ପଞ୍ଚାୟତ ନିର୍ବାଚନ ହାରିଗଲେ ମିସ୍‌ ଇଣ୍ଡିଆ ରନର-ଅପ୍

ଲକ୍ଷ୍ନୌ: ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନରେ ହାରିଗଲେ ମିସ୍ ଇଣ୍ଡିଆ ରନର-ଅପ୍ ଦୀକ୍ଷା ସିଂହ। ସେ ଉତ୍ତର ପ୍ରଦେଶର ଜଉନପୁର ଜିଲ୍ଲାର ବସଖାରୁ ଜିଲ୍ଲା ପଞ୍ଚାୟତ ସଭ୍ୟ ଭାବେ ପ୍ରାର୍ଥୀ ହୋଇଥିଲେ। ୨୦୧୫ ଫେମିନା ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ରନର-ଅପ୍ ହୋଇଥିବା ଦୀକ୍ଷା ମାତ୍ର ୨୦୦୦ ଭୋଟ୍ ପାଇ ୫ ନମ୍ବରରେ ରହିଥିଲେ। ବିଜେପି ସମର୍ଥିତ ପ୍ରାର୍ଥୀ ନଗିନା ସିଂହ ଏହି ଆସନରୁ ବିଜୟ ହୋଇଛନ୍ତି। ମୁମ୍ବାଇରୁ ଫେରି ନିର୍ବାଚନ ଲଢ଼ିଥିବା ଦୀକ୍ଷା ନିର୍ବାଚନ ପ୍ରଚାର ବେଳେ ଜଉନପୁର […]

Diksha Singh

Diksha Singh

Niharika Rout
  • Published: Tuesday, 04 May 2021
  • Updated: 04 May 2021, 02:55 PM IST

Sports

Latest News

ଲକ୍ଷ୍ନୌ: ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନରେ ହାରିଗଲେ ମିସ୍ ଇଣ୍ଡିଆ ରନର-ଅପ୍ ଦୀକ୍ଷା ସିଂହ। ସେ ଉତ୍ତର ପ୍ରଦେଶର ଜଉନପୁର ଜିଲ୍ଲାର ବସଖାରୁ ଜିଲ୍ଲା ପଞ୍ଚାୟତ ସଭ୍ୟ ଭାବେ ପ୍ରାର୍ଥୀ ହୋଇଥିଲେ।

୨୦୧୫ ଫେମିନା ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ରନର-ଅପ୍ ହୋଇଥିବା ଦୀକ୍ଷା ମାତ୍ର ୨୦୦୦ ଭୋଟ୍ ପାଇ ୫ ନମ୍ବରରେ ରହିଥିଲେ। ବିଜେପି ସମର୍ଥିତ ପ୍ରାର୍ଥୀ ନଗିନା ସିଂହ ଏହି ଆସନରୁ ବିଜୟ ହୋଇଛନ୍ତି।

ମୁମ୍ବାଇରୁ ଫେରି ନିର୍ବାଚନ ଲଢ଼ିଥିବା ଦୀକ୍ଷା ନିର୍ବାଚନ ପ୍ରଚାର ବେଳେ ଜଉନପୁର ଜିଲ୍ଲାରେ ଲୋକଙ୍କୁ ମୌଳିକ ସୁବିଧା ସୁଯୋଗ ଠିକ୍ ଭାବେ ଯୋଗାଇ ଦିଆଯାଉ ନଥିବା କଥା କହିଥିଲେ। ତା’ସହିତ ସ୍ଥାନୀୟ ଅଞ୍ଚଳର ବିକାଶର ନାରା ଦେଇ ସେ ନିର୍ବାଚନ ପ୍ରଚାର କରିଥିଲେ। ସେହିପରି ଗାଁ ଗୁଡ଼ିକରେ ରହୁଥିବା ମହିଳାଙ୍କ ଉନ୍ନତି ଉପରେ ସେ ଗୁରୁତ୍ୱ ଦେଇଥିଲେ।

ଜଉନପୁର ଜିଲ୍ଲାର ବସଖାର ଚିତ୍ତୋରି ହେଉଛି ଦୀକ୍ଷାଙ୍କ ଜନ୍ମଭୂମି। ସେ ଗାଁରେ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ। ତେବେ ତା’ପରେ ତାଙ୍କ ବାପାଙ୍କ ସହିତ ମୁମ୍ବାଇ ଚାଲିଯାଇଥିଲେ।

୨୦୧୫ରେ ଫେମିନା ମିସ୍ ଇଣ୍ଡିଆରେ ରନର-ଅପ୍ ହେବା ପରେ କିଛି ଫିଲ୍ମରେ କାମ କରିଥିଲେ ଦୀକ୍ଷା। କିଛି ଫିଲ୍ମର ସ୍କ୍ରିପ୍ଟ ମଧ୍ୟ ଲେଖିଥିଲେ। ତା’ସହିତ କିଛି ବିଜ୍ଞାପନରେ କାମ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story