ବିବାଦ ପରେ  ଇସ୍ତଫା ଦେଲେ ଆପ ମନ୍ତ୍ରୀ, ଧର୍ମ ପରିବର୍ତ୍ତନ ସଭାରେ ଦେଇଥିଲେ ଏମିତି ବୟାନ

ନୂଆଦିଲ୍ଲୀ: ବିବାଦ ପରେ  ଇସ୍ତଫା ଦେଲେ ଦିଲ୍ଲୀର ଆମ ଆଦୀମ ପାର୍ଟି(ଆପ୍) ମନ୍ତ୍ରୀ ରାଜେନ୍ଦ୍ର ପଲ ଗୌତମ। ରାଜଧାନୀ ଦିଲ୍ଲୀରେ ଏକ ଧର୍ମ ପରିବର୍ତ୍ତନ ସଭାରେ  ରାଜେନ୍ଦ୍ରଙ୍କ ଉପସ୍ଥିତି ଏବଂ ତାଙ୍କ ବୟାନକୁ ନେଇ ବିଜେପି  ଟାର୍ଗେଟ କରିଥିଲା । ଆପ୍‌ ମନ୍ତ୍ରୀ ରାଜେନ୍ଦ୍ର ଏବଂ ଅନ୍ୟମାନେ ସାମୂହିକ ଧର୍ମ ପରିବର୍ତ୍ତନ କାର୍ଯ୍ୟକ୍ରମରେ ହିନ୍ଦୁ ଦେବତାଙ୍କୁ ପୁଜା ନକରିବାପାଇଁ ପ୍ରତିଜ୍ଞା‌ କରିଥିଲେ। ଅକ୍ଟୋବର ୫ ତାରିଖରେ ଦିଲ୍ଲୀର ଆମ୍ବେଦକର ଭବନରେ ୧୦ ହଜାରରୁ ଅଧିକ ଲୋକଙ୍କ ସମାଗମ […]

ppp

ppp

Tapas Behera
  • Published: Sunday, 09 October 2022
  • Updated: 09 October 2022, 06:14 PM IST

Sports

Latest News

ନୂଆଦିଲ୍ଲୀ: ବିବାଦ ପରେ  ଇସ୍ତଫା ଦେଲେ ଦିଲ୍ଲୀର ଆମ ଆଦୀମ ପାର୍ଟି(ଆପ୍) ମନ୍ତ୍ରୀ ରାଜେନ୍ଦ୍ର ପଲ ଗୌତମ। ରାଜଧାନୀ ଦିଲ୍ଲୀରେ ଏକ ଧର୍ମ ପରିବର୍ତ୍ତନ ସଭାରେ  ରାଜେନ୍ଦ୍ରଙ୍କ ଉପସ୍ଥିତି ଏବଂ ତାଙ୍କ ବୟାନକୁ ନେଇ ବିଜେପି  ଟାର୍ଗେଟ କରିଥିଲା । ଆପ୍‌ ମନ୍ତ୍ରୀ ରାଜେନ୍ଦ୍ର ଏବଂ ଅନ୍ୟମାନେ ସାମୂହିକ ଧର୍ମ ପରିବର୍ତ୍ତନ କାର୍ଯ୍ୟକ୍ରମରେ ହିନ୍ଦୁ ଦେବତାଙ୍କୁ ପୁଜା ନକରିବାପାଇଁ ପ୍ରତିଜ୍ଞା‌ କରିଥିଲେ। ଅକ୍ଟୋବର ୫ ତାରିଖରେ ଦିଲ୍ଲୀର ଆମ୍ବେଦକର ଭବନରେ ୧୦ ହଜାରରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା।

