NEET-PG କାଉନ୍‌ସେଲିଂରେ ବିଳମ୍ବ, ପୁଣି ଡାକ୍ତର-ପୁଲିସ ମୁହାଁମୁହିଁ

ନୂଆଦିଲ୍ଲୀ: NEET-PG କାଉନ୍‌ସେଲିଂରେ ବିଳମ୍ବକୁ ବିରୋଧ। ରାସ୍ତାକୁ ଓହ୍ଲାଇରେ ଶତାଧିକ ଡାକ୍ତର। ଏହାକୁ ନେଇ ରାଜଧାନୀ ଦିଲ୍ଲୀରେ ପୁଣି ଡାକ୍ତର ଏବଂ ପୁଲିସ ମୁହାଁମୁହିଁ ହୋଇଛନ୍ତି। ଦିଲ୍ଲୀର ସଫଦରଗଞ୍ଜ ହସ୍ପିଟାଲରେ ଡାକ୍ତରମାନେ ଶୋଭାଯାତ୍ରା ବାହାର କରିବାକୁ ଚାହୁଁଥିଲେ। କିନ୍ତୁ ଦିଲ୍ଲୀ ପୁଲିସ ସେମାନଙ୍କୁ ଅଟକାଇଛି। ସମସ୍ତ ଗେଟ୍‌ ବନ୍ଦ କରିଦେଇଛି। ଆନ୍ଦୋଳନରତ ଡାକ୍ତରଙ୍କୁ କ୍ୟାମ୍ପସ ଭିତରେ ହିଁ ପୁଲିସ ଅଟକାଇଛି। ଆଜି ଦିଲ୍ଲୀର ସମସ୍ତ ମେଡିକାଲ କଲେଜର ରେସିଡେଣ୍ଟ ଡାକ୍ତରମାନଙ୍କୁ ସଫଦରଜଙ୍ଗ ଡାକ୍ତରଖାନାକୁ ଡକାଯାଇଥିଲା। ଡାକ୍ତରମାନେ ସଫଦରଗଞ୍ଜରୁ […]

Doctor Protest

Doctor Protest

Madhupriya Mistry
  • Published: Tuesday, 28 December 2021
  • Updated: 28 December 2021, 02:34 PM IST

Sports

Latest News

ନୂଆଦିଲ୍ଲୀ: NEET-PG କାଉନ୍‌ସେଲିଂରେ ବିଳମ୍ବକୁ ବିରୋଧ। ରାସ୍ତାକୁ ଓହ୍ଲାଇରେ ଶତାଧିକ ଡାକ୍ତର। ଏହାକୁ ନେଇ ରାଜଧାନୀ ଦିଲ୍ଲୀରେ ପୁଣି ଡାକ୍ତର ଏବଂ ପୁଲିସ ମୁହାଁମୁହିଁ ହୋଇଛନ୍ତି। ଦିଲ୍ଲୀର ସଫଦରଗଞ୍ଜ ହସ୍ପିଟାଲରେ ଡାକ୍ତରମାନେ ଶୋଭାଯାତ୍ରା ବାହାର କରିବାକୁ ଚାହୁଁଥିଲେ। କିନ୍ତୁ ଦିଲ୍ଲୀ ପୁଲିସ ସେମାନଙ୍କୁ ଅଟକାଇଛି। ସମସ୍ତ ଗେଟ୍‌ ବନ୍ଦ କରିଦେଇଛି। ଆନ୍ଦୋଳନରତ ଡାକ୍ତରଙ୍କୁ କ୍ୟାମ୍ପସ ଭିତରେ ହିଁ ପୁଲିସ ଅଟକାଇଛି।

