ଚଳନ୍ତା ବିମାନରେ ଆଟେଣ୍ଡାଣ୍ଟଙ୍କ ଆଙ୍ଗୁଠି କାମୁଡି ଛିଣ୍ଡାଇଲେ ଯାତ୍ରୀ

ନୂଆଦିଲ୍ଲୀ: ଚଳନ୍ତା ବିମାନରେ ଯାତ୍ରୀଙ୍କ ହଙ୍ଗାମା। ଟପିଲା ସବୁ ସୀମା, ବର୍ଷିଲା ଲାତ ଗୋଇଠା। ଯାତ୍ରୀ ଓ ଫ୍ଲାଇଟ୍ ଆଟେଣ୍ଡାଣ୍ଟଙ୍କ ମଧ୍ୟରେ ହେଲା ଝଗଡା। କେବଳ ସେତିକି ନୁହେଁ ଫ୍ଲାଇଟ୍ ଆଟେଣ୍ଡାଣ୍ଟଙ୍କ ଆଙ୍ଗୁଠି କାମୁଡି ଛିଣ୍ଡାଇଲେ ଯାତ୍ରୀ। ଏଭଳି କିଛି ଦୃଶ୍ୟ ସାମ୍ନାକୁ ଆସିଛି ତୁର୍କୀ ଏୟାରଲାଇନ୍ସରୁ। ଯାହା ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମଙ୍ଗଳବାର ଇସ୍ତାନବୁଲରୁ ଜାକର୍ତା ଯାଉଥିବା ଏକ ତୁର୍କୀ ଏୟାରଲାଇନ୍ସ ବିମାନରେ ଜଣେ ଯାତ୍ରୀ ନିଶାଶକ୍ତ ଅବସ୍ଥାରେ ହଙ୍ଗାମା କରିଛନ୍ତି। […]

drunk-passenger-hits-flight-attendant

drunk-passenger-hits-flight-attendant

Madhupriya Mistry
  • Published: Tuesday, 18 October 2022
  • Updated: 18 October 2022, 01:50 PM IST

Sports

Latest News

ନୂଆଦିଲ୍ଲୀ: ଚଳନ୍ତା ବିମାନରେ ଯାତ୍ରୀଙ୍କ ହଙ୍ଗାମା। ଟପିଲା ସବୁ ସୀମା, ବର୍ଷିଲା ଲାତ ଗୋଇଠା। ଯାତ୍ରୀ ଓ ଫ୍ଲାଇଟ୍ ଆଟେଣ୍ଡାଣ୍ଟଙ୍କ ମଧ୍ୟରେ ହେଲା ଝଗଡା। କେବଳ ସେତିକି ନୁହେଁ ଫ୍ଲାଇଟ୍ ଆଟେଣ୍ଡାଣ୍ଟଙ୍କ ଆଙ୍ଗୁଠି କାମୁଡି ଛିଣ୍ଡାଇଲେ ଯାତ୍ରୀ। ଏଭଳି କିଛି ଦୃଶ୍ୟ ସାମ୍ନାକୁ ଆସିଛି ତୁର୍କୀ ଏୟାରଲାଇନ୍ସରୁ। ଯାହା ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ମଙ୍ଗଳବାର ଇସ୍ତାନବୁଲରୁ ଜାକର୍ତା ଯାଉଥିବା ଏକ ତୁର୍କୀ ଏୟାରଲାଇନ୍ସ ବିମାନରେ ଜଣେ ଯାତ୍ରୀ ନିଶାଶକ୍ତ ଅବସ୍ଥାରେ ହଙ୍ଗାମା କରିଛନ୍ତି। ବିମାନ ଚାଳକର ସଦସ୍ୟଙ୍କ ସହ ମାର୍‌ପିଟ୍ କରିବା ସହ ତାଙ୍କୁ ଲାତ ଗୋଇଠା ମଧ୍ୟ ମାରିଛନ୍ତି। ଏହାରି ଭିତରେ ଜଣେ ଫ୍ଲାଇଟ୍ ଆଟେଣ୍ଡାଣ୍ଟ ତାଙ୍କୁ କାବୁ କରିବା ପାଇଁ ଚେଷ୍ଟା କରିବା ବେଳେ ଯାତ୍ରୀ ଜଣକ ତାଙ୍କ ଆଙ୍ଗୁଠି କାମୁଡି ଛିଣ୍ଡାଇ ଦେଇଛନ୍ତି। ଏହି ଘଟଣା ଘଟିବା ପରେ ଚଳନ୍ତା ବିମାନଟିକୁ ତୁରନ୍ତ ମଲେସିଆର କୁଆଲଲମ୍ପୁର ଆଡକୁ ଗତି ପରିବର୍ତ୍ତନ କରାଯାଇ ଏମରଜେନ୍ସି ଲ୍ୟାଣ୍ଡିଂ କରାଯାଇଛି।

https://twitter.com/kabarpenumpang/status/1580009226193502209?s=20&t=FQnZAXspG-j7BQVYCAPCqQ

ସୂଚନା ଅନୁସାରେ ଉକ୍ତ ଯାତ୍ରୀ ଜଣକ ଜଣେ ଇଣ୍ଡୋନେସିଆ ନାଗରିକ ଓ ପାଇଲଟ୍ ରୂପେ ଚିହ୍ନଟ ହୋଇଛି । ସେ ମଦ୍ୟପାନ କରି ନିଶାଶକ୍ତ ଅବସ୍ଥାରେ ଥିଲେ। ମାରପିଟ୍ ବେଳେ ସେ ଫ୍ଲାଇଟ୍ ଆଟେଣ୍ଡାଣ୍ଟଙ୍କ ଆଙ୍ଗୁଠି କାମୁଡିଥିଲେ। ଏହାପରେ ମାର୍‌ପିଟ୍ ଆରମ୍ଭ ହୋଇଥିଲା। ଡେଲି ସେରଡାଙ୍ଗ ପୁଲିସ ଦ୍ୱାରା ଘଟଣାର ଯାଞ୍ଚ ଚାଲିଥିବା ତୁର୍କୀ ଏୟାରଲାଇନ୍ସ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story