ସିଜିଏଲ ପରୀକ୍ଷାରେ ହିନ୍ଦୀ, ଇଂଲିସ ଭାଷା ବାଧ୍ୟତାମୂଳକକୁ ନେଇ ଆପତ୍ତି ଉଠାଇଲେ କାନିମୋଝି

ନୂଆଦିଲ୍ଲୀ: ଦ୍ରାବିଡା ମୁନ୍ନେତ୍ରା କାଜାଗାମ (ଡିଏମକେ) ସାଂସଦ କନିମୋଝି ସରକାରୀ ଚାକିରି ପାଇଁ ଭାଷାଗତ ବାଧ୍ୟତାମୂଳକକୁ ନେଇ ଆପତ୍ତି ଉଠାଇଛନ୍ତି। ମିଳିତ ସ୍ନାତକସ୍ତର (ସିଜିଏଲ) ପରୀକ୍ଷାରେ ହିନ୍ଦୀ ଓ ଇଂଲିସ ଭାଷାର ବାଧ୍ୟତାମୂଳକକୁ ନେଇ ଅଭିଯୋଗ ଉଠାଇଛନ୍ତି କାନିମୋଝି। ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ପାଇଁ କେନ୍ଦ୍ର ସରକାର ହିନ୍ଦୀ ଏବଂ ଇଂଲିସକୁ ବାଧ୍ୟତାମୂଳକ କରିଛନ୍ତି। ତେବେ ଏଥିରେ ଆଞ୍ଚଳିକ ଭାଷାକୁ ସ୍ଥାନ ଦିଆଯାଇ ନଥିବାରୁ ସରକାରଙ୍କ ନୀତିକୁ ବିରୋଧ କରିଛନ୍ତି କାନି ମୋଝି। ଏସଏସସି ଦ୍ୱାରା ଏହି […]

Kanimozhi

Kanimozhi

Tapas Behera
  • Published: Friday, 07 October 2022
  • Updated: 07 October 2022, 08:26 AM IST

Sports

Latest News

ନୂଆଦିଲ୍ଲୀ: ଦ୍ରାବିଡା ମୁନ୍ନେତ୍ରା କାଜାଗାମ (ଡିଏମକେ) ସାଂସଦ କନିମୋଝି ସରକାରୀ ଚାକିରି ପାଇଁ ଭାଷାଗତ ବାଧ୍ୟତାମୂଳକକୁ ନେଇ ଆପତ୍ତି ଉଠାଇଛନ୍ତି। ମିଳିତ ସ୍ନାତକସ୍ତର (ସିଜିଏଲ) ପରୀକ୍ଷାରେ ହିନ୍ଦୀ ଓ ଇଂଲିସ ଭାଷାର ବାଧ୍ୟତାମୂଳକକୁ ନେଇ ଅଭିଯୋଗ ଉଠାଇଛନ୍ତି କାନିମୋଝି। ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ପାଇଁ କେନ୍ଦ୍ର ସରକାର ହିନ୍ଦୀ ଏବଂ ଇଂଲିସକୁ ବାଧ୍ୟତାମୂଳକ କରିଛନ୍ତି। ତେବେ ଏଥିରେ ଆଞ୍ଚଳିକ ଭାଷାକୁ ସ୍ଥାନ ଦିଆଯାଇ ନଥିବାରୁ ସରକାରଙ୍କ ନୀତିକୁ ବିରୋଧ କରିଛନ୍ତି କାନି ମୋଝି। ଏସଏସସି ଦ୍ୱାରା ଏହି ପରୀକ୍ଷା ପରିଚାଳନା କରାଯାଉଛି। ଯାହା ମାଧ୍ୟମରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ୨୦,୦୦୦ ନିଯୁକ୍ତି ହୋଇପାରିବ।  ସରକାରୀ ବିଜ୍ଞପ୍ତିରେ କୁହାଯାଇଛି ଯେ ଏହି ପରୀକ୍ଷା କେବଳ ହିନ୍ଦୀ ଏବଂ ଇଂରାଜୀରେ କରାଯିବ।

କାନିମୋଜି ଟ୍ୱିଟ୍‌ କରି କହିଛନ୍ତି, କେନ୍ଦ୍ର ସରକାରଙ୍କ ଘୋଷଣାକୁ ମୁଁ ଦୃଢ଼ ବିରୋଧ କରୁଛି । କେନ୍ଦ୍ର ସରକାରୀ ବିଭାଗୀୟ ପଦବୀ ପାଇଁ ଏସଏସି ଦ୍ୱାରା ପରିଚାଳିତ CGL ପରୀକ୍ଷାରେ କେବଳ ଇଂରାଜୀ ଏବଂ ହିନ୍ଦୀକୁ ଗୁରୁତ୍ୱ ଦିଆଯାଇଥିବାରୁ ମୁଁ ଏହାକୁ  ନାପସନ୍ଦ କରୁଛି।

ଏହା ଦ୍ୱାରା କେନ୍ଦ୍ର ସରକାରଙ୍କ ଦେଶର ବହୁବାଦ ନୀତି ବିରୋଧୀ ସ୍ପଷ୍ଟ ହେଉଛି।  ଏହା ଗଣତନ୍ତ୍ରର ଘୋର ପରିପନ୍ଥୀ। CGL ପରୀକ୍ଷା ପାଇଁ ଆବେଦନ ପ୍ରକ୍ରିୟା ଅକ୍ଟୋବର ୮ ସୁଦ୍ଧା ଶେଷ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story