସୁଦ୍ଧ ହୋଇଗଲା।

ସେଥିପାଇଁ ରମେଶଙ୍କୁ ଭୁଲର ମାର୍ଜନା କରିବାକୁ ପଡ଼ିବ। ତେଣୁ ରମେଣଙ୍କ ପରେ ୬୦,୦୦୦ ଟଙ୍କା ଜାରିମାନା କରାଯାଇଛି। ଏହି ଜରିମାନା ରମେଶଙ୍କୁ ଅକ୍ଟୋବର ୧ରେ ଦେବାକୁ କୁହାଯାଇଛି। କେବଳ ସେକତିକ ନୁହଁ ଧାର୍ଯ୍ୟ ସମୟ ମଧ୍ୟରେ ଅର୍ଥ ନଦେଲେ ରମେଶଙ୍କୁ ଚେତାବଦନୀ ଦିଆଯାଇଛି। ଦଣ୍ଡସୂରୁପ ତାଙ୍କୁ ଗାଁରୁ ବିତାଡ଼ିତ କରିଦିଆଯିବ। ଏନେଇ ମାମଲା ଥାନାରେ ପହଞ୍ଚିବା ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ଘଟଣା ପୁଲିସ ୮ ଜଣଙ୍କୁ ଗିରଫ କରିଛି। ପୁଲିସ ନିକଟରେ  ରମେଶଙ୍କ ପତ୍ନୀ ଶୋଭା ଅଭିଯୋଗ କରିଥିଲେ। ଗାଁରେ ଉଚ୍ଚ ଜାତିର ଲୋକମାନେ ତାଙ୍କୁ ବାରମ୍ବାର ଧମକ ଦେଇ ଆସୁଥିବା ସେ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story