ଏହାକୁ ନେଇ ବିବାଦ ତୀବ୍ର ହୋଇଥିଲା। ମନ୍ତ୍ରୀଙ୍କ ଉପସ୍ଥିତିରେ ହଜାର ହଜାର ଲୋକଙ୍କୁ ରାମ ଏବଂ କୃଷ୍ଣଙ୍କୁ ଭଗବାନ ନମାନିବା ଏବଂ କେବେ ପୂଜା ନକରିବା ନେଇ ଶପଥ ପାଠ କରାଯିବାର ଭିଡିଓ ସାମନାକୁ ଆସିବା ପରେ ବିଜେପି ଜୋରଦାର ନିଶାନା କରିଥିଳା । ବୌଦ୍ଧ ଏବଂ ହିନ୍ଦୁ ଧର୍ମର ଲୋକଙ୍କ ମଧ୍ୟରେ ବିବେଧ ସୃଷ୍ଟି କରିବାକୁ ପ୍ରୟାସ କରାଯାଉଥିବା ବିଜେପି କହିଛି । ରାଜେନ୍ଦ୍ର ପାଲ ଗୌତମଙ୍କ ବିରୋଧରେ ବିଜେପି ଥାନାରେ ଅଭିଯୋଗ କରିଥିଲା।  ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଦଳ ଦାବି କରିଥିଲା। ଅରବିନ୍ଦ କେଜ୍ରିୱାଲ ମଧ୍ୟ ରାଜେନ୍ଦ୍ର ଗୌତମଙ୍କ ଉପରେ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି । ଦିଲ୍ଲୀ ବିଜେପି ଅଧ୍ୟକ୍ଷ ଆଦେଶ ଗୁପ୍ତା କହିଥିଲେ ଯେ,କେଜ୍ରିୱାଲଙ୍କ ମନ୍ତ୍ରୀ ରାଜେନ୍ଦ୍ର ଗୌତମ ଯେଉଁପରି ଭାବେ ହିନ୍ଦୁ ଦେବାଦେବୀଙ୍କ ଅପମାନ କରିଛନ୍ତି ତାହା ନିନ୍ଦନୀୟ ଏବଂ ଏଥିପାଇଁ ତାଙ୍କୁ ଦଣ୍ଡ ମିଳିବା ଦରକାର । ହିନ୍ଦୁ ଏବଂ ବୌଦ୍ଧ ଧର୍ମରେ ବିଶ୍ୱାସ ରଖୁଥିବା ଲୋକଙ୍କ ମଧ୍ୟରେ ଲଢେଇ କରାଇବାକୁ ପ୍ରୟାସ କରାଯାଉଛ। ଯଦି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ନିଜ ମନ୍ତ୍ରୀଙ୍କ କଥାରେ ସହମତି ନୁହନ୍ତି ତେବେ ୨୪ ଘଣ୍ଟାରେ ତାଙ୍କୁ ନିଲମ୍ୱିତ କରନ୍ତୁ ବୋଲି ବିଜେପି ସାଂସଦ ଦାବି କରିଛନ୍ତି।

ବିଜୟାଦଶମୀରେ ଦିଲ୍ଲୀର କରୋଲବାଗ ସ୍ଥିତ ଆମ୍ୱେଦକର ଭବନରେ ଅନେକ ଲୋକ ବୌଦ୍ଧ ଦୀକ୍ଷା ନେଇଥିଲେ। ଏହି କାର୍ଯ୍ୟକ୍ରମରେ ମଞ୍ଚ ଉପରେ ଦିଲ୍ଲୀ ସରକାର ସାମାଜିକ କଲ୍ୟାଣ ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୌତମ ଉପସ୍ଥିତି ଥିଲେ। ତାଙ୍କ ଉପସ୍ଥିତିରେ ଲୋକଙ୍କୁ ଶପଥ ପାଠ କରାଯାଇଥିଲା। ଆପ୍‌ ମନ୍ତ୍ରୀ ଏବଂ ଅନ୍ୟମାନେ ଏକ ଶପଥ ନେଇ କହିଥିଲେ ଯେ,, ‘ବ୍ରହ୍ମା, ବିଷ୍ଣୁ, ମହେଶ୍ବରଙ୍କ ଉପରେ କୌଣସି ବିଶ୍ବାସ ନାହିଁ କି ସେମାନଙ୍କୁ ମୁଁ ପୂଜା କରିବି ନାହିଁ। ଭଗବାନଙ୍କ ଅବତାର ବୋଲି ବିଶ୍ବାସ କରାଯାଉଥିବା ଶ୍ରୀରାମ ଏବଂ ଶ୍ରୀକୃଷ୍ଣଙ୍କ ଉପରେ ମୋର କୌଣସି ବିଶ୍ବାସ ନାହିଁ କି ସେମାନଙ୍କୁ ମୁଁ ପୂଜା କରିବି ନାହିଁ।’

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story