ଆଜି ଦିଲ୍ଲୀର ସମସ୍ତ ମେଡିକାଲ କଲେଜର ରେସିଡେଣ୍ଟ ଡାକ୍ତରମାନଙ୍କୁ ସଫଦରଜଙ୍ଗ ଡାକ୍ତରଖାନାକୁ ଡକାଯାଇଥିଲା। ଡାକ୍ତରମାନେ ସଫଦରଗଞ୍ଜରୁ ସୁପ୍ରିମକୋର୍ଟ ଯାଏଁ ପଦଯାତ୍ରା କରିବାକୁ ଚାହୁଁଥିଲେ। ଏହି ସମୟରେ ପୁଲସ ଏମାନଙ୍କୁ ଅଟକାଇଛି। ଏହାକୁ ନେଇ ଡାକ୍ତରମାନେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏପରିକି ଗତକାଲି ପୁଲିସ ଆନ୍ଦୋଳନକାରୀ ଡାକ୍ତରଙ୍କ ଉପରେ ଲାଠିଚାର୍ଜ ମଧ୍ୟ କରିଛି। ଏବେ ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ଚାଲିଛି।

ସୂଚନା ମୁତାବକ, ଗତ ଏକ ବର୍ଷରୁ ଆଡମିଶନ ପାଇଁ କାଉନ୍‌ସେଲିଂ ବନ୍ଦ ରହିଛି। ଏହାକୁ ନେଇ ରେସିଡେଣ୍ଟ ଡାକ୍ତରମାନେ ଲଗାତର ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ସୋମବାର ଦିନ ପୁଲିସ ସହ ସେମାନଙ୍କ ସଂଘର୍ଷ ହୋଇଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ରାସ୍ତାରେ ଏହି ଗଣ୍ଡଗୋଳ ଜାରି ରହିଥିଲା। ଏହାକୁ ବିରୋଧ କରି ଡାକ୍ତରମାନେ ମଙ୍ଗଳବାର ପୁଣି ଥରେ ଶୋଭାଯାତ୍ରା ଡାକିଥିଲେ।

ତେବେ ସୋମବାର ପୁଲିସ ଓ ଡାକ୍ତରଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଅନେକ ଲୋକ ଆହତ ହୋଇଥିବା ନେଇ ଉଭୟ ପକ୍ଷ ଦାବି କରିଛନ୍ତି। ଦିଲ୍ଲୀ ପୁଳିସର କହିବା ମୁତାବକ, 'ଗତକାଲି ଆମେ କୌଣସି ଡାକ୍ତରଙ୍କ ସହ ଜବରଦସ୍ତି କରିନୁ। ସେମାନେ ଏକ ବେଆଇନ ସମାବେଶ କରିଥିଲେ, ଯେଉଁଥିପାଇଁ ସେମାନଙ୍କୁ ଅଟକ ରଖାଯାଇଥିଲା। ଏମାନେ ଜବରଦସ୍ତ ରାସ୍ତା ଅବରୋଧ କରିଥିଲେ, ପରେ ସମସ୍ତଙ୍କୁ ମୁକ୍ତ କରାଯାଇଥିଲା। ଆମେ ଡାକ୍ତରଙ୍କ ବିରୋଧରେ କୌଣସି ମାମଲା ଦାୟର କରିନୁ। ଆଜି ବି ଆମେ ସେମାନଙ୍କୁ ସଫଦରଜଙ୍ଗରୁ ବାହାରକୁ ଯିବାକୁ ଦେବୁ ନାହିଁ। ସେଠାରେ ପର୍ଯ୍ୟାପ୍ତ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଆମେ ସେମାନଙ୍କୁ କ୍ୟାମ୍ପସ ଭିତରେ ହିଁ ଅଟକାଇବୁ।'

ଆନ୍ଦୋଳନକୁ ଜୋରଦାର କରି ସୋମବାର ରେସିଡେଣ୍ଟ ଡାକ୍ତରମାନେ ସାଙ୍କେତିକ ଭାବରେ 'ଲ୍ୟାବ କୋଟ ଫେରାଇ' ରାସ୍ତାକୁ ଓହ୍ଲାଇ ଆସିଥିଲେ। ସେପଟେ ଡାକ୍ତରମାନଙ୍କ ଆନ୍ଦୋଳନ ଜାରି ରହିବା ଯୋଗୁଁ କେନ୍ଦ୍ର ଦ୍ୱାରା ସଂଚାଳିତ ତିନୋଟି ହସ୍ପିଟାଲ ଓ ଆଉ କେତେକ ସରକାରୀ ହସ୍ପିଟାଲରେ ରୋଗୀ ସେବା ପ୍ରଭାବିତ ହୋଇଛି।

https://twitter.com/ANI/status/1475720813126946817?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story