ରାଜଧାନୀରେ କାଲିଠୁ ଖୋଲିବ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ସ୍କୁଲ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ କାରଣରୁ ବନ୍ଦ ହୋଇଥିବା ସ୍କୁଲକୁ ଖୋଲିବା ନେଇ ଶୁକ୍ରବାର ବଡ଼ ନିଷ୍ପତ୍ତି ନିଆଯାଇଛି। ଦିଲ୍ଲୀ-ଏନସିଆରରେ କମିଶନ୍ ଫର୍ ଏୟାର୍ କ୍ୱାଲିଟି ମ୍ୟାନେଜମେଣ୍ଟ ଶନିବାର ଅର୍ଥାତ୍ ଡିସେମ୍ବର ୧୮ ତାରିଖରୁ ଷଷ୍ଠ ଶ୍ରେଣୀ ଠାରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ଯାଏ ପର୍ଯ୍ୟାୟକ୍ରମେ ସ୍କୁଲ ଖୋଲିବାକୁ ଅନୁମତି ପ୍ରଦାନ କରିଛି। କମିଶନ ଫର୍ ଏୟାର କ୍ୱାଲିଟି ମ୍ୟାନେଜମେଣ୍ଟର ନିର୍ଦ୍ଦେଶନାମା ପରେ ଦିଲ୍ଲୀ ସରକାର ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ସେହିପରି ଡିସେମ୍ବର […]

delhi

delhi

Ranjit Kumar Jena
  • Published: Friday, 17 December 2021
  • Updated: 17 December 2021, 09:51 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ କାରଣରୁ ବନ୍ଦ ହୋଇଥିବା ସ୍କୁଲକୁ ଖୋଲିବା ନେଇ ଶୁକ୍ରବାର ବଡ଼ ନିଷ୍ପତ୍ତି ନିଆଯାଇଛି। ଦିଲ୍ଲୀ-ଏନସିଆରରେ କମିଶନ୍ ଫର୍ ଏୟାର୍ କ୍ୱାଲିଟି ମ୍ୟାନେଜମେଣ୍ଟ ଶନିବାର ଅର୍ଥାତ୍ ଡିସେମ୍ବର ୧୮ ତାରିଖରୁ ଷଷ୍ଠ ଶ୍ରେଣୀ ଠାରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ଯାଏ ପର୍ଯ୍ୟାୟକ୍ରମେ ସ୍କୁଲ ଖୋଲିବାକୁ ଅନୁମତି ପ୍ରଦାନ କରିଛି। କମିଶନ ଫର୍ ଏୟାର କ୍ୱାଲିଟି ମ୍ୟାନେଜମେଣ୍ଟର ନିର୍ଦ୍ଦେଶନାମା ପରେ ଦିଲ୍ଲୀ ସରକାର ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ସେହିପରି ଡିସେମ୍ବର ୨୭ ତାରିଖରୁ ପଞ୍ଚମ ଶ୍ରେଣୀ ଯାଏ ସ୍କୁଲ ଖୋଲିବାକୁ ଅନୁମତି ଦିଆଯାଇଛି।

ଦିଲ୍ଲୀରେ ପ୍ରଦୂଷଣ କାରଣରୁ ରାଜ୍ୟ ସରକାର ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ। ଗତ କିଛି ଦିନ ଧରି ପ୍ରଦୂଷଣ ମାତ୍ରା ତ ହ୍ରାସ ପାଇଛି, କିନ୍ତୁ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁବା ଚିନ୍ତିତ କରିଛି। ଦିଲ୍ଲୀର ସ୍ୱାସ୍ଥ୍ୟ ମନ୍ତ୍ରୀ ସତୈନ୍ଦ୍ର ଜୈନ୍ ଶୁକ୍ରବାର କହିଛନ୍ତି ଯେ ରାଜଧାନୀ ଦିଲ୍ଲୀରେ ଓମିକ୍ରନ ଭାରିଏଣ୍ଟର ୧୦ ନୂଆ ମାମଲା ସାମ୍ନାକୁ ଆସିଛି। ଏହାକୁ ମିଶାଇ ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହୋଇଛି। ଏଥିରୁ ୧୦ ଜଣଙ୍କୁ ହସ୍ପିଟାଲରୁ ଡିସଚାର୍ଜ ମିଳିସାରିଛି।

ସୂଚନାଯୋଗ୍ୟ, ଡିସେମ୍ବର ୨ ତାରିଖରେ ସୁପ୍ରିମକୋର୍ଟ ବାୟୁ ପ୍ରଦୂଷଣକୁ ନେଇ ଶୁଣାଣି କରି ଦିଲ୍ଲୀ ସରକାରଙ୍କୁ ଭର୍ତ୍ସନା କରିଥିଲେ। ଯାହା ପରେ ରାଜ୍ୟ ସରକାର ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ସ୍କୁଲ ବନ୍ଦ କରିବାକୁ ଘୋଷଣା କରିଥିଲେ। ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣର ସ୍ଥିତିକୁ ନେଇ ସୁପ୍ରିମ୍ କୋର୍ଟ କଡ଼ା ଟିପ୍ପଣୀ କରିବା ସହ ସ୍କୁଲ ଖୋଲିବା ଉପରେ ପ୍ରଶ୍ନ ଉଠାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story