ବଢ଼ିଲା ସର୍ବନିମ୍ନ ଫ୍ୟାମିଲି ପେନ୍‌ସନ୍‌

ନୂଆଦିଲ୍ଲୀ: ଫ୍ୟାମିଲି ପେନ୍‌ସନ୍‌ ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସମୀକ୍ଷା କରାଯାଇ ସର୍ବନିମ୍ନ ପେନ୍‌ସନ୍‌ ବୃଦ୍ଧି କରାଯାଇଛି। ବାପା-ମା ଅନ୍ତେ ସେମାନଙ୍କ ପିଲାଙ୍କୁ ଦିଆଯାଉ ଥିବା ଏହି ପେନ୍‌ସନ୍‌ ସ୍କିମର ୨ଟି କ୍ଷେତ୍ରରେ ସଂଶୋଧନ କରାଯାଇଛି। ସପ୍ତମବେତନ କମିଶନ ଅନୁଯାୟୀ ମାସିକ ସର୍ବାଧିକ ଦରମା 2,50,000 ଟଙ୍କା ପର୍ଯ୍ୟନ୍ତ ପେନ୍‌ସନ୍‌  ସଂଶୋଧିତ ହୋଇଛି। ପେନ୍‌ସନ୍‌ ୱେଲଫେୟାର ଡିପାର୍ଟମେଣ୍ଟ ଅନୁଯାୟୀ ଅଭିଭାବକ ଅନ୍ତେ ପିଲାକୁ  ୫୦ ପ୍ରତିଶତ ପେନ୍‌ସନ୍‌ ମିଳିବ।  ସେହିପରି ଅର୍ଡ଼ିନାରୀ ଫ୍ୟମିଲି ପେନସନ୍‌ ୩୦ ପ୍ରତିଶତ […]

Money

Money

Tapas Behera
  • Published: Tuesday, 02 November 2021
  • Updated: 02 November 2021, 05:25 PM IST

Sports

Latest News

ନୂଆଦିଲ୍ଲୀ: ଫ୍ୟାମିଲି ପେନ୍‌ସନ୍‌ ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସମୀକ୍ଷା କରାଯାଇ ସର୍ବନିମ୍ନ ପେନ୍‌ସନ୍‌ ବୃଦ୍ଧି କରାଯାଇଛି। ବାପା-ମା ଅନ୍ତେ ସେମାନଙ୍କ ପିଲାଙ୍କୁ ଦିଆଯାଉ ଥିବା ଏହି ପେନ୍‌ସନ୍‌ ସ୍କିମର ୨ଟି କ୍ଷେତ୍ରରେ ସଂଶୋଧନ କରାଯାଇଛି। ସପ୍ତମବେତନ କମିଶନ ଅନୁଯାୟୀ ମାସିକ ସର୍ବାଧିକ ଦରମା 2,50,000 ଟଙ୍କା ପର୍ଯ୍ୟନ୍ତ ପେନ୍‌ସନ୍‌  ସଂଶୋଧିତ ହୋଇଛି।

ପେନ୍‌ସନ୍‌ ୱେଲଫେୟାର ଡିପାର୍ଟମେଣ୍ଟ ଅନୁଯାୟୀ ଅଭିଭାବକ ଅନ୍ତେ ପିଲାକୁ  ୫୦ ପ୍ରତିଶତ ପେନ୍‌ସନ୍‌ ମିଳିବ।  ସେହିପରି ଅର୍ଡ଼ିନାରୀ ଫ୍ୟମିଲି ପେନସନ୍‌ ୩୦ ପ୍ରତିଶତ ବୃଦ୍ଧି କରାଯାଇଛି। ୮/୦୨/୨୦୨୧ଠାରୁ ଏହି ନୂଆ ପେନସନ୍‌ ଲାଗୁ ହେବ ବୋଲି କୁହାଯାଇଛି। ପ୍ରତିରକ୍ଷା ବିଭାଗରେ କାମ କରୁଥିବା କର୍ମଚାରୀଙ୍କ ପରିବାର ପାଇଁ ଏହି ଆର୍ଥିକ ସହାୟତା ବେଶ ସହାୟକ ହେବ ବୋଲି କୁହାଯାଇଛି। ଗତ ସେପ୍ଟେମ୍ବରରେ ପ୍ରତିରକ୍ଷା କ୍ଷେତ୍ରରେ ଫ୍ୟାମିଲି ପେନ୍‌ସନ୍‌ ବୃଦ୍ଧି ନେଇ ନିଷ୍ପତ୍ତି ନିଆଯାଇଥିଲା।

ବିଶେଷ କରି ପରିବାରର ଭିନ୍ନକ୍ଷମ ସଦସ୍ୟ ଏହି ପେନସନ୍‌ ପାଇବା ପାଇଁ ଯୋଗ୍ୟ ବିବେଚିତ ବୋଲି ସରକାରୀ ନିୟମ ରହିଛି। ତେବେ ହିତାଧିକାରୀଙ୍କ ବାର୍ଷିକ ଆୟ ୯୦୦୦ ଟଙ୍କାରୁ ଅଧିକ ହୋଇ ନଥିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story