ଦିଲ୍ଲୀ ବିଶ୍ୱର ଦ୍ୱିତୀୟ ବ୍ୟସ୍ତବହୁଳ ବିମାନ ବନ୍ଦର

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀ ବିଶ୍ୱର ଦ୍ୱିତୀୟ ବ୍ୟସ୍ତବହୁଳ ବିମାନବନ୍ଦର। ଗତ ମାର୍ଚ୍ଚ ମାସରେ ଦିଲ୍ଲୀ ବିମାନବନ୍ଦର ବିଶ୍ୱର ସବୁଠାରୁ ବ୍ୟସ୍ତବହୁଳ ବିମାନବନ୍ଦର ଥିଲା। ଏନେଇ ଅଫିସିଆଲ ଏୟାରଲାଇନ୍ସ ଗାଇଡ୍‌ (ଓଜିଏ) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଜଣାପଡିଛି। ଏହି ରିପୋର୍ଟରେ ଘରୋଇ ଏବଂ ଅର୍ନ୍ତଜାତୀୟ ବିମାନ ଉଡାଣର ତଥ୍ୟ ଦିଆଯାଇଥାଏ। ଓଏଜି ରିପୋର୍ଟରେ ଆଟଲାଣ୍ଟା ବିମାନବନ୍ଦର ପ୍ରଥମ ସ୍ଥାନରେ ଥିବା ବେଳେ ଦିଲ୍ଲୀ ବିମାନ ବନ୍ଦର ଦ୍ୱିତୀୟ ସ୍ଥାନରେ ରହିଛି। ସେହିପରି ଦୁବାଇ ବିମାନବନ୍ଦର ତୃତୀୟ […]

delhi-airport

delhi-airport

Madhupriya Mistry
  • Published: Tuesday, 03 May 2022
  • Updated: 03 May 2022, 02:35 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀ ବିଶ୍ୱର ଦ୍ୱିତୀୟ ବ୍ୟସ୍ତବହୁଳ ବିମାନବନ୍ଦର। ଗତ ମାର୍ଚ୍ଚ ମାସରେ ଦିଲ୍ଲୀ ବିମାନବନ୍ଦର ବିଶ୍ୱର ସବୁଠାରୁ ବ୍ୟସ୍ତବହୁଳ ବିମାନବନ୍ଦର ଥିଲା। ଏନେଇ ଅଫିସିଆଲ ଏୟାରଲାଇନ୍ସ ଗାଇଡ୍‌ (ଓଜିଏ) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଜଣାପଡିଛି।

ଏହି ରିପୋର୍ଟରେ ଘରୋଇ ଏବଂ ଅର୍ନ୍ତଜାତୀୟ ବିମାନ ଉଡାଣର ତଥ୍ୟ ଦିଆଯାଇଥାଏ। ଓଏଜି ରିପୋର୍ଟରେ ଆଟଲାଣ୍ଟା ବିମାନବନ୍ଦର ପ୍ରଥମ ସ୍ଥାନରେ ଥିବା ବେଳେ ଦିଲ୍ଲୀ ବିମାନ ବନ୍ଦର ଦ୍ୱିତୀୟ ସ୍ଥାନରେ ରହିଛି। ସେହିପରି ଦୁବାଇ ବିମାନବନ୍ଦର ତୃତୀୟ ସ୍ଥାନରେ ରହିଛି।

ରିପୋର୍ଟରେ କୁହାଯାଇଛି ଚଳିତ ବର୍ଷ ମାର୍ଚ୍ଚରେ ଆମେରିକାର ଆଟାଲାଣ୍ଟା, ଭାରତର ଦିଲ୍ଲୀ ଏବଂ ୟୁଏଇର ଦୁବାଇ ବିମାନବନ୍ଦରରେ ଯଥାକ୍ରମେ ୪୪.୨ ଲକ୍ଷ ଯାତ୍ରୀ, ୩୬.୧ ଲକ୍ଷ ଯାତ୍ରୀ, ୩୫.୫ ଲକ୍ଷ ଯାତ୍ରୀ ଯାତାୟାତ କରିଛନ୍ତି।

କହିରଖୁ ଯେ, କରୋନା ମହାମାରୀ ପୂର୍ବରୁ ମାର୍ଚ୍ଚ ୨୦୧୯ ରେ ଦିଲ୍ଲୀ ବିମାନ ବନ୍ଦର ବିଶ୍ୱର ବ୍ୟସ୍ତବହୁଳୂ ବିମାନ ବନ୍ଦର ତାଲିକାର ୨୩ତମ ସ୍ଥାନରେ ଥିଲା।

ଦିଲ୍ଲୀ ଅର୍ନ୍ତଜାତୀୟ ବିମାନବନ୍ଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିଦେହ କୁମାର ଜୟପୁରିଆର କହିଛନ୍ତି, 'କୋଭିଡ୍-୧୯ ମହାମାରୀ ବିଶ୍ୱକୁ ପ୍ରଭାବିତ କରିଛି । ଯାତ୍ରା ପ୍ରତିବନ୍ଧକ ଥିବାବେଳେ ଦୁଇ ବର୍ଷ ଯାତାୟାତ ଏବଂ ପର୍ଯ୍ୟଟନ କ୍ଷେତ୍ର ଉପରେ ଏହାର ବିଶେଷ ପ୍ରଭାବ ପଡିଛି। ସାରା ବିଶ୍ୱରେ ଟିକା ନେଉଥିବା ଲୋକଙ୍କ ସଂଖ୍ୟା ବଢିଚାଲିଛି ।

ସରକାର ମଧ୍ୟ ବିମାନ ଯାତ୍ରା କଟକଣା କୋହଳ କରିବା ସହ ଏବେ ପୂର୍ଣ୍ଣ ଟିକାକରଣ ହୋଇଥିବା ଦେଶର ଯାତ୍ରୀଙ୍କୁ ଅନୁମତି ଦିଆଯାଇଛି। ସରକାରଙ୍କର ଏଭଳି ପଦକ୍ଷେପ ଯୋଗୁଁ ଏବେ ଯାତାୟତ ସହ ପର୍ଯ୍ୟଟନ ଉଦ୍ଦ୍ୟୋଗରେ ଅନେକ ସୁବିଧା ମିଳିଛି। ଏଥିଯୋଗୁ ବିମାନ ଯାତ୍ରୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି।'

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story